ଘରକୁ ବିଛା ଆସିବାର ଅର୍ଥ କଣ ? ଜାଣନ୍ତୁ ଶୁଭ ଓ ଅଶୁଭ ସଂକେତ- ଘରକୁ ଆସିପାରେ ଏହି ବଡ ବିପତ୍ତି

ଆପଣ ମାନେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଆମ ଆଖ ପାଖ ଥିବା ଯିବ ଜନ୍ତୁ ଆମ ଆଗାମୀ ଜୀବନ ର ଆସୁଥିବା ଅସୁବିଧା ବିଷୟରେ ବହୁତ କିଛି ସଂକେତ ଦେଇଥାନ୍ତି, ତେବେ ଗୋଟେ ଛୁଞ୍ଚି ଠାରୁ ଆରମ୍ଭ କରି ବିଛା, ପିମ୍ପୁଡି କୌଣସି ଯିବ ଆମକୁ ସଂକେତ ଦେଇ ପାରେ ସେଥିପାଇଁ ଆପଣଙ୍କୁ ସଦା ସର୍ବଦା ସାବଧାନ ହୋଇ ରହିବା ଆବଶ୍ୟକ ଅଟେ ।

ଘର ଆଖ ପାଖରେ ପ୍ରାୟତଃ କୁକୁର, ବିରାଡି, ଗାଈ ଏହି ଭଳି ଯିବ ଦେଖା ଦିଅନ୍ତି ତେବେ ତାଙ୍କ ବ୍ୟବହାରରେ ପରିବର୍ତନ ଆପଣଙ୍କ ପାଇଁ ବହୁତ ବଡ ସଂକେତ ଅଟେ ।

Image Courtesy: Google

୧. ଯଦି ଆପଣଙ୍କ ଘର ପାଖରେ ବିରାଡି ଝଗଡା କରିବାର ଆପଣ ଦେଖନ୍ତି ତେବେ ବାଦ ବିବାଦରୁ ବଞ୍ଚି ରହିବା ଆବଶ୍ୟକ ଅଟେ କାହିଁକିନା ବିରାଡି ଲଢେଇ ଏହା ସଂକେତ ଦେଇଥାଏ ଯେ ଆପଣ କୌଣସି ଝଗଡା ବା ବାଦ ବିବାଦରେ ଫସି ପାରନ୍ତି । ଏହା ଛଡା ବିରାଡି ଲଢେଇ ଦେଖିଲେ ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କିଛି ଅଶୁଭ ଘଟି ପାରେ ।

Image Courtesy: Google

୨. ଗାଇକୁ ଆମ ଭାରତ ସମାଜରେ ବହୁତ ସମ୍ମାନ ଦିଆ ଯାଇଥାଏ, ଗାଈକୁ ମାତା ଲକ୍ଷ୍ମୀଙ୍କ ରୂପ କୁହା ଯାଇଥାଏ, ତେବେ ଶାସ୍ତ୍ର ଅନୁଯାଇ ଯେଉଁ ଘର ଆଗରେ ଆସି ଗାଈ ବୋବାଳିଥାଏ ସେହି ଘରେ କିଛି ବହୁତ ଶୁଭ ହବାକୁ ଲାଗିଥାଏ । ଏମିତି ଘରେ କୌଣସି ବଡ ଖୁସି ଖବର ଆସିଥାଏ ଓ ଏହି ଘରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ।

Image Courtesy: Google

୩. କୁକୁର ସମସ୍ତଙ୍କ ଘର ଆଖ ପାଖରେ ଥାନ୍ତି, ତେବେ କିଛି ଲୋକ କୁକୁର ପାଳିବା ମଧ୍ୟ ପସନ୍ଦ କରନ୍ତି, କିନ୍ତୁ ଯଦି କୁକୁଡ଼ା କୌଣସି କାରଣରୁ କାନ୍ଦିଥାଏ ତେବେ ସେହି ଘରେ କିଛି ଅନିତ ହୋଇଥାଏ ଓ ଏହି ଅଣିଷ୍ଠ କାହା ମୃତ୍ୟୁ ପାଇଁ ମଧ୍ୟ ହୋଇ ପାରେ । ତେବେ କୁକୁଡ଼ା କାଁଡିବା କାହା ଘର ଆଗରେ ଶୁଭ ନୁହ ।

Image Courtesy: Google

୪. ପିମ୍ପୁଡି ନାଲି କଳା ସବୁ ରଙ୍ଗ ର ହୋଇଥାନ୍ତି, ତେବେ କଳା ପିମ୍ପୁଡି ବହୁତ ମାତ୍ରାରେ ଘରେ ଦେଖା ଗଲେ ଆପଣଙ୍କ ଘରେ ଧନ ବୃଦ୍ଧି ହବ ଓ ଆପଣଙ୍କୁ ସୁଖ ଶାନ୍ତି ମିଳିବ କିନ୍ତୁ ଯଦି ନାଲି ପିମ୍ପୁଡି ଅଧିକ ମାତ୍ରାରେ ଦେଖା ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ ଅଶୁଭ ସଂକେତ ଅଟେ ।

Image Courtesy: Google

୫. ଯଦି ଆପଣଙ୍କ ଘରେ ବିଛା ଦେଖା ଦିଅନ୍ତି ଓ ଗୋଟେରୁ ଅଧିକ ଧାଡିରେ ଦେଖା ଦିଅନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ, ଆପଣଙ୍କ ଘରେ କିଛି ଖରାପ ହବାର ସଂକେତ ଅଟେ କିନ୍ତୁ ଯଦି ଆପଣ ନିଜ ଘରେ ହଳଦିଆ ବିଛା ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିବେ ଓ ଆପଣଙ୍କ ଘର ସବୁ ଆର୍ଥିକ ଅସୁବିଧା ଦୂର ହବ ।

Leave a Reply

Your email address will not be published. Required fields are marked *