ମାଁ ନା ରେ ଅଭିଯୋଗ ନେଇ ଥାନାରେ ପହଞ୍ଚିଲା ୧୦ ବର୍ଷର ଝିଅ, ଏମିତି କଥା କହିଲା ଯାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ

ତେବେ ଏହା ଆମେ ସମସ୍ତେ ଜାଣିଛୁ ଯେ ମାଁ ଓ ଛୁଆ ସମ୍ପର୍କ ଅତି ଗଭୀର ହୋଇଥାଏ । ମାଁ ନିଜ ଛୁଆ ପାଇଁ ସବୁ କଷ୍ଟ ସବୁ ସମସ୍ୟା ସହିବା ପାଇଁ ଆଗକୁ ଆସିଥାଏ ଓ ଛୁଆ ଦୁନିଆରେ କେବଳ ନିଜ ମାଁ କାନୀରେ ସୁରକ୍ଷିତ ମନେ କରିଥାଏ କିନ୍ତୁ ଏହା ଅଦ୍ଭୁତ ଘଟଣା ଅଟେ ଯେ ଗୋଟେ ୧୦ ବର୍ଷ ଝିଅ ନିଜ ମାଁ ଅଭିଯୋଗ ନେଇ ଥାନା ଆସିଲା ।

ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ଓ କେଉ କଥା ପାଇଁ ଗୋଟେ ୧୦ ବର୍ଷ ଝିଅ ନିଜ ମାଁ ନାରେ ଅଭିଯୋଗ ନେଇ ଥାନା ରେ ଆସିଲା ।

ଝିଅଟି ଥାନାରେ ଆସି ପୋଲିସ ବାବୁଙ୍କୁ କହିବା ଆରମ୍ଭ କଲା, ସର ମୋ ମାଁ ମତେ ଓ ମୋ ଛୋଟ ଭାଉଣୀକୁ ବହୁତ ବାଡାଏ, କେତେ ଦିନ ପର୍ଜନ୍ତ ଆମକୁ ଖାଇବାକୁ ଦାଉ ନାହିଁ, ଆମେ ଆଉ ତାଙ୍କ ସହ ରହିବାକୁ ଚାହୁଁନୁ । ଏହି ଘଟଣା ବୁଧବାର ରେ ମୁନିକିରେତି ଥାନା ରେ ଆସି ଗୋଟେ ୧୦ ବର୍ଷ ଝିଅ କହିଥିଲା, ଛୁଆ କଥା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ, ଝିଅ ଅନୁଯାଇ ମାଁ ତା

ସାନ ଭଉଣୀ ଯିଏ ୬ ବର୍ଷ ର ଅଟେ ତାକୁ ମଧ୍ୟ ବାଡା ବାଡି କରେ, ଛୁଆ କହିବା ଅନୁଯାଇ ତାଙ୍କ ବାପା ତାଙ୍କ ମାଁ ସହ ରୁହନ୍ତି ନାହିଁ । ଅଧିନିୟମ ଅନୁଯାଇ ମୁକଦମା ଲେଖା ହୋଇଥିଲା ଦୁହିଙ୍କ ମଧ୍ୟରେ ବାଦ ବିବାଦ ଅଟେ ଯାହା ପରିବାର ନ୍ୟାୟାଳୟ ରେ ବିଚାରାଧଇଁ ଅଟେ । ଏହି ଝିଅ ପୋଲିସକୁ ସବୁ କଥା ଜଣାଇଲେ ଯାହା ପରେ ମୁନିକିରେତି ପୋଲିସ କିଶୋର ନ୍ୟାୟ (ଛୁଆଙ୍କ ଦେଖା ଶୁଣା) ଅଧିନିୟମ ଅନୁଯାଇ କେସ ଲେଖିଛନ୍ତି ।

ଏହି ଘଟଣା ଉପରେ ଆପଣଙ୍କର ମତାମତ କଣ ନିଶ୍ଚୟ କମେଣ୍ଟ କରି କହିବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *