ସ୍ତ୍ରୀ ବା ମହିଳାଙ୍କୁ ଘର ଲକ୍ଷ୍ମୀ କୁହା ଯାଇଥାଏ କାହିଁକିନା କେବଳ ସ୍ତ୍ରୀ ଏମିତି ହୋଇଥାଏ ଯିଏ ଦୁଇ ପରିବାରକୁ ଯୋଡି ରଖିବା ପରି କାର୍ଯ୍ୟ କରିଥାଏ । ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ ବା ନର୍କ କରିଥାଏ କାହିଁକିନା ଘର ଧନ ମାନ ସମ୍ମାନ ସେହି ଘର ସ୍ତ୍ରୀ ଉପରେ ନିର୍ଭର କରିଥାଏ । ତେବେ ଶାସ୍ତ୍ରରେ ମଧ୍ୟ ସ୍ତ୍ରୀ ପାଇଁ ଉଲେଖ ଅଛି ସ୍ତ୍ରୀ ଚାହିଁଲେ ଘରେ ଲକ୍ଷ୍ମୀ ଆସନ୍ତି ଓ ସ୍ତ୍ରୀ କର୍ମ ଦ୍ଵାରା ଘରେ ଦରିଦ୍ରତା ଆସିଥାଏ ।
ଆଜିକା ସମୟରେ ସମସ୍ତଙ୍କୁ ସୁଖ ଶାନ୍ତି ଦରକାର କିନ୍ତୁ ଯଦି ଭୁଲ ବ୍ୟବହାର ଝିଅ ସହ ବିବାହ ହୋଇଥାଏ ତେବେ ସବୁ କିଛି ନଷ୍ଟ ହୋଇଥାଏ ଆପଣଙ୍କ ଜୀବନରେ ଆପଣ କିଛି ପ୍ରାପ୍ତ କରି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ କାମ ମହିଳାମାନେ ରାତିରେ କଲେ ତାଙ୍କ ସ୍ଵାମୀ କାଙ୍ଗାଳ ହୋଇଥାନ୍ତି ।

୧. ବିବାହିତ ହେଉ ବା ଅବିବାହିତା କୌଣସି ମହିଳା ବା ଝିଅଙ୍କୁ ରାତିରେ କେସ ବା ଚୁଟି ଖୋଲା କରି ଶୋଇବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ଆପଣଙ୍କ ଜୀବନରେ ସବୁ କିଛି ନକାରାତ୍ମକ ହୋଇଥାଏ ଆପଣଙ୍କ ଭଲ କାମ ମଧ୍ୟ ଖରାପ ହୋଇଥାଏ ଆପଣଙ୍କ ସବୁ କାମ ଅଟକି ଯାଇଥାଏ । ଆପଣ ନିଜ ଜୀବନରେ କିଛି ଭଲ କରି ପାରନ୍ତି ନାହିଁ ଯାହା ଆପଣଙ୍କ ପରିବାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

୨. ଏହା ପରେ କୁହା ଯାଇଛି ଯେ ମହିଳା ବା ଝିଅଙ୍କୁ କାହାକୁ ରାତିରେ କ୍ଷୀର ବା ଦହି ଦବା ଉଚିତ ନୁହ, ଯଦି କେହି ମାଗିବାକୁ ଆସନ୍ତି ତେବେ ମନା କରି ଦବା ଉଚିତ ଆପଣ ସକାଳେ ଦହି ବା କ୍ଷୀର କାହାକୁ ଦେଇ ପାରନ୍ତି କିନ୍ତୁ ରାତିରେ ଏହି ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କ ଘରୁ ସୁଖ ଶାନ୍ତି ଚାଲି ଯାଇଥାଏ । ତେବେ ଆପଣଙ୍କୁ ବହୁତ ସମସ୍ଯା ସମୁଖୀନ ହବାକୁ ପଡିଥାଏ ।

୩. ରାତିରେ ମହିଳା ହୁଅନ୍ତୁ ବା ପୁରୁଷ କାହାକୁବି ଅଧିକ ମାତ୍ରାରେ ଖାଦ୍ଯ ସେବନ କରିବା ଉଚିତ ନୁହ କାହିଁକିନା ଆପଣ ଖାଦ୍ଯ ଅଧିକ ସେବନ କରି ତୁରନ୍ତ ଯଦି ଶୋଇବାକୁ ଯାନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଓ ଆପଣଙ୍କୁ ବହୁତ ପ୍ରକାର ପେଟ ସମ୍ବନ୍ଧିତ ସମସ୍ଯା ମଧ୍ୟ ହୋଇଥାଏ ।

୪. ରାତିରେ ମହିଳାଙ୍କୁ ଭୁଲରେ ବି ଅଇଁଠା ବାସନ ଛାଡିବା ଉଚିତ ନୁହ କାହିଁକିନା ରୋଷେଇଘରେ ମାତା ଅନପୂର୍ଣା ବାସ କରନ୍ତି ଓ ବାହାରେ ନକାରାତ୍ମକ ଶକ୍ତି, ତେବେ ଘରେ ରଖିଲେ ମାତା ଲକ୍ଷ୍ମୀ ଘର ତ୍ୟାଗ କରନ୍ତି ଓ ବାହାରେ ରଖିଲେ ନକାରାତ୍ମକ ଶକ୍ତି ପ୍ପ୍ରାଭାବିତ ହୋଇଥାନ୍ତି ସେଥିପାଇଁ ରାତିରେ କେବେ ଅଇଁଠା ବାସନ ଛାଡନ୍ତୁ ନାହିଁ ।

୫. ରାତିରେ କୌଣସି ମହିଳାଙ୍କୁ ମେକଅପ ଇତ୍ୟାଦି କରିବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ନକାରାତ୍ମକ ଶକ୍ତି ଆପଣଙ୍କ ଆଡୁକୁ ଆକର୍ଷିତ ହୋଇଥାନ୍ତି । ତେବେ ଆପଣଙ୍କ ଭଲ କାର୍ଯ୍ୟରେ ମଧ୍ୟ ବିଘନ ଆସିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।