ସ୍ଵାମୀ ନୂଆ କାର କିଣିଲେ ଓ ଭାବିଲେ ସ୍ତ୍ରୀକୁ ସରପ୍ରାଇଜ ଦେବେ, କିନ୍ତୁ ସ୍ତ୍ରୀ ଯାହା କହିଲେ ଶୁଣି ଆପଣ ନ ହସି ରହି ପାରିବେନି

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।

Image Courtesy: Google

ଆଗରୁ ଦୋକାନରେ ଲେଖା ହାଉଥିଲା, “ଗ୍ରାହକ ଭଗବାନ ରୂପ ଅଟନ୍ତି” ଏହି ଜିନିଷ ପଢି ସତ ଦେବତା ଭଳି ଫିଲିଙ୍ଗ ଆସୁଥିଲା

ଓ ଏବେ ଲେଖା ହୋଇଥାଏ “ ଆପଣ କ୍ୟାମେରା ନଜରରେ ଅଛନ୍ତି” ସତରେ ଏହା ପଢି ନିଜକୁ ଚୋର ଭଳି ଫିଲିଙ୍ଗ ଆସିଥାଏ ।

କର୍ମଚାରୀ- ସର ମୋ ସ୍ତ୍ରୀ ମୋ ସହ ୫-୬ ଦିନ ପାଇଁ ବୁଲିବାକୁ ଯିବା ପାଇଁ ଇଛା କରୁଛି । ଛୁଟି ଦରକାର ।

ବସ- ମିଳିବ ନାହିଁ ।

କର୍ମଚାରୀ- ଥେଙ୍କ୍ଯୁ ସର ମୁଁ ଜାଣିଥିଲି ସମସ୍ଯା ସମୟରେ ଆପଣ ମତେ ସାହାଜ୍ଯ କରିବେ ।

ସାଙ୍ଗ- ତୁ ସବୁ ଦିନ ମଦ ପି ଘରକୁ ଯାଉଛୁ ଭାଉଜ କିଛି କହୁ ନାହାନ୍ତି ତତେ ?

ପପୁ- କୁହେ …

ସାଙ୍ଗ- କଣ ?

ପପୁ- ତମ ସାଙ୍ଗ ମାନଙ୍କୁ ଯମ ନଉ ସବୁ ଦିନ ତମକୁ ପିଏଇ ଦଉଛନ୍ତି !!!

Image Courtesy: Google

ପପୁ- ହିନ୍ଦୀ ଆମ ମାତୃଭାଷା ଅଟେ, ପିତୃଭାଷା କାହିଁକି ନୁହ ?

ଗପୁ- ତମେ କହିଲ !

ପପୁ- କାହିଁକିନା ମାତା ଜି କେବେ ପିତାକୁ କିଛି କହିବାକୁ ଦେଲେ ସିନା !

ବସ- କଣ ଆପଣଙ୍କୁ ବ୍ରିଟିଶ ଭାଷା ଆସେ ?

ପପୁ- ହଁ ସର

ବସ- କିଛି କହିଲ ଦେଖିଆ ?

ପପୁ- ଦୁଇଗୁଣ ଲଗାନ ଦବାକୁ ହବ….!!!

ଏହା ଶୁଣି ବସ ବେହୋସ

ସ୍ଵାମୀ ନୂଆ କାର କିଣିଲେ ଓ ଭାବିଲେ ସ୍ତ୍ରୀକୁ ସରପ୍ରାଇଜ ଦିଆ ଯିବ ।

ଘରେ ପହଞ୍ଚି ସ୍ଵାମୀ ଜୋରେ ସ୍ତ୍ରୀକୁ ଡାକି କହିଲେ ଡାରଲିଙ୍ଗ ତମ ଏତେ ଦିନ ସପନ ଆଜି ପୂର୍ଣ ହେଲା ।

ସ୍ତ୍ରୀ ରୋଷେଇରୁ ଦଉଡି ଆସି ଚିତ୍କାର କଲା ହାୟ ହାୟ ସାସୁମାକୁ କଣ ହେଲା ସକାଳେ ଭଲ ଥିଲେ ହଟାତ ତାଙ୍କୁ କଣ ହେଲା ।

ସମ୍ପର୍କୀୟ- ପାଠ କେମିତି ଚାଲିଛି ପୁଅ ?

ପପୁ- ଅଙ୍କଲ ପାଠ ଚାଲୁ ଚାଲୁ ବହୁତ ଦୂର ପଳେଇଛି ମୋ ଠାରୁ

ଗୋଟେ ଝିଅ ଅଣ୍ଡରବେୟର ଦୋକାନକୁ ଗଲା

ଦୋକାନଦାର ତାକୁ ୫୦୦ଟଙ୍କା ଅଣ୍ଡରବେୟର ଦେଖେଇଲା

Image Courtesy: Google

ଝିଅ କହିଲା- ଭାଇ ସବୁଦିନ ପିନ୍ଧିବା ପାଇଁ ଦେଖାଓ ପାର୍ଟି ୱେୟର ଦରକାର ନାହିଁ

ପପୁ (ଚିଣ୍ଟୁକୁ )- ଯେ ଏଲଆଇସି ଲୋକ ବି କମାଲ ର ହୋଇଥାନ୍ତି !

ଚିନ୍ତୁ- ସେ କେମିତି ?

ପପୁ- କମିନା ଗୁରା ଆଉ କାହା ସ୍ତ୍ରୀ ପାଖରେ ବସି ତାଙ୍କରି ସ୍ଵାମୀ ମଲା ପରେ ହେଉଥିବା ଲାଭ ବିଷୟରେ କହିଥାନ୍ତି….!! ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *