ସ୍ତ୍ରୀ ବିଷୟରେ ଏହି ୩ଟି କଥା ତୁଳସୀଦାସଙ୍କ ଛଡା କେହି କହି ନଥିଲେ- ନିଶ୍ଚୟ ଜାଣିବା ଦରକାର ଆପଣଙ୍କୁ

ଗୋସ୍ଵାମୀ ତୁଳସୀଦାସ ହିନ୍ଦୀ ସାହିତ୍ଯ ର ବହୁତ ବଡ କବି ଥିଲେ, ତାଙ୍କ ଜନ୍ମ ସୋରୋଂ ଶୂକରକ୍ଷେତ୍ର, ବର୍ତମାନ ରେ କାସଗଂଜ ଉତ୍ତର ପ୍ରଦେଶ ରେ ହୋଇଥିଲା । ତୁଳସୀଦାସଙ୍କୁ କାବ୍ଯ ରାମାୟଣ ରଚଇତା ମହର୍ଷି ବାଲ୍ମୀକି ଅବତାର ମଧ୍ୟ କୁହା ଯାଏ । ରାମଚରିତମାଂସ ଲୋକ ଗ୍ରନ୍ଥ ଅଟେ ଓ ଉତ୍ତର ଭାରତ ରେ ଏହାକୁ ଲୋକ ବହୁତ ଭକ୍ତି ଭାବ ଦ୍ଵାରା ପଢନ୍ତି । ଏହା ପରେ ତୁଳସୀଦାସ ବିନୟ ପତ୍ରିକା ତୁଳସୀଦାସଙ୍କର ଅନ୍ୟ ଏକ ମହତ୍ଵପୂର୍ଣ କାବ୍ଯ ଅଟେ ।

ମହାକାବ୍ଯ ଶ୍ରୀରାମଚରିତାମାନସକୁ ବିଶ୍ଵ ର ୧୦୦ ସର୍ବଶ୍ରେଷ୍ଠ ଲୋକ ପ୍ରିୟା କାବ୍ଯ ମଧ୍ୟରୁ 4ର୍ଥ ସ୍ଥାନ ଦିଆଯାଇଛି ବୋଲି କୁହା ଯାଇଛି ।

୧. ଧିରାଜ ଧର୍ମ ମିତ୍ର ଅର ନାରୀ । ଆପଦ କାଲ ପରଖିଏ ଚାରି ।।

ତୁଳସୀଦାସ କହିବା ଅନୁଯାଇ ଖରାପ ସମୟ ଆସିଲେ ଧିରଜ, ଧର୍ମ, ସାଙ୍ଗ ଓ ନାରୀ ପରୀକ୍ଷା ହୋଇଥାଏ କାହିଁକିନା ଭଲ ସମୟରେ ସମସ୍ତେ ସାଙ୍ଗରେ ଥାନ୍ତି କିନ୍ତୁ ଖରାପ ସମୟରେ କେହି ସାଙ୍ଗରେ ରହିବାକୁ ଚାହନ୍ତି ନାହିଁ, ସେଥିପାଇଁ ଖରାପ ସମୟରେ ନାରୀ ପରୀକ୍ଷା ହୋଇଥାଏ । ଯିଏ ଦୁଃଖରେ ସାଥ ଦିଏ ସି ହିଁ ପ୍ରକୃତ ବନ୍ଧୁ ବା ସାଥି ।

୨. ଜନନୀ ସମ ଜାନହିଂ ପର ନାରୀ। ତିନ୍ହ କେ ମନ ସୁଭ ସଦନ ତୁମ୍ହାରେ।

ତୁଳସୀଦାସ କହିଛନ୍ତି ଯେ ପରୁଷକୁ ନିଜ ସ୍ତ୍ରୀ ଛାଡି ଅନ୍ୟ ମହିଳାଙ୍କୁ ନିଜ ମାଁ ଭଉଣୀ ଭଳି ମାନିବା ଉଚିତ ଅଟେ ଏବଂ ଏହି ଭଳି ଲୋକଙ୍କ ମନରେ ଠାକୁର ବାସ କରନ୍ତି ।

୩. ତୁଲସୀ ଦେଖି ସୁବେଷୁ ଭୂଲହିଂ ମୂଢ଼ ନ ଚତୁର ନର। ସୁଂଦର କେକିହି ପେଖୁ ବଚନ ସୁଧା ସମ ଅସନ ଅହି।।

ତୁଳସୀଦାସ କହିବା ଅନୁଯାଇ ସୁନ୍ଦରତା ଦେଖି ବୁଦ୍ଧିମାନରୁ ବୁଦ୍ଧିମାନ ଲୋକ ମୂର୍ଖ ହୋଇ ଯାନ୍ତି, ସୁନ୍ଦରତା ପଛରେ କେବେ ଧାଇଁବା ଉଚିତ ନୁହ, ଯେମିତିକି ମୟୂର ଅତି ସୁନ୍ଦର ଅଟେ କିନ୍ତୁ ଅନ୍ତିମ ରେ ସାପ ହି ଖାଇଥାଏ ।

ତେବେ ଫ୍ରେଣ୍ଡ୍ସ ଆଶା କରୁଛୁ ଆପଣାକୁ ଆମର ଆର୍ଟିକ୍ଲ ଗୁଡିକ ପସନ୍ଦ ଆସୁଥିବ, ଯଦି ପସନ୍ଦ ଅଶେ ତେବେ ନିଶ୍ଚୟ ଲାଇକ କରିବେ ଓ ଅନ୍ୟମଙ୍କ ସହ ଶେୟାର ମଧ୍ୟ କରିବେ । ଆଗକୁ ଏମିତି ପ୍ରତ୍ୟକ ଦିନ ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଜମାବି ଭୁଲି ଜୀବେନି।

Leave a Reply

Your email address will not be published. Required fields are marked *