ମାତ୍ର 3 ଦିନ ଏହାର ସେବନ କରିବା ପରେ 90 ବର୍ଷ ପର୍ଯ୍ୟନ୍ତ ଶରୀରରେ ହେବ ନାହିଁ Calciumର ଅଭାବ- Health Tips

ଆଜିକାଲି ଖାଦ୍ୟପେୟର ଅନିୟମିତା ଯୋଗୁ ଅନେକ ପ୍ରକାର ରୋଗ ସମସ୍ଯା ଦେଖା ଯାଇଛି । ବିଶେଷ କରି କିଛି ଲୋକଙ୍କ ଠାରେ କ୍ୟାଲସିୟମର ଅଭାବ ଦକ୍ଷା ଯାଇଛି । କ୍ୟାଲସିୟମ ଅଭାବ ହେବା କାରଣରୁ ଆମ ଶରୀରରେ ଆଁଠୁ ଗଣ୍ଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ଶରୀର ଦୁର୍ବଳ ଲାଗିବା ବା ଅଣ୍ଟା ବା ଆହତ ରେ କଷ୍ଟ ଅନୁଭବ ହେବା ଆଦି ସମସ୍ଯା ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ସେବନ କରିବା ଦ୍ଵାରା ଶରୀରରେ କ୍ୟାଲସିୟମ ଅଭାବ ହେବ ନାହି ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ରେ ଦେଶୀ ଘିଅ ପକାନ୍ତୁ । ଏହା ପରେ ଏକ ଚାମଚ ପୋସ୍ତକ ଆଡ ଅରନ୍ତୁ । ପୋସ୍ତକୁ ଅଳ୍ପ ସମୟ ଯାଏଁ ଭାଜି ଦିଅନ୍ତୁ । ଏହା ପରେ ଏକ ଗ୍ଳାସ କ୍ଷୀର ପକାନ୍ତୁ । କ୍ଷୀର ଗରମ ହେବା ପରେ ମଖାନା ପକାନ୍ତୁ । ପଦ୍ମ ମଞ୍ଜି ବା ଖଣା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଯେଉଁ ଲୋକ ମାନଙ୍କର ଅଣ୍ଟା ରେ ଯନ୍ତ୍ରଣା ହେଉଛି ବା ହାଡ ଦୁର୍ବଳ ରହିଥାଏ ସେମାନଙ୍କ ପାଇଁ ପଦ୍ମ ମଞ୍ଜି ବହୁତ ହିତକାରକ ହୋଇଥାଏ । ପୋସ୍ତକ ମଧ୍ୟ ଆମ ଶରୀର ପାଇଁ ଲାଭଦାୟକ ହେବା ସହ ଶରୀର ରେ ଅନେକ ପ୍ରକାରର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଏହା ସହ ଶରୀର ରେ ଅନୁଭବ ହେଉଥିବା ଦୁର୍ବଳତା ମଧ୍ୟ ଦୂର ହୋଇଥାଏ ।

ଏହା ବ୍ଯତୀତ ରକ୍ତଚାପ, ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ ପଦ୍ମ ମଞ୍ଜି ସେବନ କରିବା ଦ୍ଵାରା । ଏହା ସହ ମାନସିକ ଚିନ୍ତା ରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ପରେ ଆଡ କରନ୍ତୁ ଖଣ୍ଡେ ମିଶ୍ରି ଯାହା କ୍ଷୀରକୁ ମିଠା କରି ପାରିବ । ମିଶ୍ରି ମଧ୍ୟ ଆମ ଶରୀର ପାଇଁ ହିତକାରକ ହୋଇଥାଏ । ଏବେ ଏହାକୁ ୧୦ ମିନିଟ ଯାଏଁ ଭଲ ଭାବେ ଫୁଟାଇ ଦିଅନ୍ତୁ ।

ଯେଉଁ ମାନେ ଡାଇବେଟିସ ରୋଗୀ ସମାନେ ମିଶ୍ରି ର ବ୍ୟବହାର କରିବେ ନାହି । ଏହା ଭଲ ଭାବେ ଫୁଟିଗଲା ପରେ ଏହାକୁ ଏକ ପାତ୍ରକୁ ଛାଣି ଦିଅନ୍ତୁ । ଏହାକୁ ଆପଣ ୨ଟି ଉପାୟରେ ସେବନ କରି ପାରିବେ । ସକାଳେ ଖାଦ୍ୟ ଖାଇବା ପୁବରୁ ବା ରାତି ରେ ଖାଇବାର ଏକ ଘଣ୍ଟା ପରେ ସେବନ କରି ପାରିବେ ।

ପ୍ରଥମେ ଆପଣ ସପ୍ତାହକୁ ୨ ଥର ସେବନ କରି ପାରିବେ । ଏହା ପରେ ଆପଣ ପ୍ରତିଦିନ ଏହାର ସେବନ କରି ପାରିବେ । ଏହା ଦ୍ଵାରା ଆମ ଶରୀରରେ କ୍ୟାଲସିୟମ ର ଅଭାବ ହୁଏ ନାହି । ଏହା ଏକ ଚମତ୍କାରୀ ଓ ବହୁ ପରୀକ୍ଷିତ ଉପକାର ଅଟେ ଯାହା ବହୁ ପୁରାତନ କାଳରୁ ବ୍ୟବହୃତ ହୋଇ ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *