ପୁଣି ଲଜ୍ୟା ! ନାତୁଣୀକୁ ଗର୍ଭବତୀ କରିଲା 65 ବର୍ଷର ଅଜା… ଦେଖନ୍ତୁ Video କଣ କହୁଛନ୍ତି ନାତୁଣୀ

ନମସ୍କାର ବନ୍ଧୁଗଣ । ଆଜିର ସାମାଜରେ ସମ୍ପର୍କ ର ଏମିତି ଧଜିଆ ଉଡୁଛି ଯାହା ଆପଣ ମାନେ ସୋସିଆଲ ମିଡିଆରେ ଦେଖୁଥିବେ । ତେବେ ଅଜା ନତୁଣୀ ର ସମ୍ପର୍କ ଏମିତି ହୋଇଥାଏ ଯେଉଁ ବୟସରେ ଅଜା ନିଜର ଶେଷ ସମୟ କାଟିବା କଥା ନିଜ ନାତି ନାତୁଣୀ ଙ୍କ ସହ । କିନ୍ତୁ ଅଜା ଏମିତି କାଣ୍ଡ ଘଟାଇଛନ୍ତି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି ବି ମଣିଷ ଆମ ସମଯରେ ଅଛନ୍ତି । ଯେଉଁ ମାନେ ସମ୍ପର୍କର ମହତ୍ଵ କୁ ଆଉ ବୁଝୁ ନାହାନ୍ତି ବରଂ ସମ୍ପର୍କ କୁ ମଜାକ ରେ ଉଡାଇ ଦେଉଛନ୍ତି । ଏମିତି ଏକ ଘଟଣା ଆଳି ରୁ ସମାନା କୁ ଆସିଛି ଯାହାକୁ ଆପଣ ବି ଶୁଣିଲେ ବା ଦେଖିବେ କହିଲେ ଖାଲି ଲଜ୍ୟା ଜନକ କଥା ।

ନାତୁଣୀ ପେଟରେ ଅଛି ଅଜା ର ଛୁଆ । ସୂଚନା ଅନୁଯାୟୀ ନାତୁଣୀ ଏବେ ୭ ମାସର ଗର୍ଭବତୀ । ହଁ ଆଜ୍ଞା ୧୬ ବର୍ଷ ସମ୍ପର୍କୀୟ ନତୁଣୀ କୁ ଗର୍ଭବତୀ କରିଛି ୬୫ ବର୍ଷର ଅଜା । ଆପଣ ମାନେ ବି ଥରେ ଅଜା ଙ୍କୁ ଭିଡିଓ ରେ ଦେଖନ୍ତୁ ଯିଏ କି ନାତୁଣୀ କୁ ୭ ମାସର ଗର୍ଭବତୀ କରିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କୈଳାସ ମଲ୍ଲିକ ଙ୍କ ୧୬ ବର୍ଷର ମା ଛେଉଣ୍ଡ ଝିଅ କୁ ଅଜା ରାଜୀବ ମଲ୍ଲିକ ଗର୍ଭବତୀ କରିଛନ୍ତି । ଦର୍ଶକ ବନ୍ଧୁ ଅଜା ର ରଙ୍ଗ କହିଲେ ନ ସରେ ।

ଅଜା ନାତୁଣୀ ସହ ଜୋର ଜବରଦସ୍ତ ଅନୈତିକ ସମ୍ପର୍କ ରଖିଥିଲେ । ଏ କଥା କାହାକୁ ନ ଜଣାଇବାକୁ ଧମକ ମଧ୍ୟ ଦେଇଥିଲେ ଅଜା ନାତୁଣୀ କୁ । ଝିଅର ଶରୀରର ପରିବର୍ତ୍ତନକୁ ଲକ୍ଷ୍ୟ କରି ପରିବାର ଲୋକେ ଝିଅ କୁ ପଚାରିବାରୁ ଝିଅ ସବୁ ସତ କଥା ମାଣିଥିଲା । ଡାକ୍ତର ଙ୍କ ପରାମର୍ଶ କ୍ରମେ ଅଲ୍ଟ୍ରାସାଉଣ୍ଡ ହେବା ପରେ ୭ ମାସର ଗର୍ଭବତୀ ଥିବା ଝିଅ ଜଣା ପଡିଛି । ଘଟଣା ପ୍ରଘଟ ପରେ ଅଭିଯୁକ୍ତ ଅଜା ଘର ଛାଡି କୁଆଡେ ପଳାଇ ଯାଇଛନ୍ତି । ପରିବାର ଲୋକେ ଏ ନେଇ ଅଜାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଥିଲେ ।

ତେବେ ବହୁତ ଜଲ୍ଦି ଦୋଷୀ ଙ୍କୁ ଦଣ୍ଡାଦେଶ ଦେବାକୁ ଆଳି ଥାନା ଅଧିକାରୀ ଦିଲ୍ଲୀପି କୁମାର ସାହୁ କହିଛନ୍ତି । ତେବେ ଏ ନେଇ ଗର୍ଭବତୀ ଝିଅ ଟି କହିଛି ଅଜା ତା ସହ ଶାରୀରିକ ସମ୍ପର୍କ ବାରମ୍ବାର ରଖୁଥିଲା ପ୍ରତିବାଦ କରିବା ପରେ ବି । ଏହି କଥା କାହାକୁ କହିଲେ ସେ କଣ କରି ଦେବ ବୋଲି ଧମକ ଦେଉଥିଲା ବୋଲି ନାତୁଣୀ କହିଛି ।

ତେବେ ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଅଜା କୁ ଖୋଜିବାରେ ଲାଗିଛି ପୋଲିସ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *