ମଜେଦାର ଜୋକ୍ସ : ଥରେ ବୋହୁ ନିଜ ସାସୁ ଗୋଡ ମୋଡୁଥାଏ, ସେହି ସମୟରେ ସାସୁ ସାୟା ଉଠିଯାଏ, ବୋହୁ କହିଲା ପ୍ରଣାମ, ସାସୁ – କାହାକୁ…

ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବୋହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ….

Image Courtesy: Google

୧. ସ୍କୁଲ ଯିବା ସମୟରେ ଯେଉଁ ପିଲାଙ୍କୁ ପେଟ ଦରଜ ହୋଇଥାଏ ।

ସେହି ଛୁଆଙ୍କ ଚିକିତ୍ସା ଦୁନିଆ କୌଣସି ଡକ୍ଟର କରି ପାରିବେ ନାହିଁ ।

୨. ହବଲ୍ଦାର : ସର ଦଶହରା ରେ ସବୁ କଇଦି ମାନେ ଜେଲରେ ରାମାୟଣ ପ୍ଲେ କରିଥିଲେ…

ଜେଲର : ୟେ ତ ଭଲ କଥା, ଏଥିରେ ଅସୁବିଧା କଣ ହେଲା ??

ସର ଅସୁବିଧା କଥା ଏହା ଅଟେ ଯେ ହନୁମାନ ହୋଇଥିବା କଇଦି ବର୍ତମାନ ପର୍ଯ୍ୟନ୍ତ ସଞ୍ଜିବନୀ ବୁଟୀ ନେଇ ଫେରି ନାହିଁ ।

୩. ଟିଚର – କାଲୀ ମୁଁ ତମକୁ କୁକୁର ଉପରେ ନିବନ୍ଧ ଲେଖିବା ପାଇଁ କହିଥିଲି !

ତମେ ଲେଖିକି କାହିଁକି ଆଣି ନ ?

ରାକେଶ : କଣ କରିବା ମେଡମ, ମୁଁ କୁକୁର ଉପରେ ଲେଖିବାକୁ ପ୍ରୟାସ କରୁଥିଲି କିନ୍ତୁ ଯେମିତି କୁକୁର ଉପରେ ପେଁ ରଖିଲି ସେ ପଳେଇଲା ।

Image Courtesy: Google

୪. ଚତୁର୍ଥୀ ରାତି ସବୁଠାରୁ ବଡ ଝଟକା : ଚତୁର୍ଥୀ ରାତି ଶେଯ ଉପରେ ସ୍ତ୍ରୀ ସ୍ଵାମୀକୁ କହିଥାଏ : କଁ… କେବଳ କୋହିନୁର ଆଣିବ ଅନ୍ୟ ଦ୍ଵାରା ମତେ ଏଲର୍ଜି ହୋଇଥାଏ !

୫. ଝିଅ : ଏମିତି କଠୋର ହୁଅ ନାହିଁ ମୋ ଭଳି ଭଲ ପାଇବା ଝିଅ ତମକୁ ପୁରା ଦୁନିଆରେ ମିଳିବ ନାହିଁ ।

ପୁଅ : କଣ ତମେ ସତରେ ମତେ ଏତେ ଭଲ ପାଓ ?

ଝିଅ : ହଁ ପରୀକ୍ଷା କରି ଦେଖି ନିଅ, ମୁଁ ତମ ପାଇଁ କିଛି ବି କରିବି !

ପୁଅ : ସତ ?

ଝିଅ : ହଁ…

ପୁଅ : ହଉ ତାହେଲେ ୪୭ ପଣିକ୍ୟା କହ ।

Image Courtesy: Google

୬. ମହିଳାଙ୍କୁ ଖୁସି କରିବା ବୋହୁତ କଷ୍ଟ ।

ପୁରୁଷ ମାନଙ୍କର କଣ ଅଛି ଝିଅ ଦେଖିଲେ ଖୁସି ହୋଇ ଯାନ୍ତି ।

୭. ଥରେ ବୋହୁ ନିଜ ସାସୁ ଗୋଡ ମୋଡୁଥାଏ ।

ସେହି ସମୟରେ ସାସୁ ସାୟା ଉଠିଯାଏ ।

ବୋହୁ କହିଲା – ପ୍ରଣାମ !

ସାସୁ – କାହାକୁ ପ୍ରଣାମ କରୁଛୁ ?

ବୋହୁ : ଶଶୁର ରଣଭୂମି ଓ ସ୍ଵାମୀ ଜନ୍ମଭୂମିକୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *