ମାଛ ଧରି ଲକ୍ଷପତି ହେଲେ ବ୍ୟକ୍ତି, ମାଛର ଦାମ 3 ଲକ୍ଷ! କଣ ସମ୍ପୂର୍ଣ୍ଣ ଖବର ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ମାଛର ଦାନ ୩ ଲକ୍ଷ ଟଙ୍କା । ତେଲିଆ ମାଛକୁ ୩ ଲକ୍ଷ ଟଙ୍କାରେ କିଣିଛନ୍ତି ଲୋକେ । ତେବେ ଏହି ମାଛ ଟି ଯେଉଁ ଭଳି ପଚି ଆସିଥିଲା କିନ୍ତୁ ତାହା ସତ୍ବେ ବି ମାଛର ଦାମ ଖସି ନାହି ବା କମି ନାହି । ତେଲିଆ ମାଛକୁ ୩ ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରା ଯାଇଛି । ମୁମ୍ବାଇରେ ମେଡ଼ିସିନ କମ୍ପାନୀ ନିଲାମରେ ଏହି ମାଛକୁ ମିକିଛି । ଏହି ମାଛକୁ ଗଳିତ ମାଛ କହିପାରିବା । ଚାନ୍ଦବାଲି ଢାମଣା ମୁହାଣରୁ ଏହି ମାଛଟି ଭାସି ଆସୁଥିଲା । ସେଠାରେ ଜଣେ ଧୀବର ନଦୀ କୂଳରୁ ଠାବ କରିବା ପରେ ତାକୁ ଉଦ୍ଧାର କରି ଚାନ୍ଦିନୀପାଲ ସ୍ଥିତ କଣ୍ଟାରେ ନିଲାମ କରିଥିଲା ।

ନୀଲାମ ପରେ ମୁମ୍ବାଇର ମେଡ଼ିସିନ କମ୍ପାନୀ ଏହାକୁ ନେବାକୁ ଚାହିଁଥିଲା । ଏହି ପଚା ମାଛକୁ ଭିଡିଓ କଲରେ ଦେଖି ଆଗ୍ରହ ପ୍ରକାଶ କରିବା ସହ ଏହାକୁଅମଧ୍ୟ ନିଲାମ କରାଯାଇ ୩ ଲକ୍ଷ ୧୦ ହଜାର ଟଙ୍କାରେ ଯାହା କି ନିଲାମ ହୋଇଥିଲା । ତେବେ ଚାନ୍ଦବାଲି ଢାମଣା ମୁହାଣ ରୁ ଭାସି ଭାସି ଆସୁଥିବା ଏହି ଗଳିତ ମାଛ ବା ତେଲିଆ ମାଛକୁ ଧୀବର ଜଣକ ଠାବ କରି ନିଲାମ କରିବା ପରେ ସେ ଲକ୍ଷପତି ହୋଇଛନ୍ତି ।

ଧୀବର ଙ୍କୁ ୩ ଲକ୍ଷ ୧୦ ହଜାର ଟଙ୍କା ମିଳିଛି । ସେଥିପାଇଁ ସେ କେବେ ବି ଭାବି ନ ଥିଲେ ଯେଉଁ ତେଲିଆ ମାଛକୁ ସେ ନଦୀରୁ ଉଦ୍ଧାର କରିଛନ୍ତି ତାହା ତାଙ୍କର ଭାଗ୍ୟ ବଦଳାଇ ଦେବ । ମାଛ ବଦଳାଇ ଦେଲା ଭାଗ୍ୟ । ଧୀବର ଜଣକ ମାଛ ଧରିବାକୁ ସକାଳୁ ଆସିଥିବେ ଆଉ ଭାବିଥିବେ ଆଜି ଏତିକି ମାଛ ଧରି ଏତିକି ଟଙ୍କାରେ ବିକ୍ରି କରିବି ।

କିନ୍ତୁ ସେ ଜାଣି ନ ଥିଲେ ଭାଗ୍ୟ ତାଙ୍କର ଏଭଳି ଚମକିବ । ଧୀବର ଜଣକ ଯେବେ ମାଛକୁ ନଦୀ କୂଳରୁ ଆଣି ଓଜନ କରିଥିଲେ ସେଥିରୁ ଜଣା ପଡିଲା କି ଏହି ତେଲିଆ ମାଛ ରୁ ବା ପଚି ଯାଇଥିବା ଗଳିଆ ମାଚାରୁ ମେଡ଼ିସିନ ତିଆରି ହୁଏ । ତେଣୁ କରି ଏହାକୁ ମୁମ୍ବାଇ ମେଡ଼ିସିନ କମ୍ପାନୀ ଏହାକୁ କିଣି ନେଇଛନ୍ତି । ଏହି ମାଛ ଟି ଭାଗ୍ୟ ଧୀବର ଜଣଙ୍କର ଭାଗ୍ୟ ବଦଳାଇ ଦେଇଛି କହିଲେ କିଛି ଭୁଲ ହେବ ନାହି ।

ତେବେ ମାଛ କୁ କିଣିବା ପରେ ମେଦସୀନ କମ୍ପାନୀ ମଧ୍ୟ ଫାଇଦା ରେ ରହିଲା ବୋଲି କହିଲେ ଅତ୍ଯୁକ୍ତି ହେବ ନାହି । କାରଣ ଯେଉଁ ମାଛ ରୁ ମେଡ଼ିସିନ ତିଆରି କରାଯାଏ କାରଜାଏ ସେହି ମାଛ ପାଇବା ପରେ ନିଶ୍ଚିନ୍ତ ଭାବେ ଭଲ ଲାଭ ପାଇବେ ମୁମ୍ବାଇ ସେହି ମେଡ଼ିସିନ କମ୍ପାନୀ ଯାହା ଅନୁମାନ କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *