ଯଦି ରଖିଛନ୍ତି ମାତା ବୈଷ୍ଣୋ ଦେବୀ ବାଲା ୫ ଟଙ୍କିଆ କଏନ, ତେବେ ନିଶ୍ଚିନ୍ତ ଥରେ ପଢନ୍ତୁ ଏହି ଖବର

ଦୁନିଆରେ ଏମିତି କେଉଁ ବ୍ୟକ୍ତି ଅଛି ଯିଏ ମାଲାମାଲ ହବାକୁ ଇଛା କରେ ନାହିଁ ସମସ୍ତେ ଟଙ୍କା ଓ ଧନ ପାଇବା ପାଇଁ ଇଛା କରନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ମାତା ବୈଷ୍ଣୋ ଦେବୀଙ୍କ ବ୍ରାସ ର ୫ଟଙ୍କିଆ କଏନ ଆପନାଙ୍କୁ ମାଲାମାଲ କରି ପାରେ ।

ଯଦି ଜାଣି ନାହାନ୍ତି ତେବେ ଏହି ଖବର ନିଶ୍ଚିନ୍ତ ପଢନ୍ତୁ ଓ ଜାଣନ୍ତୁ କେମିତି ଗୋଟେ ୫ଟଙ୍କିଆ କଏନ ଆପଣଙ୍କ ଜୀବନ ବଦଳି ଦବ । ଏହି କଏନରେ ଗୋଟେ ଆଡୁଆ ୫ଟଙ୍କା ଲେଖା ହୋଇଥିବ ଓ ଆର ପଟରେ ବୈଷ୍ଣୋ ଦେବୀଙ୍କ ଚିତ୍ର ଅଙ୍କା ହୋଇଥିବ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରୀନ ବୋର୍ଡ ଲେଖା ହୋଇଥିବ ।

Image Courtesy: Google

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଟିକେ ଅଜବ ଲାଗି ପାରେ କିନ୍ତୁ ବହୁତ କାର୍ଯ୍ୟ କାରୀ ଅଟେ । ଯଦି ଆପଣଙ୍କ ପାଖରେ ବୈଷ୍ଣୋ ଦେବୀଙ୍କ ୫ଟଙ୍କିଆ କଏନ ଅଛି ତେବେ ଆପଣ ମଧ୍ୟ ହଜାର ହଜାର ଟଙ୍କା ରୋଜଗାର କରି ପାରିବେ ବହୁତ ଲୋକ ଏହାକୁ ମଜା କଥା ଭାବିବେ କିନ୍ତୁ ଏହା ସତ ଅଟେ ।

Image Courtesy: Google

ଏହି ଟଙ୍କା ମାତା ବୈଷ୍ଣୋ ଦେବୀ ଆସିଥିବା ଲୋକଙ୍କୁ ଭୋଗ ପ୍ରସାଦ ରୂପରେ ଦିଆ ଯାଉଥିଲା ଯାହା ଭାରତ ସରକାର ଦ୍ଵାରା ୨୦୧୨ରେ ନିର୍ମାଣ କରା ଯାଇଥିଲା କିନ୍ତୁ କେତେକ କାରଣ ପାଇଁ ଯେମିତିକି ଆମିଷ ଦୋକାନ ଓ ମଦ ଦୋକାନ ଭଳି ଜାଗାରେ ମଧ୍ୟ ଏହି ଟଙ୍କା ବ୍ୟବହାର କରିବାରୁ ହିନ୍ଦୁ ମାନଙ୍କୁ ଏହା ପସନ୍ଦ ଆସିଲା ନାହିଁ ।

Image Courtesy: Google

ଯାହା ପାଇଁ ଏହାକୁ ବନ୍ଦ କରା ଗଲା ତେବେ ବର୍ତମାନ ବହୁତ କମ ଲୋକଙ୍କ ପାଖରେ ଏହି ଟଙ୍କା ଅଛି ଓ ସରକାର ଏହାକୁ ଭଲ ଦାମରେ କିଣୁଅଛି । ସେଥିପାଇଁ ଆପଣ ମାନେ କ୍ଵିକର ଓ ଅନ୍ୟ ନେଟ ସାଇଟରେ ନିଜ ୫ଟାଣିକା କଏନ ଭଲ ଦାମରେ ୧୦ହଜାରରେ ବିକି ପାରିବେ ଯଦି ଆପଣଙ୍କ ପାଖରେ ଅଧିକ ଅଛି ତେବେ ଆପଣ ବହୁତ ଟଙ୍କା ପାଇ ପାରିବେ ।

Image Courtesy: Google

୫ଟଙ୍କିଆ ଏହି ବୈଷ୍ଣୋ ଦେବୀ କଏନରେ ବ୍ରାସ ମାତ୍ରା ଅଧିକ ଅଛି ଯାହା ଦ୍ଵାରା ଏହାର ମୂଲ୍ୟ ବଢି ଯାଇଛି ଯଦି ଆପଣଙ୍କ ପାଖରେ ଏହି ଟଙ୍କା ଅଛି ତେବେ ଶୀଘ୍ର ନେଟ ସାଇଟରେ ବିକନ୍ତୁ ଓ ହଜାର ହଜାର ଟଙ୍କା ପାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *