ମାଳୀସାହିରେ ବିକ୍ରି ହେଲେ Rani Panda, ଏହି ବ୍ୟକ୍ତି ବିକିଥିଲେ ରାଣୀ ପଣ୍ଡାଙ୍କୁ… ଦେଖନ୍ତୁ Video

ବନ୍ଧୁଗଣ ଯେତେବେଳେ ଯାତ୍ରା କଥା ଉଠିଥାଏ କମେଡିଆନଙ୍କ ଭୂମିକା ବେଶ ଆଗରେ ରହିଥାଏ । କାରଣ ଛୋଟିଆ ଛୋଟିଆ ଡାଇଲଗରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି କମେଡିଆନ । ଯାତ୍ରା ସ୍ଵର୍ଣ୍ଣ ମନ୍ଦିରର କମେଡିଆନ ରାଣୀ ପଣ୍ଡା ନିଜର ଯାତ୍ରା କ୍ୟାରିୟାର ବିଷୟରେ କିଛି ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ତାଙ୍କର ଆଧାରିତ ନାଟକ ଘୋଡା ହାତୀ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ରେ ସେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ସହ ଅଭିନୟ କରିଛନ୍ତି ଯାହା ଖୁବ ସୁନ୍ଦର ଓ ମନୋଲୋଭା ହୋଇଛି ।

ଏହି ନାଟକର ପ୍ରଯୋଜକ ହେଉଛନ୍ତି ମୁକ୍ତି କାନ୍ତ ସାମଲ ବା ପିଣ୍ଟୁ ବାବୁ ଯିଏ କି ଏହି ନାଟକକୁ ରୂପ ଦେବାକୁ ବହୁତ ଭଲ ପ୍ରୟାସ କରିଛନ୍ତି । ଏମିତିକି ସେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ମଧ୍ୟ ସ୍ବାଗତ ଜଣାଇଛନ୍ତି ଆଉ ଦର୍ଶକ ମାନଙ୍କୁ ବି କହିଛନ୍ତି ଆସନ୍ତୁ ଆଉଏହି ନାଟକ କୁ ଦେଖନ୍ତୁ ବହୁତ ସୁନ୍ଦର ହୋଇଛି । ଦର୍ଶକ ମାନେ ଆସି ଏହି ନାଟକକୁ ଉପୋଭୋଗ କରନ୍ତୁ ଜାଣି ପାରିବେ କେମିତି ହୋଇଛି ।

ଏହି ନାଟକ ରେ ସେ ଯେଉଁ ଚରିତ୍ର ରେ ଅଛନ୍ତି ସେଥିରେ ସେ ପ୍ରଥମେ ରାଣୀ ମ୍ୟାଡମ ଙ୍କୁ ଆଣି ମାଳୀ ସାହିରେ ବିକ୍ରି କରି ଦେଇଛନ୍ତି । ଏଟା ଗୋଟେ ବହୁତ ବଡ ପଏଣ୍ଟ ଯାହାକୁ ସେ ଆରମ୍ଭ କରିଛନ୍ତି ଆଉ ଖେଳ କରିଛନ୍ତି ବୋଲି କମେଡିଆନ ରାଣୀ ପଣ୍ଡା କହିଛନ୍ତି ।

ଏହି ନାଟକରେ ରାଣୀ ମ୍ୟାଡମଙ୍କୁ ହିରୋଇନ କରିବାକୁ କହି ଗାଁରୁ ନେଇ ଆସିଛନ୍ତି ଆଉ ଭୁବନେଶ୍ବର ମାଳୀ ସାହି ରେ ବିକି ଦେଇଛନ୍ତି ବୋଲି କମେଡିଆନ ରାନୀ କହିଛନ୍ତି । ଏହା ପର ର ସ୍ଟେପ କଣ ହୋଇଛି ତାହା ଦର୍ଶକ ମାନେ ନିଶ୍ଚୟ ଦେଖନ୍ତୁ ବୋଲି କମେଡିଆନ ରାଣୀ ପଣ୍ଡା କହିଛନ୍ତି । ଗତ କାଲି ଏହି ନାଟକ ଦେଖିବାକୁ ହାଉସ ଫୁଲ ଥିଲା ଆଜି ବି ହାଉସ ଫୁଲ ରହିଛି ।

ଏହି ନାଟକ ଗୋଟେ ନିଆରା ନାଟକ ଆଉ ସ୍ଵତନ୍ତ୍ରତା ନାଟକ ଯାହା କରିବାକୁ ବହୁତ ଇଣ୍ଟ୍ରେଷ୍ଟିଙ୍ଗ ହୋଇଛି । ଏହି ନାଟକ ରେ ଅଭିନୟ କରିବାକୁ ସବୁ କଳାକାର ମାନେ ବହୁତ ଚାର୍ମ ରହୁଛନ୍ତି ବୋଲି କମେଡିଆନ ରାଣୀ କହିଛନ୍ତି । ଯେତେ ବି ନାଟକ ଆଗରୁ ହୋଇଛି ଏହି ନାଟକ ରାଣୀ ପଣ୍ଡାର ସୁପର ଡୁପର ହିଟ ହୋଇଛି ।

ଆମର ବିଶେଷ ଭୂମିକା ଆଉ ବିଶିଷ୍ଟ ଶ୍ରେୟ ଦେଇଛନ୍ତି ଲିଟଲ ମାଷ୍ଟର ବିନୋଦ ରାଉତଙ୍କୁ ଓ ଦୀପକ ଜେନା ଙ୍କୁ । ସେ ଗୁରୁଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି କମେଡିଆନ ରାଣୀ । ଏହି ନାଟକରେ ମୁଖ୍ୟ ଚରିତ୍ରରେ ଅଛନ୍ତି ରାଣୀ ପଣ୍ଡା ଯିଏ ପୁରା ଏରିୟାକୁ ଘାଣ୍ଟି ପକାଇଛନ୍ତି । ଏତିକି କହି ହସି ଦେଉଛନ୍ତି କମେଡିଆନ ରାଣୀ ପଣ୍ଡା ।

 

ବନ୍ଧୁଗଣ ଆପଣ ମାନଙ୍କୁ ଏହି ନାଟକ ର କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *