ଶନିବାର ୪ ଜାନୁୟାରୀ 2020- ଶନିଦେବଙ୍କ କୃପାରୁ ଆଜି ଏହି ୬ଟି ରାଶିଙ୍କୁ ମିଳିବ ଧନ ସମ୍ପତ୍ତି

ଆମେ ଆପଣଙ୍କୁ ଶନିବାର ଦିନ ୪ ଜାନୁୟାରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :


ଆଜି କାର୍ଯ୍ୟ କ୍ଷେତ୍ର ସମ୍ବନ୍ଧିତ ଯାତ୍ରା ହୋଇ ପରେ, ଯାତ୍ରା ଆପଣଙ୍କ ପାଇଁ ବହୁତ ସୁଖକାରୀ ଏବଂ ଆନନ୍ଦମଇ ହବ । ବହୁତ ସମୟ ଧରି ପରିବାର ରେ ହଉ ଥିବା ସମସ୍ଯା ଦୂର ହୋଇ ଜୀବ, କିଛି ଲୋକ ଆପଣଙ୍କୁ ସବୁବେଳେ ସପୋର୍ଟ କରିବେ । ଆଜି କାହାକୁ ଧାର ଉଧାର ଦିଅନ୍ତୁ ନାହିଁ, ଏବଂ ନିଅନ୍ତୁ ନାହିଁ ଅନ୍ଯଥା ହାନି ହୋଇ ପାରେ ଏମିତି କଲେ ମାଁ ଲକ୍ଷ୍ମୀ କୁପିତ ହୋଇ ଥାନ୍ତି ସେଥିପାଇଁ ଘରୁ ଧନ ଖରଚ କରନ୍ତୁ ନାହିଁ ।

ବୃଷ :

ଆଜି ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ପାରିବାରିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହି ପାରନ୍ତି, ଉପହାର ବା ସମ୍ମାନ ରେ ବୃଦ୍ଧି ହବ । ଆଜି ଆପଣଙ୍କୁ ନିଜ ସତ ଭଲ ପାଇବା ପ୍ରାପ୍ତ ହବ, ସାଙ୍ଗମାନଙ୍କ ପାଇଁ ଆଜି ଆପଣ ବହୁତ ଭଲ ସାହାଜ୍ଯ କାରୀ ହୋଇବେ । ଆପଣ ପାଠ ପାଇଁ କିଛି ଚିନ୍ତିତ ରହି ପାରନ୍ତି ଏହା ଆପଣଙ୍କ ପାଇଁ ମଧ୍ୟ ହୋଇ ପାରେ ନଚେତ ଯଦି ସନ୍ତାନ ଅଛି ତେବେ ସନ୍ତାନ ପାଠ ଚିନ୍ତା ମଧ୍ୟ ହୋଇ ପାରେ ।

ମିଥୁନ :

ନୂଆ କାର୍ଯ୍ୟ ପାଇଁ ସ୍ତ୍ରୀ ଏବଂ ସନ୍ତାନ ସାହାଜ୍ଯ ଏବଂ ଭଲ ପାଇବା ପ୍ରାପ୍ତ ହବ, ବିଦ୍ୟାର୍ଥୀମାନଙ୍କ ପାଠ ଉପରେ ମନ ରହିବ । ଅଫିସ ରେ ଆପଣଙ୍କୁ କିଛି ନୂଆ କାମ ପାଇଁ ଦାଇତ୍ଵ ମିଳି ପାରେ, ଯାହାକୁ ପୂର୍ଣ କରିବା ପାଇଁ ଆପଣଙ୍କ ବହୁତ ବଡ ହାତ ରହିବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ ।

କର୍କଟ :

ଆଜି ଆପଣଙ୍କ ପରିବାର ସମସ୍ଯା ବଢି ପାରେ, ଆପଣଙ୍କ ଆତ୍ମବିଶ୍ବାସ ଏବଂ ମନୋବଳ ଆପଣଙ୍କୁ ପ୍ରତେକ ଅସୁବିଧା ରେ ସାହାଜ୍ଯ କରିବ, ଆଜି ଆପଣ ମନ୍ଦିର ଦର୍ଶନ ପାଇଁ ଯାଇ ପାରନ୍ତି । ଆଜି କୌଣସି ନିଷ୍ପତ୍ତି ଜଲ୍ଦି ଜଲ୍ଦି କରନ୍ତୁ ନାହିଁ ସବୁ ଖରାପ ହୋଇ ପାରେ ଭଲ କାମ ମଧ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ । ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଆପଣଙ୍କୁ ଚିନ୍ତା ଦେଇ ପାରେ ।

ସିଂହ :

