ମଝି ରାସ୍ତାରେ କୋକେଇରୁ ଉଠି ଠିଆ ହେଲା ଶବ, ତା ପରେ ଯାହା ହେଲା…

କଣ ମଣିଷ ମରିକି ପୁଣି ଜୀବିତ ହୋଇପାରେ, କଣ ମଣିଷ ତାର କୋକେଇରୁ ପୁଣି ଉଠିପାରେ । କିଛି ଏମିତି ହେଇଛି କର୍ନାଟକର ଧାକାଡରେ ଏମିତି ଗୋଟେ ଆଶ୍ଚର୍ଯ୍ୟ କର ଘଟଣା ଘଟିଛି । ଗୋଟେ ନାବାଳିକା ଝିଅର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନିଆଯାଉଥିଲା ।

ସେ କୋକେରେ ହାତ ଗୋଡ ହଲେଇବା ଆରମ୍ଭ କରିଥିଲା । ଶ୍ମଶାନ ଘାଟରେ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାପରେ ତାକୁ ଡକ୍ଟର ପାଖକୁ ନିଆଯାଇଥିଲା । ଖବର ମୁତାବିକ ଧାକଡର କୁରାଗୁଣ୍ଡିଗାଁର ୧୭ ବର୍ଷର କୁମାରକୁ ଗୋଟେ ବୁଲା କୁକୁର କାମୁଡି ଦେଇଥିଲା । ଯାହା ଫଳରେ କିଛି ସପ୍ତାହ ହେବ ତାକୁ ବହୁତ ଜ୍ଵର ହୋଇଥିଲା । ତାପରେ ତାକୁ ଧାକାଡ ହସ୍ପିଟାଲରେ ଭର୍ତି କରଯାଇଥିଲା ।

Image Courtesy: Google

ତାର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା ଓ କୁମାର ସମ୍ପର୍କୀୟକୁ କୁହାଯାଇଥିଲାକି ତାର ଦେହ ଦିନକୁ ଦିନ ବହୁତ ଖରାପ ହେବାର ଲାଗୁଛି । ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା ଯଦି ଭେଣ୍ଟିଲେଟର ହଟାଇ ଦିଆଯିବ ତାର ବଞ୍ଚିବା ମୁସ୍କିଲ ହୋଇଯିବ ।

Image Courtesy: Google

ଡକ୍ଟର କହିଥିଲା ତାର ପୁରା ଶରୀରରେ ସଂକ୍ରମଣ ଖେଳେଇ ହୋଇଯାଇଛି ଓ ତାର କିକିତ୍ସା କରିବାର ନିସ୍ପତି ନେବାକୁ  ତାର ପରିବାର ଲୋକଙ୍କୁ କହିଥିଲେ । ତାପରେ ପରିବାର ଲୋକ ଘରକୁ ନେଇଯିବାର ନିସ୍ପତି ନେଇଥିଲେ । କିଛି ଦିନପରେ ସେ ତାର ଶରୀର ସେ  ହଲେଇ ନଥିଲା ଓ ତାର ଘର ଲୋକ ତାକୁ ମୃତ ଭାବି ନେଇଥିଲେ । ତାପରେ ତାର ଅନ୍ତିମ ସଂସ୍କାର କରିବା ପାଇଁ ବାହାରି ପଡିଥିଲେ କିନ୍ତୁ ଅନ୍ତିମ ସଂସ୍କାର ପୂର୍ବରୁ କୁମାର ଉଠି ଠିଆ ହୋଇଥିଲା ।

Image Courtesy: Google

ଅନ୍ତିମ ସଂସ୍କାର ପ୍ରାୟ ଦୁଇକିଲୋମିଟର ଦୂରରେ ହେବାର ଥିଲା ତ ଭିତରେ କୁମାର ତାର ଆଖି ଖୋଲି ହାତ ଗୋଡ ହଲାଇଥିଲା ଓ ବହୁତ ଜୋରେ ନିଶ୍ଵାସ ନେବାରେ ଲାଗିଥିଲା । ତାପରେ ତାକୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ତାର ମୃତ୍ୟୁ ଦୁଇଦିନ ପରେ ହୋଇଥିଲା । ଏହି ମାମଲା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *