Prakrutiଙ୍କ ବିରୋଧରେ ଯାଇ ନିଜ ସ୍ତ୍ରୀର ସାଥ ଦେଲେ Babushan, କହିଲେ ମୁଁ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏବେ ନିଜ ସ୍ତ୍ରୀ ତୃପ୍ତି ପାଇଁ ଲଢେଇ ବାବୁସାନ ମହାନ୍ତି । ବାବୁସାନ ତାଙ୍କୁ ଦେବେ ବିଦ୍ୟାରଣ । କାରଣ ସମୟ ଆସି ଯାଇଛି ଏବେ ଠିକ କୁ ଠିକ ଭାବେ ଆଉ ଭୁଲକୁ ଭୁଲେ ଗ୍ରହଣ କରିବାକୁ ବୋଲି ବାବୁସାନ କହିଛନ୍ତି । ସେଥିପାଇଁ ବାବୁସାନ ଗୋଟିଏ ଭିଡିଓ କରି ଓଡିଶା ବାସୀଙ୍କୁ ଭୁଲ ମାଗିବା ସହ ସ୍ପଷ୍ଟ କରି କହି ଦେଇଛନ୍ତି ଯେ ତାଙ୍କ ସ୍ତ୍ରୀ ତୃପ୍ତି ଓ ଶ୍ଵଶୁର ଲଲିତ ଶତପଥି ଙ୍କ ଦେହରେ କେହି ବି ହାତ ଦେଇ ପାରିବେ ନାହି । ନଚେତ ମାଷ୍ଟର ବାବୁସାନ ମହାନ୍ତି ଙ୍କ ଅସଲ ରୂପ ଏବେ ସମସ୍ତେ ଦେଖିବେ ବୋଲି ବାବୁସାନ ଆକ୍ଷେପ କରି ପ୍ରକୃତି ଙ୍କୁ ଚେତାବନୀ ଦେଇଛନ୍ତି ।

ଏହି ଭିଡିଓ ରେ ବାବୁସାନ କହିଛନ୍ତି ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଘଟଣା ଘଟିଥିଲା ଯାହା ପାଇଁ ସେ ପୁରା ଓଡିଶା ବାସୀଙ୍କୁ କ୍ଷମା ମାଗିଛନ୍ତି । ଆଗକୁ ବାବୁସାନ କହିଛନ୍ତି ତାଙ୍କ ସ୍ତ୍ରୀ ଓ ଶ୍ଵଶୁର ଲଲିତ ଶତପଥିଙ୍କ ନାଁ ରେ କେସ ହୋଇଛି ଯାହା ପାଇଁ ପୁରା ପରିବାର ବହୁତ କଷ୍ଟ ପାଉଛନ୍ତି ମୋ ସ୍ତ୍ରୀ ଆଉ ମୋ ଶ୍ଵଶୁର ବହୁତ କଷ୍ଟ ପାଇଲେଣି ।

ମୁଁ ପ୍ରମିଜ କରୁଛି ତାଙ୍କର କିଛି ବିମ କ୍ଷତି ହେବାକୁ ଦେବି ନାହି ଆଉ ଏମିତି ଭୁଲ କେବେ ହେବ ନାହି ବୋଲି ବାବୁସାନ କହିଛନ୍ତି । ଏହି ଭିଡିଓ କରିବାର ଦୁଇ ଦିନ ପରେ ବାବୁସାନ ଙ୍କ ବନ୍ଧୁ ଡୁଡୁ ବା ପ୍ରକୃତି ମିଶ୍ର ଓଡିଆ ଫେରି କଟକ ଓ ଭୁବନେଶ୍ଵର ହାଇ କୋର୍ଟରେ ତୃପ୍ତି ଓ ତାଙ୍କ ବାପାଙ୍କ ବିରୁଦ୍ଧରେ ମାନହାନି କେସ ରୁଜୁ କରିଛନ୍ତି । ଏମିତିକି ପ୍ରକୃତି ୫ କୋଟି ୧୦ ହଜାର ଟଙ୍କାର ମାନ ହାନି ମୋକଦ୍ଦମା କରିଛନ୍ତି ।

ଏ ନେଇ ବାବୁସାନ ଗୋଟେ କଥା ସ୍ପଷ୍ଟ କରି କହିଛନ୍ତି ନିଜ ସ୍ତ୍ରୀ ଙ୍କ ସହ ଠିଆ ହୋଇଥିଲେ ଆଉ ଆଗକୁ ମଧ୍ୟ ରହିବେ । ନିଜ ଭୁଲର ପ୍ରାୟଶ୍ଚିତ ମଧ୍ୟ କରିଛନ୍ତି ବାବୁସାନ । ତୃପ୍ତି ଙ୍କ ସହ ସେ ଯାହା ବି କରିଛନ୍ତି ଆଉ ତାଙ୍କ ସହ ଯାହା ଘଟି ଯାଇଛି ଭୁଲ ବି ମାଗିଛନ୍ତି ବାବୁସାନ ।

ଆଉ ଯାହା ଆଗକୁ ନ ହୁଏ ସେଥିପ୍ରତି ବି ଧ୍ୟାନ ଦେବେ । ଆଉ ସୁନେଲି ପରଦାରେ ନୁହେଁ ବରଂ ରିୟଲ ଲାଇଫରେ ବି ହିରୋ ହୋଇ ଦେଖାଇବେ ବାବୁସାନ । ତେବେ ତୃପ୍ତି ପ୍ରକୃତିଙ୍କୁ ଭୁଲ ମାଗିବାର ପ୍ରଶ୍ନ ହିଁ ଉଠୁ ନାହି । ଯଦି ପ୍ରକୃତି ଆଇନର ଖେଳ ଖେଳି ଷ୍ଟଣ୍ଡ ଦେଖାଇ ଜାଣିଛନ୍ତି ତେବେ ବାବୁସାନ ବି ସେହି ଷ୍ଟଣ୍ଡକୁ ଚେକମେଟ ଦେଇ ଜାଣିଛନ୍ତି ।

ନିଜ ସ୍ତ୍ରୀଙ୍କ ସହ ଠିଆ ହେବେ ବାବୁସାନ ଆଉ ତାଙ୍କ ସହ ପୁରା ପରିବାର ବି ଅଛି । ବାବୁସାନ ନିଜ ସ୍ତ୍ରୀଙ୍କୁ କେତେ ଭଲ ପାଉଛନ୍ତି ଓ ଧର୍ମ ଯୁଦ୍ଧରେ କିଭଳି ନିଜ ସ୍ତ୍ରୀଙ୍କ ସାଥ ଦେବେ । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ନିଜ ସ୍ତ୍ରୀ ତୃପତିଙ୍କ ସାଥ ଦେବା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *