ମଲା ପରେ ବି ଗତିଶୀଳ ଥାଏ ମଣିଷ ଶରୀର, ଅନୁସନ୍ଧାନ ରୁ ଜଣାପଡିଛି ଆଶ୍ଚର୍ଯ୍ୟ କର ତଥ୍ୟ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ସାମାନ୍ୟତଃ ବୁଝାଯାଏ କି ମଲା ପରେ ମଣିଷ ଶରୀର ପ୍ରତିକ୍ରିୟା କରିବା ବନ୍ଦ କରିଦିଏ ହେଲେ ଏହା ହୁଏନି । ମଲା ପରେ ବି ମଣିଷ ଶରୀର ରେ ପ୍ରତିକ୍ରିୟା ହଉଥାଏ । ଏମିତି ଶବ ରେ ପ୍ରତିକ୍ରିୟା ପାଖା ପାଖି ବର୍ଷେ ହୁଏ । ଅସ୍ଟ୍ରେଲିୟା ର ଏକ ମହିଳା ବୈଜ୍ଞାନିକ ଏଲିସନ ୱିଲ୍ସନ ଦ୍ଵାରା ଏକ ଅନୁସନ୍ଧାନ ରେ କେତେ ପ୍ରକାର ନୂଆ କଥା ଜଣାପଡିଲା । ମିଡିଆ ରିପୋର୍ଟ ଅନୁଯାଇ, ଏଲିସନ ଏକ ଶବ କୁ ପାଖରେ ରଖି 17 ମାସ ନିରୀକ୍ଷଣ କଲେ ଓ ଶବର ପ୍ରତ୍ୟକ ଟି ପ୍ରତିକ୍ରିୟା ଦେଖିଲେ ।

ଏଲିସନ କହିବା ଅନୁଯାଇ ମଣିଷ ମରି ଯାଏ, ହେଲେ ମଲା ପରେ ବି ଶରୀର ହଲ-ଚଲ ହେଉଥାଏ । ଏହି କାରଣ ରୁ କେତେ ଲୋକ ଶବ କୁ ବଞ୍ଚିଚି ବୋଲି ଭାବନ୍ତି । ଏଲିସନ ୱିଲ୍ସନ ଜଣେଇଲେ ଯେ ପ୍ରାରମ୍ବରେ ଶବ ର ହାତ କୁ ଶରୀର ରେ ଲଗେଇକି ରଖା ହୋଇଥିଲା, ହେଲେ କିଛିଦିନ ପରେ ଦେଖାଗଲା ଯେ ହାତ ନିଜ ଶରୀରରୁ ଖସିକି ଦୂରେଇଯାଇଛି ।

ତାଙ୍କ ମାନିବା ଅନୁଯାଇ ଏହା ବୋଧେ ଡିକମ୍ପୋଜିସନ ଯୁଗୁରୁ ହେଇପାରେ,ଏଥିପାଇଁ ହେଲା କାହିଁକି ନା ସମୟ ସହ ଯେମିତି ଯେମିତି ଶରୀର ଶୁଖିବାକୁ ଲାଗେ, ସେଥିରେ ଗତି ବି ହେଉଥାଏ । ମିଡ଼ିଆ ରିପୋର୍ଟ ଅନୁଯାଇ, ଏଲିସନ ଶବ ର ଅନୁସନ୍ଧାନ ପାଇଁ ପ୍ରତ୍ୟକ ମାସ ଫ୍ଲାଇଟ ଦ୍ଵାରା କୈନର୍ସ ରୁ ସିଡନୀ ଯାଉଥିଲେ । ତାଙ୍କ କହିବା ଅନୁସାରେ ସେ ଛୁଆବେଳୁ ଜାଣିବା ପାଇଁ ଇଛୁକ ଥିଲେ ଯେ ମଲା ପରେ ଶରୀର ର କଣ ହୁଏ ।

ଫରେଂସିକ ସାଇନ୍ସ ଇଂଟରନେଶନଲ ସିନର୍ଜୀ ଜର୍ନଲ ଅନୁସାରେ, ଏହି ଅନୁସନ୍ଧାନ ସାହାଯ୍ୟ ରେ ମଲା ପରେ ଶରୀର ରେ କଣ ପରିବର୍ତ୍ତନ ହୁଏ ବୋଲି ଜଣାପଡ଼ିବ । ଏହି ଅନୁସନ୍ଧନ ପାଇଁ ଏଲିସନ ବହୁତ ଖୁସି ଅଛନ୍ତି ଯେ ସେ ଦୁନିଆକୁ ନୂଆ କଥା ଜଣାଇଲେ । ଜୀବନ ରେ ଏମିତି କେତେପ୍ରକାର କଥା ଥାଏ ଯାହା ଆମୁକୁ ଛୁଆବେଳୁ ମନେ ରେ ଆସେ ହେଲେ ସମସ୍ତେ ନିଜ ମନ ଶଙ୍କା ଦୂର କରିପାରନ୍ତିନୀ ହେଲେ ଏଲିସନ ଏହା କରି ଦେଲେ ସେ ତାଙ୍କ ଛୁଆବେଳ ଶଙ୍କା ର ଆଜି ଉତ୍ତର ପାଇଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *