କେବେ ହେବନି ଧନର ଅଭାବ, ଘରେ ନିଶ୍ଚିତ ଲଗାନ୍ତୁ ଏହିସବୁ ଗଛ 

ହିନ୍ଦୁ ଧର୍ମରେ ଯେମିତି ଦେବୀ ଦେବତା ମାନଙ୍କୁ ପୂଜା କରଯାଏ ତାଙ୍କ କୃପା ପ୍ରାପ୍ତ କରାଯାଏ ଠିକ ସେହିଭଳି ଗଛ ଲତାର ମଧ୍ୟ ପୂଜା କରାଯାଏ । ଵାସ୍ତୁ ଶାସ୍ତ୍ର ଅନୁସାରେ ଗଛ ପତ୍ର ନଲଗେଇବା ଦ୍ଵାରା ଘରେ ରହୁଥିବା ଲୋକ ମାନଙ୍କୁ ଅର୍ଥୀକ, ଶାରୀରିକ ଓ ମାନସିକ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡିଥାଏ ।

ଘରେ ସୁଖ ସମୃଦ୍ଧି ପାଇବା ପାଇଁ କିଛି ଗଛ ନିହାତି ଭାବରେ ଲଗେଇବା ଦରକାର । ଫେଙ୍ଗସୁଇ ଅନୁସାରେ ବାଉଁଶ ଗଛ ସମୃଦ୍ଧି ଓ ଉନ୍ନତିର ପ୍ରତୀକ ଅଟେ । ଏହାକୁ ଘରର ଯେକୌଣସି ଜାଗାରେ ରଖି ପାରିବେ, ଏହା ଦ୍ଵାରା ଘରେ ରହିଥିବା ନକରାତ୍ମକ ଶକ୍ତିର ସମାପ୍ତ ହୋଇଯାଏ ।

Image Courtesy: Google

ନଡିଆ ଶୁଭ ହୋଇଥାଏ, ଅଶୋକ ନିଜ ନାମ ହିସାବରେ ଶୋକକୁ ଦୂରକରିଥାଏ ଓ ପ୍ରସନ୍ନ ଦେବା ବୃକ୍ଷ ହୋଇଥାଏ । କଦଳୀ ଗଛ ଭଗବାନ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ଅଟେ, ଧନର କାରକ ଗ୍ରହ ଗୁରୁଙ୍କ ଏହା ଉପରେ ହୋଇଥାଏ । ଏହାକୁ ଐଶାନ୍ୟ କୋଣରେ କାମ କରିବା ଦ୍ଵାରା ଘରେ ଧନ ବଢିଥାଏ । କଦଳୀ ଗଛ ପାଖରେ ତୁଲସୀ ଗଛରେ ଲାଗନ୍ତିତ ଏହା ଅତି ଶୁଭ ଫଳ ଦାଇ ହୋଇଥାଏ । ଏହା ଦ୍ଵାରା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ କୃପା ଏକ ସାଙ୍ଗରେ ବାଣୀ ରହିଥାଏ ।

Image Courtesy: Google

ଘରେ ବାହାରେ ଗଛ ଲତା ଲଗେଇବାର ଜାଗା ନାହିଁ ତ ଘର ଭିତରେ ମନି ପ୍ଳାଣ୍ଟ ଲଗାଇ ପାରନ୍ତି । ଚାଇନୀଜ ବାଉଁଶଭଳି ଏହା ମଧ୍ୟ ସମୃଦ୍ଧି ଦାୟକ ଗଛ ମନାଯାଏ । କିନ୍ତୁ ଗୋଟିଏ ଗଛ ଧ୍ୟାନ ରଖନ୍ତୁକି ମନି ପ୍ଳାଣ୍ଟରେ ଖରାପ ହୋଇଥିବା ପତ୍ରକୁ ସବୁବେଳେ ହଟାଇ ଦେବେ । ମନିପ୍ଲାଣ୍ଟ ଘରେ ରଖିଲେ ବହୁତ ଶୁଭ ହୋଇଥାଏ, ଧନ ଦେଇଥାଏ ଓ ସୁଖ ସମୃଦ୍ଧି ଦେଇଥାଏ । କିନ୍ତୁ ମନି ପ୍ଳାଣ୍ଟ ଠିକ ଜାଗାରେ ଲଗେଇବା ଦରକାର ।

Image Courtesy: Google

କୁହାଯାଏକି କୌଣସି ସମୃଦ୍ଧ ଲୋକ ଠାରୁ ଆଣି ଲଗେଇବେ ବହୁତ ଅଧିକ ଫଳ ମିଳିବ । ଯଦି ଆପଣ ମନିପ୍ଲାଣ୍ଟ ନର୍ସରି ରୁ ଆଣି ଲଗେଇବା ତାହେଲେ ସେ ଭଲ ଫଳ ଦେଇ ନଥାଏ ଯଦି କୌଣସି ସମୃଦ୍ଧ ଓ ସୁଖୀ ଲୋକ ଠାରୁ ଆଣି ଲଗେଇବେ ସେ ବହୁତ ଭଲଫଳ ଦେଇଥାଏ । ମନି ପ୍ଲାନ୍ଟକୁ ଦକ୍ଷିଣ ପୂର୍ବରେ ରଖିବେ ଓ ମନି ପ୍ଲାନ୍ଟକୁ ବାହାରେ କେବେ ଲଗେଇବେ ନହିଁ ।

Image Courtesy: Google

ବାହାରେ ଯେତେ ମନିପ୍ଲାଣ୍ଟ ଲଗେଇଲେ ବେସୀ କିଛି ଫଳ ଦେବନି ଯେମିତି ଘରେ ଲଗେଇଲେ ମିଳିବ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *