‘ସୂର୍ଯ୍ୟବଂଶୀ’ର ଟେଲର ଲଞ୍ଚ ଇଭେଣ୍ଟ ସମୟରେ ଅକ୍ଷୟ କୁମାର ସମସ୍ତଙ୍କ ଆଗରେ କଲେ ଏହି ବଡ ଖୁଲାସା

ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟେଲର ର ଲଞ୍ଚ ଇଭେଣ୍ଟରେ ଅକ୍ଷୟ କୁମାର ବଡ ଖୁଲାସା କରିଛନ୍ତି । ଫିଲ୍ମ ସହିତ ଯୋଡି ହୋଇଥିବା ତାରକା ମାନକ ଭିତରେ ମଜା ମସ୍ତି ଚାଲିଥିଲା । ଯେଉଁଥିରେ ଅକ୍ଷୟ କୁମାର କହିଛନ୍ତି କି ଅଜୟ ଦେବଗନ ଏବଂ ମୁଁ ଏକା ସହିତ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲୁ । ସେହି ସମୟରେ ଫୁଲ ଏବଂ କାଣ୍ଟେ ରେ ମୁଁ ଥିଲି ,କିନ୍ତୁ ସେ ମତେ ଧକ୍କାମାରି ନିଜର ଫିଲ୍ମ କ୍ୟାରିୟର ର ଆରମ୍ଭ କରିନେଲା । ସେଠାରେ ଫିଲ୍ମ ନିର୍ମାତା ରୋହିତ ଶେଠୀ କହିଛନ୍ତି କି ମୁଁ ନିଜ ଫିଲ୍ମରେ କେବେ ପୋଲିସ ଭୂମିକାରେ ଦେଖାଯାଇ ନାହିଁ ।

ଅକ୍ଷୟଙ୍କ ଜାଗାରେ ଅଜୟ ଦେବଗନ କଲେ ଫିଲ୍ମ ଯାତ୍ରାର ଆରମ୍ଭ

ରୋହିତ ଶେଠୀଙ୍କୁ ସୂର୍ଯ୍ୟବଂଶୀ ରେ ଅକ୍ଷୟ କୁମାର ମୁଖ୍ୟ ଭୂମିକା ନିଭାଉଛନ୍ତି । ସୋମବାର ଦିନ ମୁମ୍ବାଇରେ ଫିଲ୍ମ ଟେଲର ଲଞ୍ଚ ସମୟରେ ଅକ୍ଷୟ ନିଜର କ୍ୟାରିୟରର ଏକ ବଡ ରାଜ ଖୋଲିଛନ୍ତି । ସେ ଅଜୟଙ୍କ ସହିତ ନିଜର ଦୋସ୍ତିର କଥା ଶେୟାର କରିବା ସମୟରେ କହିଛନ୍ତି କି ଦୁଇଜଣ ଏକା ସହିତ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଦୁଇଜଣ ଗୋଟିଏ ଫିଲ୍ମ ପାଇଁ ଲଢିଥିଲେ । ସେ ଫିଲ୍ମ ଅଜୟଙ୍କ ପାଖକୁ ଚାଲି ଯାଇଥିଲା ।

ଫିଲ୍ମରେ କେବେ କରିନାହିଁ ପୋଲିସ ଭୂମିକା

ପୋଲିସ ଉପରେ ଆଧାରିତ ଫିଲ୍ମରେ ଅଜୟ ‘ସିଙ୍ଘମ’ଏବଂ ‘ଶିମ୍ବା’ର ଭୂମିକାରେ ସାମନାକୁ ଆସିଛନ୍ତି । ରୋହିତ ଶେଠୀ କହିଛନ୍ତି ‘ମେରି ଫିଲ୍ମରେ କୃରତା’?ମୁଁ ମୋ ଫିଲ୍ମରେ କେବେ ବି ପୋଲିସ ଅଭିନୟ ଦେଖାଇ ନାହିଁ । ଏହା ସଂପୂର୍ଣ୍ଣ ଭାବେ ଭୁଲ ପ୍ରଶ୍ନ । ଆପଣ ମୋର କିଛି ବି ଫିଲ୍ମ ଦେଖିନାହାଁନ୍ତି । ଆପଣ କିଛି ଅଲଗା ଫିଲ୍ମ ଦେଖିଥିବେ । ଟେଲର ଲଞ୍ଚ ସମୟରେ ଅଜୟ ଦେବଗନ ଏବଂ ରଣବିର ସିଂହଙ୍କ ସହିତ ଅକ୍ଷୟ କୁମାର ,କ୍ଯାଟ୍ରିନା କେଫ ଥିଲେ । ଏହି ଫିଲ୍ମ ୨୪ମାର୍ଚ ରେ ରିଲିଜ ହେବ ।

ଫିଲ୍ମର ପ୍ରମୋଶନ ପାଇଁ ଅକ୍ଷୟ ପହଞ୍ଚିଲେ କପିଲ ଶର୍ମା ଶୋ

ଅକ୍ଷୟ ମଙ୍ଗଳବାର ଦିନ ନିଜର ଇନଷ୍ଟାଗ୍ରାମରେ ଫିଲ୍ମ ନିର୍ମାତା ରୋହିତ ଶେଠୀ ଙ୍କ ସହିତ ଏକ ଫଟୋ ଶେୟାର କରି ଲେଖିଛନ୍ତି କି ଗୋଟିଏ ସ୍ଥାନ ଯେଉଁଠାକୁ ଆସିବା ମୋ ଫିଲ୍ମ ପ୍ରମୋଶନ ପାଇଁ ଜରୁରୀ ହୋଇଯାଇଛି । କଣ ଆପଣ ଆନୁମାନ କରିପାରିବେ କି ମଙ୍ଗଳବାର ଦିନ ଆମେ ଫିଲ୍ମର ପ୍ରଚାର କେଉଁଠି କରୁଛୁ ?ଫଟୋରେ ଅକ୍ଷୟ କୁମାର ଏବଂ ରୋହିତ ଶେଠୀ କପିଲ ଶର୍ମା ଶୋରେ ଦେଖା ଦେଇଛନ୍ତି । ଏହି ଫଟୋକୁ ୬ଲକ୍ଷ ୨୨ହଜାର ୪୫ଲାଇକ ଏବଂ ୫ହଜାର ୨୨୦କାମେଣ୍ଟସ ଆସିଛି ।

Leave a Reply

Your email address will not be published. Required fields are marked *