ଯଦି ଚହୁଁଛନ୍ତି ଜୀବନରେ ମା ଲକ୍ଷ୍ମୀଙ୍କ କୃପା ବନି ରହୁ, ଦୁଇଟି କଥା ସବୁବେଳେ ମନେ ରଖିବେ । ଯେବେ ଆପଣ ଖାଉଛନ୍ତି ଖାଇବାକୁ ମାନେ ଥାଳିକୁ ଉଚା ସ୍ଥାନ ଦେବା ପାଇଁ । ଭୋଜନକୁ ଖାଇବା ପୂର୍ବରୁ ପ୍ରଣାମ ନିଶ୍ଚିତ ରୂପରେ କରିବେ, ଖାଲି ଏହି ଅର୍ନ ଆପଣଙ୍କ ପେଟ ଭରେନି ଆପଣଙ୍କ ମନକୁ ମଧ୍ୟ ଭଲ ବନେଇଥାଏ ।
ଆପଣ ଯାହାବି ଖାଉଛନ୍ତି ଗୋଟେ ଥର ପ୍ରଣାମ ନିଶ୍ଚିତ ରୂପରେ କରନ୍ତୁ । ଘରେ ସୁଖ ଶାନ୍ତି ଆସିବା ଘରେ ଧନର ବୃଦ୍ଧି ହେବ । ଭିଜନ କରିବା ପରେ ଲୋକ ହାତ ଥଳିରେ ମଧ୍ୟ ଧୋଇ ଥାନ୍ତି, ଏହା ସବୁଠୁ ଖରାପ କଥା ହୋଇଥାଏ । ଏମିତି କେବେବି କରିବେନି ଇଏ ଆପଣଙ୍କ ଜୀବନର କଷ୍ଟ ଓ ଚିନ୍ତାକୁ ବଢେଇ ଦେଇଥାଏ ।
ଥାଳିରେ କେବେ ଅଇଁଠା ଛାଡିବେନି ଯେତିକି ଖାଇବେ ସେତିକି ନିଅନ୍ତୁ । ରାତିରେ କେବେବି ଅଇଁଠା ବାସନ ରଖିବେନି ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନର ଧନ ସମ୍ପତିର ଯେଉଁ ବୃଦ୍ଧି ତାହା ଚାଲିଯାଇଥାଏ । ଯଦି ଆପଣ ରୁଟି ବନାଉଛନ୍ତି, ରୁଟିରେ କ୍ଷୀର ପକାଇ ଚକଡନ୍ତୁ ଓ ତାକୁ ବେଲି ତାୱାରେ ପକାଇ ଯେତେବେକେ ସେକିବେ ରୁଟି ଯେଉଁ ଫୁଲିବା ସେଇ କ୍ଷୀର ବାସ୍ନା ଆସିବ ସେ ତୁମ ଘରର ସକାରାତ୍ମକ ଜିନିଷକୁ ବଢେଇ ଥାଏ । ଏଇ ହେଉଛି ଧନ ବୃଦ୍ଧି ହେବାର ନିୟମ,ରୋଷେଇ ଘରେ ଲୁଣ ଡଭାରେ ସବୁବେଳେ ଗୋଟେ ଦୁଇଟା ଲବଙ୍ଗ ମିଶାଇ ରଖନ୍ତୁ ।
ଏହି ଲବଙ୍ଗ ଜୀବନରେ ବହୁତ ବୃଦ୍ଧି କରାଇଥାଏ ଓ ଆପଣଙ୍କ ଘରର ନକରାତ୍ମକ ଜିନିଷକୁ ସବୁବେଳେ ଦୂରରେ ରଖିଥାଏ । ଯଦି ଆପଣ ରୋଷେଇ ଘରେ କାଚ ପତ୍ରରେ ଫିଟିକିରି ରଖୁଛନ୍ତି , କି ବେଡ ରୁମ କି ଡ଼ାଇନିଙ୍ଗରେ, ଯଦି ଆପଣଙ୍କ ଭିତରେ ଝଗଡା ହେଉଛି ତାହଲେ ପ୍ରେମ ବଢିବ । ଯଦି ଫିଟିକିରି ପାଣି ହେଉଛି ତା ମାନେ ସେ ନେଗେଟିବ ଏନର୍ଜିକୁ ନିଜ ଭିତରକୁ ଟାଣୁଛି । ଯେବେ ପୁରା ମିଳେଇଯିବ ତାହେଲେ ବାହାରେ ଫୋପାଡି ଦିଅନ୍ତୁ । ରାତିରେ ଭୁଲରେବୀ ଦହି, ଭାତ, ଛତୁଆ ଖାଇବେ ନହିଁ, ଏହା ମା ଲକ୍ଷ୍ମୀଙ୍କ ଅନାଦର ହୋଇଥାଏ ।
ଯଦି ଆପଣଙ୍କ ଜୀବନରେ ଧନର ସମସ୍ୟା ରହିଛି ଏହି କଥା ଧ୍ୟାନ ରଖନ୍ତୁ ଯଦି ଆପଣଙ୍କ ନଳରୁ ପାଣି ଟପ ଟପ ହୋଇ ପଡୁଛି ତାକୁ ଠିକ କରନ୍ତୁ ନହେଲେ ଆପଣଙ୍କ ପଇସା ରୋଗରେ ଓ ଆଡୁ ସାଡୁ ଖର୍ଚରେ ଚାଲିଯିବ । ଆଉ ଗୋଟେ କଥାର ଧ୍ୟାନ ରଖିବେ ଜୀବନରେ ଲୁଣର ମହତ୍ଵ ବହୁତ ରହିଛି ଲୁଣ ମିଶା ପାଣିରେ ଘର ପୋଛା ଲଗେଇ ପାରିବେ ଏଥିରେ ଧନର ବୃଦ୍ଧି ହୋଇଥାଏ । ସବୁବେଳେ ସନ୍ଧ୍ୟାରେ ବୃହସ୍ପତି ବାରକୁ ଛାଡି ସୋରିଷ ତେଲରେ ଦୁଇଟି ଲବଙ୍ଗ ପକାଇ ପୁରା ଘରେ ଦୀପ ବୁଲାନ୍ତୁ ଘରେ ନକରାତ୍ମକ ଊର୍ଜାର ସମାପ୍ତି ହୋଇକି ଭଲ ଲାଭ ହୋଇଥାଏ ।
ଏହି ଲବଙ୍ଗର ଯେଉଁ ବାସ୍ନା ହୋଇଥାଏ ଆପଣଙ୍କ ମନ ମସ୍ତିସ୍କକୁ ବହୁତ ଭଲ ରଖିଥାଏ । ଦାନର ବହୁତ ମହତ୍ଵ ରହିଛି ସେ ଲୋକ ମାନଙ୍କୁ ଦାନ କରନ୍ତୁ ଯାହାର ଆବଶ୍ୟକ ରହିଛି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।