ଆଜି ହଟାତ ଧନ ଲାଭ ପାଇଁ ଆପଣଙ୍କ ମନ ଖୁସି ରହିବ, ଗତ କିଛି ସମସ୍ୟା ଗୁଡିକ ଆଜି ଆପଣଙ୍କୁ ଅସୁବିଧାରେ ପକେଇ ପାରେ, ମହିଳା ଅଧିକାରୀଏନକେ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହୋଇବ । ଯଦି କୌଣସି ନୂଆ କାର୍ଯ୍ୟ ପାଇଁ ଯୋଜନା କରୁଛନ୍ତି ତେବେ ଆଜି ଠାରୁ ଆରମ୍ଭ କରିବା ପାଇଁ ପ୍ରୟାଶ କରନ୍ତୁ ଲାଭକାରୀ ଆରମ୍ଭ ହୋଇବ । ଆଜି ଆପଣଙ୍କୁ ସମସ୍ତେ ଭଲ ପାଇବେ ଆଜି କେତେକ ଲୋକଙ୍କ ସହ ହୋଇ ଥିବା ଶତ୍ରୁତା ମଧ୍ୟ ସମାପ୍ତ ହୋଇ ଜୀବ ।

କନ୍ୟା :

ଆଜି ଆପଣଙ୍କୁ ସେହି ଭଳି ଚାକିରି ମିଳିବ ଯାହା ଅପେକ୍ଷା ଆପଣ କେତେ ଦିନ ଧରି କରୁଥିଲେ । ଦାନ କରନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ସନ୍ଧ୍ୟା ସାମୟରେ ହଟାତ ଧାନ ଲାଭ ହୋଇବ, ଆଜି ମନ ଖୋଲି ସମୟ ଲାଭ ଉଠାନ୍ତୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଅଟେ ।

ତୁଳା :

ପାଠ କ୍ଷେତ୍ର ରେ ମାନ ସମ୍ମାନ ବଢିବ ଏବଂ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ଆପଣ ନିଜ ମୁଣ୍ଡ ଥଣ୍ଡା କରି କାମ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହବ । ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ । ଆଜି ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ ।

ବିଛା :

ଆଜି ଶେୟର ବଜାର ରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ଅଟେ, ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ ।ଚାକିରି କରୁଥିବା ଲୋକ ନିଜ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ, ଭାଇ ଭଉଣୀ ଦ୍ଵାରା ଆର୍ଥିକ ରୂପ ରେ ଲାଭ ପ୍ରାପ୍ତ ହବ ।

ଧନୁ :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବ୍ୟକ୍ତିଗତ ଖରଚ ବଢିକରି ରହିବ । ମନେ ରଖନ୍ତୁ ଖରାପ ଜିନିଷ ଅଧିକ ଆକର୍ଷିତ ହୋଇ ଥାଏ କିନ୍ତୁ ଏହାର ପରିଣାମ ମଧ୍ୟ ଖରାପ ହୋଇ ଥାଏ । ଆଜି ଆପଣଙ୍କୁ ନିଜ ଭଲ ପାଇବା ମିଳିବ ଯାହା ପାଇଁ ଆପଣ ଅପେକ୍ଷା କରି ଥିଲେ, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ କିନ୍ତୁ ତାହା ପରେ ଗଲେ ମଧ୍ୟ ଚଳିବ ଆଜି ଆପଣ ନିଜ ଘର ଲୋକଙ୍କ ସହ ସମୟ ବିତାନ୍ତୁ ।

ମକର :

ମକର ରାଶି ଲୋକଙ୍କୁ ଆଜି ବ୍ୟବସାୟ ଏବଂ ଚାକିରି ରେ ସଫଳତା ପ୍ରାପ୍ତ କରିବାର ପୁରା ସମ୍ଭାବନା ଅଛି । ଆପଣଙ୍କୁ ନିଜ କାମ ପାଇଁ ଟାଇମ ତେବଲ ବନେଇକି ଚଳିବା ଆବଶ୍ୟକ ଅଟେ ତେବେ ଯାଇ ଆପଣଙ୍କ କାର୍ଯ୍ୟ ପୂର୍ଣ ହବ ନଚେତ କାମ ଅପୂର୍ଣ ରହିବ । ଆଜି ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଆଜି ଗଲେ ଫେରିବ ନାହିଁ । ଧନ ସମ୍ବନ୍ଧିତ ଲାଭ ହବାର ସମ୍ଭାବନା ଅଛି ।

କୁମ୍ଭ :

ଆଜି ଆପଣଙ୍କୁ ନୂଆ ଏବଂ ତୀର୍ଥ ସ୍ଥାନ ବୁଲିବା ପାଇଁ ଯୋଗ ହେଉଛି, ନିଜ କାମ ଏବଂ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଆଜି ଆପଣ ନୂଆ କ୍ଷେତ୍ର ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ରାସ୍ତା ଖୋଜିବେ, ସବୁ ଦିନ କାମ ଉପରେ ଧ୍ୟାନ ଏବଂ ମନ ଦବା ଉଚିତ, ସକାରାତ୍ମକ କଥା ଆଗକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ ଭାଗ୍ୟ ବଦଳିବ ।

ମୀନ :

ନୂଆ ପ୍ରସ୍ତାବ ଭଲ ଦେଖା ଯାଇ ପାରେ କିନ୍ତୁ ହଡ ବଡ ହୋଇ ନିଷ୍ପତ୍ତି କରିବା ଉଚିତ ନୁହ । ଆଜି ଆପଣ ଗୋଟେ ସୁଖୀ ପାରିବାରିକ ଜୀବନ ବିତେଇବେ, ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *