ସକାଳୁ ଉଠି ମହିଳା କେବେ ବି କରନ୍ତୁ ନାହିଁ ଏହି ୧ କାମ-ବିବାହିତ ଜୀବନ ହୋଇଯିବ ନର୍କ

ମହିଳାକୁ ସକାଳୁ ଏହି କାମ ଭୁଲରେ ବି କରିବା କଥା ନୁହେଁ । ନହେଲେ ବିବାହିତା ଜୀବନ ନର୍କ ହୋଇଥାଏ । କେଉଁ ପ୍ରକାରରେ ଆସନ୍ତୁ ଜାଣିବା । ଚାଣକ୍ୟ ନୀତି ଅନୁସାରେ ମହିଳାର ଏହି ଅଙ୍ଗକୁ ଛୁଇଁବା ଦ୍ଵାରା ହଜିଯାଇଥିବା ଭାଗ୍ୟ ବଦଳି ପାରେ ଓ ଆପଣଙ୍କ ପୁରା ଘର ହୋଇପାରେ ଧନବାନ ।

ଗୋଟେ ସ୍ତ୍ରୀର ଦୁଇଟି ଜିନିଷ ଛୁଇଁବା ଦ୍ଵାରା ସେ ବହୁତ ଖୁସି ହୋଇଯାଇଥାଏ । ନିଜ ମନରୁ ଏମିତି କିଛି ଜିନିଷ ଦେଇଥାଏ ଯେଉଁଥିରେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ । ଗୋଟେ ସ୍ତ୍ରୀ ପାଖରେ ଦେବା ପାଇଁ ବହୁତ କିଛି ରହିଛି ଓ ତା ପାଖରେ ଖଜାନା ଭରି ରହିଛି । ଆପଣଙ୍କୁ ଖାଲି ଗୋଟେ କାମ କରିବାର ଅଛି ଓ ରାତା ରାତି ଆପଣଙ୍କ ଭାଗ୍ୟ ବଦଳି ଯିବ ।

Image Courtesy: Google

ସ୍ତ୍ରୀ ଗୋଟେ ଖୋଲା ଖଜାନା ଅଟେ, ଏହାକୁ ଖାଲି ବୁଝିବା ଦରକାର । ଆମର ଶାସ୍ତ୍ରରେ ଏମିତି କୁହାଯାଇଚିକି ମହିଳାଙ୍କ ପାଦରେ ସୁଖ ସମୃଦ୍ଧି ବାସ କରେ ଓ ଏହି ଦୁଇଟି ପଦାକୁ ଛୁଇଁଲା ପରେ ବ୍ୟକ୍ତି ପାପ ମୁକ୍ତି ହୋଇପାରେ । ଯେବେ କେଉଁ ସ୍ତ୍ରୀ ଆମ ମୁଣ୍ଡ ଉପରେ ଆଶୀର୍ବାଦ କରିବା ପାଇଁ ରଖିଥାଏ ତାର ହାତରୁ ବାହାରୁଥିବା ଊର୍ଜା ବ୍ୟକ୍ତି ଉପରେ ବାସ କରିଥାଏ ।

Image Courtesy: Google

ଯାହା ଫଳରେ ଭଲ ଫଳ ପ୍ରାପ୍ତ ହୋଇଥାଏ । ଓ ମହିଳାଙ୍କ ଦୁଇଟି ପାଦ ଛୁଇଁଲା ପରେ ଆମ ଭିତରେ କିଛି ଊର୍ଜା ଉତ୍ପନ ହୋଇଥାଏ । ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଆମେ ବିଜ୍ଞାନ ଅନୁସାରେ କଥା ହେବା ଯେବେ ଆମେ କେହି ଆଦରଣୀୟ ବ୍ୟକ୍ତିଙ୍କ ପାଦ ଛୁଇଁ ଥାଉ ସେଥିରେ ସେ ଆମର ମୁଣ୍ଡ ଉପରେ ହାତ ରଖିଥାନ୍ତି ସେଥିରେ ସକାରାତ୍ମକ ଊର୍ଜା ଉତ୍ପନ ହୋଇଥାଏ ।

Image Courtesy: Google

ଏହା ସହିତ ଆମର ମାନସିକ ବିକାଶ ହୋଇଥାଏ । ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ ଗୋଟେ ମହିଳା କରିବା ଉଚିତ ନୁହେଁ । ସକାଳୁ ଉଠି ମହିଳା ମାନଙ୍କୁ କେବେବି ସିନ୍ଦୁର ଲଗେଇବା କଥା ନୁହେଁ । ସକାଳୁ ଉଠି ନିତ୍ୟ କର୍ମ କରନ୍ତୁ କିଛି ଖାଇ ସାରିଲା ପରେ ନିଜ ମୁଣ୍ଡ ଉପରେ ଓଢଣା ଟାଣି ଆପଣ ସିନ୍ଦୁର ଲଗେଇପାରିବେ । ସିନ୍ଦୁର କେବେବି ସମସ୍ତଙ୍କ ସାମ୍ନାରେ ଲଗେଇବା ଉଚିତ ନୁହେଁ, ଏକୁଟିଆ ହିଁ ଲଗାନ୍ତୁ ।

Image Courtesy: Google

କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବେ ଆପଣ କେବେ ଆପଣଙ୍କ ସ୍ଵାମୀ ଦ୍ଵାରା ଲଗେଇବେ ନାହିଁ । ଏମିତି କୁହାଯାଏ ପଟି କେବଳ ବିବାହ କରିବା ଦିନ ସିନ୍ଦୁର ଲଗେଇଥାଏ । ଏହା ବର୍ଜିତ ଅଛି ମଧ୍ୟ ଦିତୀୟ ଥର ଆପଣଙ୍କ ପତିଠାରୁ ସିନ୍ଦୁର ଲଗେଇବା କଥା ନୁହେଁ । ସକାଳୁ ଉଠି କେବେବି ସିନ୍ଦୁର ଲଗେଇବେ ନାହିଁ । ନହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *