ବିବାହର କେବଳ ଦୁଇ ଦିନ ପରେ ସ୍ଵାମୀର ହତ୍ୟା, ସ୍ତ୍ରୀ ଖୋଲିଲେ ଏତେ ବଡ ରହସ୍ୟ

ବିବାହ ପାଇଁ ଗୋଟେ ଝିଅ ବହୁତ ପ୍ରକାର ସ୍ଵପ୍ନ ଦେଖି ଥାଏ, ସ୍ଵାମୀ ସହ ପୁରା ଜୀବନ ଖୁସି ରେ ବିତେଇବା ପାଇଁ ଝିଅ ବିବାହ ଆଗରୁ ସ୍ଵପ୍ନ ଦେଖି ଥାଏ । କିନ୍ତୁ ଟିକେ ଭାବନ୍ତୁ ଯଦି ବିବାହ ଦୁଇ ଦିନ ପରେ ସ୍ଵାମୀ ହତ୍ୟା ହୋଇ ଯାଏ ତେବେ ଝିଅ ଉପରେ କଣ ହବ, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ପରେ ଆପଣ ମଧ୍ୟ କନ୍ୟା ପାଇଁ ଦୁଖିତ ହେବେ, କେବଳ ଦୁଇ ଦିନ ପରେ ସ୍ଵାମୀର ହତ୍ୟା ହୋଇ ଗଲା ।

Image Courtesy: Google

ଦିଲ୍ଲୀ ପ୍ରାଇବେଟ କମ୍ପନୀ ରେ ଜବ କରୁ ଥିଲା ବର :

ଯେଉଁ ବ୍ୟକ୍ତିଙ୍କ ହତ୍ୟା ହୋଇଛି ତାଙ୍କ ନା ଲଖନ ସିଂହ ଥିଲା, ଲଖନ ପ୍ରାଇବେଟ କମ୍ପନୀ ରେ ଜବ କରୁ ଥିଲେ । ଗତ ଦିନ କାନପୁର ରେ ପୁଖରିୟା ଜିଲା ରେ ଗୋଟେ ସାମୁହିକ ବିବାହ ହୋଇ ଥିଲା ଶେଠୀ ଲଖନ ଏବଂ କାନପୁର ଝିଅ ପ୍ରିୟଙ୍କା ସହ ବିବାହ ହୋଇ ଥିଲା । ଲଖନ ଘର ଲୋକଙ୍କ ଅନୁଯାଇ ପ୍ରିୟଙ୍କା ସହ ବିବାହ ପରେ ଲଖନ ବହୁତ ଖୁସି ଥିଲେ, ଘର ଲୋକଙ୍କ ଅନୁଯାଇ ସବୁ ଦିନ ପରି ସେ ଦିନ ମଧ୍ୟ ଲଖନ ଘରୁ ବଜାର ଗଲେ ଏବଂ ସଉଦା ଧରି ଘରୁକୁ ଫେରିଲେ ଏହା ପରେ ସେ ନିଜ ବାଇକ ରେ ଶହର ଗଲେ କିନ୍ତୁ ବହୁତ ସମୟ ଧରି ଫେରିଲେ ନାହିଁ ।

Image Courtesy: Google

ଯେତେବେଳେ ବହୁତ ରାତି ପର୍ଜନ୍ତ ମଧ୍ୟ ଲଖନ ଘରୁକୁ ଫେରିଲେ ନାହିଁ ତା ପରେ ଘରଲୋକ ପୋଲିସ ରେ ରିପୋର୍ଟ କଲେ । ପୋଲିସ ତଦନ୍ତ କରିବା ଆରମ୍ଭ କଲେ ଏହା ପରେ ପୋଲିସକୁ ଲଖନ ବାଇକ ଯମୁନା କୁଳ ରେ ମିଳିଲା, ଲଖନ ଘର ଲୋକ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଲଗାତାର ଲଖନକୁ ଫୋନ କରୁ ଥିଲେ କିନ୍ତୁ ଲଖନ ଫୋନ ଲାଗୁ ନଥିଲା । ଏହା ପରେ ଲଖନ ସବ ପ୍ରାପ୍ତ ହେଲା ଯାହା ପରେ ପ୍ରିୟଙ୍କା ପୋଲିସ ଏବଂ ନିଜ ସାସୁ ଘର ଲୋକଙ୍କୁ ଗୋଟେ କଥା କହିଲେ ପ୍ରିୟଙ୍କା କହିଲେ ବିବାହ ଆଗରୁ ମୁ ଗୋଟେ ଲୋକ ସହ କଥା ହଉଥିଲି, କିନ୍ତୁ ମୁ ସେହି ଲୋକକୁ ବିବାହ କରିବା ପାଇଁ ଚାହୁଁ ନଥିଲି ଏବଂ ଲଖନ ମତେ ବହୁତ ପସନ୍ଦ ଥିଲେ ସେଥିପାଇଁ ମୁଁ ତାଙ୍କୁ ବିବାହ କଲି ।

Image Courtesy: Google

ବିବାହ ପରେ ସେହି ଲୋକ ମତେ ବ୍ଲାକମିଲ କରିବା ଆରମ୍ଭ କଲା ଯାହା ପରେ ଲଖନ ସେହି ଲୋକକୁ ବୁଝାଇଲେ କିନ୍ତୁ ସେହି ଲୋକ ଲଖନକୁ ମଧ୍ୟ ବ୍ଲାକମିଲ କଲା ଏବଂ ଅନ୍ୟ ଲୋକ ଏହି କଥା ଜାଣିଲେ ମତେ ଖରାପ ଭାବିବେ ବୋଲି ସେ ଏହି କଥା କାହାକୁ କହି ନଥିଲେ । ବର୍ତମାନ ପୋଲିସ ସେହି ଲୋକକୁ ଖୋଜିବା ଆରମ୍ଭ କଲେ, ସେହି ଆରୋପି ନା ଅଜୟ ଗୋୟଲ ଅଟେ ଏବଂ ପୋଲିସ ଅନୁଯାଇ ସେ ବହୁତ ଶୀଘ୍ର ଗିରଫ ହବ ।

Leave a Reply

Your email address will not be published. Required fields are marked *