ଲୁଣ ଆପଣଙ୍କୁ କରିବ ଧନୀ, ବାସ କରନ୍ତୁ ଏହି 2ଟି ଛୋଟ ଉପାୟ- Astrology Tips

ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ଟି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ନୀତି ଦିନିଆ କାମରେ ଲାଗିବ । ଯାହା ଦ୍ଵାରା ଘର ସୁଖ ସମୃଦ୍ଧି ର ଆଗମନ ହେବ । ଯଦି ଆପଣଙ୍କ ଘରେ ବାସ୍ତୁ ଦୋ-ଷ ରହିଥାଏ ବା ସର୍ବଦା କଲି ଝଗଡା ହେଉଥାଏ ତେବେ ଏହି ଉପାୟ କରିବା ଦ୍ଵାରା ଏହାର ସମାଧାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ ରହିଛି ଓ ଏହାକୁ କିପରି ଭାବେ କରାଯିବ । ଆପଣ ପ୍ରତି ଦିନ ହେଉ ବା ସପ୍ତାହ କୁ ଠାରେ ହେଉ ଘର ନିଶ୍ଚୟ ପୋଛା ମା-ରୁଥିବେ ।

ତେବେ ଯଦି ଆପଣ ଘର ପୋଛା ମା-ରୁଥାନ୍ତି ତେବେ ପାଣି ରେ କିଛି ଲୁଣ ପକାଇ ଘର ପୋଛା ମାରନ୍ତୁ । ଯଦି ଆପଣ ଲୁଣ ପାଣି ରେ ଘର ପୋଛିବେ ତେବେ ଆପଣଙ୍କ ଘରେ ଲାଗି ରହିଥିବା ବାଦ ବିବାଦ କମ ହେବ ।

ଏହା ଛଡା ଆପଣଙ୍କ ଘରେ ନାକାରାତ୍ମକ ଶକ୍ତି ର ପ୍ରଭାବ ରହିବ ନାହି । ଏହି ଉପାୟ କୁ ସେତେ ଦିନ ଯାଏଁ କରନ୍ତୁ ଯେତେ ଦିନ ଯାଏଁ ଆପଣକ ଘରେ କଳହ ବନ୍ଦ ନ ହୋଇଛି । ଏହି ଉପାୟ କୁ ସପ୍ତାହ କୁ ଥଠାରେ ମାତ୍ର କରନ୍ତୁ । ଦେଖିବେ ନିଶ୍ଚୟ ଏଥିରେ ସୁଫଳ ମିଳିବ । ଅନ୍ୟ ଏକ ଉପାୟ ଟି ହେଉଛି ଗାଈର ଗୋବର ଆଣି ତାକୁ ଶୁଖାଇ ଦିଅନ୍ତୁ ।

ଶୁଖା ଯାଇଥିବା ଗୋବର ରେ ଲୋବନ ଗୁଣ୍ଡ ଯାହା ପୂଜା ସାମଗ୍ରୀ ଦୋକାନରେ ମିଳିଥାଏ । ଏହା ପରେ ସୁଖୀ ଯାଇଥିବା ଘଷି ବା ଗୋବରରେ ଏହି ଲୋବନ ଗୁଣ୍ଡ କୁ ପକାଇ ନିଆଁ ଲଗାନ୍ତୁ । ଏପରି ନିଆଁ ଲଗାଇବେ ଯେମିତି ସେଥିରୁ ଧୂଆଁ ବାହାରିବ ତାହା ଜଳିବ ନାହି । ଯେପରି ଆପଣ ଘରେ ଝୁଣା ଧୂଆଁ ଦେଇଥାନ୍ତି ସେହି ପରି ଭାବେ ଏହାକୁ କରିବେ । ଏହି ଉପାୟ ଟି ସନ୍ଧ୍ୟା ସମୟରେ କରିବା ଉଚିତ । ଏହି ଉପାୟ ଟି ଛୋଟ ହୋଇଥିଲେ ମଧ୍ୟ ବହୁତ ବଡ କାମରେ ଆସିଥାଏ ।

ଏହି ଉପାୟ କରିବା ଦ୍ଵାରା ଯଦି ଆପଣଙ୍କ ଘରେ ପାରିବାରିକ ସମସ୍ଯା ହେଉଛି ବା ଆର୍ଥିକ ସମସ୍ଯା ହେଉଛି ବା କୌଣସି ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ଯା ହେଉଥାଏ ତେବେ ଏହା ଦୂର ହେବ । ଏହା ଫଳରେ ଆପଣଙ୍କ ଘରେ ସୁଖ ଶାନ୍ତିର ଆଗମନ ହେବ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ଅନେକ ନୂଆ ନୂଆ ପରିବର୍ତ୍ତନ ଆପଣ ଦେଖିବାକୁ ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *