ଅବିଶ୍ଵାସନୀୟ ଦୃଶ୍ୟ : ମଇଁଷି ଦଳ ମିଶି କଲେ ସିଂହ ଉପରେ ଆକ୍ରମଣ ଏବଂ ତା ପରେ…

ସିଂହ ଜଙ୍ଗଲ ରାଜା ବୋଲି ସମସ୍ତେ ଜାଣନ୍ତି, ଶିଙ୍ଘକୁ ରାଜା ଏଥିପାଇଁ କୁହା ଯାଏ କାହିଁକିନା ଜଙ୍ଗଲ ର ସବୁ ଠାରୁ ଭୟଙ୍କର ଏବଂ ଖୁଙ୍ଖାର ଜନ୍ତୁ ସିଂହ ଅଟେ । ସିଂହ ପ୍ରାୟତଃ ଦଳ କରି ଶିକାର କରନ୍ତି, ଏବଂ ଅନ୍ୟ ଜୀବ ଜନ୍ତୁ ଏମାନଙ୍କ ଠାରୁ ଦୂରରେ ରହିବା ପସନ୍ଦ କରନ୍ତି । ଆପଣ ଇଣ୍ଟର୍ନେଟ ବା ଡିସକଭରି ଚେନେଲ ରେ ବହୁତ ଥର ସିଂହ ଶିକାର କରିବାର ଭିଡିଓ ଦେଖି ଥିବେ, ସିଂହ ଯେତେବେଳେ ଭୋକିଲା ଥାଏ ସେତେବେଳେ ସେ ହାତୀ ର ମଧ୍ୟ ଶିକାର କରି ପାରେ ।ମାଂସାହାରୀ ସିଂହ ଯେତେବେଳେ କେଉଁ ଜନ୍ତୁ ପଛରେ ପଡି ଯାଆନ୍ତି ସେତେବେଳେ ସେ ତାକୁ ମାରିକି ଶାନ୍ତି ପାଆନ୍ତି ସେଥିପାଇଁ ଜଙ୍ଗଲର ଅନ୍ୟ ଜୀବ ଜନ୍ତୁ ସିଂହକୁ ଡରିକି ରୁହନ୍ତି ।

Image Courtesy: Google

ଏହି କାରଣ ପାଇଁ ସିଂହକୁ ଜନଗଳ ସର୍ବଶ୍ରେଷ୍ଠ ଶିକାରୀ କୁହା ଯାଇ ଥାଏ । କିନ୍ତୁ ବର୍ତମାନ ରେ ଜଙ୍ଗଲ ରେ ଏମିତି କିଛି ଦେଖିବାକୁ ମିଳିଲା ଯାହା ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ, ସର୍ବଶ୍ରେଥ ଶିକାରୀ ନିଜେ ଶିକାର ହୋଇ ଗଲେ । ଇଣ୍ଟର୍ନେଟ ରେ ଗୋଟେ ଭିଡିଓ ଭାଇରାଲ ହୋଇଛି ଯାହା ଆପଣଙ୍କୁ ମଧ୍ୟ ଦେଖିବା କଥା, ଏହି ଭିଡିଓ ନିୟା ଭଳି ଭାଇରାଲ ହେଉଛି ଏହି ଭିଡିଓ କୁ ୩୫ ଲକ୍ଷ ଲୋକଙ୍କ ଠାରୁ ଅଧିକ ଲୋକ ଦେଖି ସାଇଲେଣି ।

Image Courtesy: Google

ଏହି ଭିଡିଓ ରେ କିଛି ସିଂହ ମଇଁଷି ଦଳ ଶିକାର ପାଇଁ ଅପେକ୍ଷା କରିବାର ଆପଣ ଦେଖିବେ, ଏହା ପରେ ସଠିକ ସମୟ ଦେଖି ସିଂହମାନେ ମଇଁଷି ଦଳ ଉପରେ ଆକ୍ରମଣ କରି ଦେଲେ, ସିଂହକୁ ନିଜ ଆଡୁକୁ ଆସୁଥିବାର ଦେଖି ଦଳ ଅସ୍ତ ବ୍ୟସ୍ତ ହୋଇ ଗଲା । ଏହି ମଧ୍ୟରେ ସିଂହ ଗୋଟେ ମଇଁଷିକୁ ନିଜ ଶିକାର ବନେଇବାରେ ଲାଗି ଗଲା, ଏହା ପରେ ମଇଁଷିନିଜ ସାଥିମାନଙ୍କ ସାହାଜ୍ଯ ପାଇଁ ଚିତ୍କାର କରିବା ଆରମ୍ଭ କଳା ଏବଂ ଗୋଟେ ମଇଁଷି ଚିତ୍କାର ଶୁଣି ଅନ୍ୟ ମଇଁଷି ଗୁଡିକ ତା ସାହାଜ୍ଯ ପାଇଁ ଦଉଡି ଆଶିଳୀବ୍ଙ୍ଗ ମଇଁଷି ପୁରା ଦଳ ମିଶି ସିଂହ ଉପରେ ଆକ୍ରମଣ କରି ଦେଲେ ।

Image Courtesy: Google

ଏତେ ଗୁଡେ ମଇଁଷିକୁ ନିଜ ଆଡୁକୁ ଆସୁଥିବାର ଦେଖି ସିଂହ ଡଋ ଗଲା ଏବଂ ପଳେଇବାକୁ ଲାଗିଲା ମାଇଶିଦଳ କିଛି ବାଟ ସିଂହକୁ ଗୋଡେଇଲେ ଏବଂ ଏହା ପରେ ସିଂହ ନିଜ ଜୀବନ ବଞ୍ଚେଇବା ପାଇଁ ଗଛ ଉପରେ ଚଢି ଗଲା ଏହା ପରେ କିଛି ସମୟରେ ମଇଁଷି ଦଳ ସେହି ଜାଗାରୁ ଫେରି ଗଲେ । ଏହା ପରେ ସିଂହ ମଧ୍ୟ ଗଚରୁ ଓଲ୍ହେଇଲା ଏବଂ ଜଙ୍ଗଲ ରେ ପଳାଇଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *