କରୋନା ପରେ ବଦଳିଯିବ ଗାଁର ନ୍ୟାୟ-ନିଶାପ ବ୍ୟବସ୍ଥା- Malika Bichara

ସମୟ ଯେଉଁ ଭଳି ଭାବରେ ହେଲାଣି କ-ରୋ-ନା ମ-ହା-ମା-ରୀ, ଆଗତ ବିପର୍ଯ୍ୟୟ, ସାମୁଦ୍ରିକ ଝ-ଡ, ଏବେ ବ୍ୟତି ବ୍ୟସ୍ତ ହୋଇଗଲାଣି ଦୁନିଆ । ଅ-କା-ଳ ମୃ-ତ୍ୟୁ ରାତି ଅଧରେ ଦେଖିଲା ବେଳକୁ ଲୋକ ଶ-ବ ପାଲଟି ଯାଉଛନ୍ତି ଲୋକ ।

ଅର୍ଥାତ ଏହି ଭଳି ଭାବରେ ଦେଖିଲା ପରେ ଲାଗୁଛି ଯେମିତି ସଂସାର ସରି ସରି ଆସୁଛି । ତଥାପି ଆପଣଙ୍କୁ ବଞ୍ଚିବାକୁ ହେବ ସଂ-ଘ-ର୍ଷ କରିବାକୁ ହେବ । ଏହା ଗୋଟିଏ ଯୁ-ଧ୍ୟ ଯାତ୍ରା, ଏହି ଯୁ-ଧ୍ୟ-ରେ ଆମେ ନିଶ୍ଚିତ ଜିତିବା ଏଥିରେ ଭରସା ଆଉ ବିଶ୍ବାସ ବହୁତ ରହିଛି ।


ଆଉ କୁହାଯାଏ ମଧ୍ୟ ଏହି ସବୁ ଅନ୍ୟାୟ ଅ-ତ୍ୟା-ଚା-ର ଅର୍ଥାତ ଏହି ମ-ହା-ମା-ରୀ ମାନେ ଏହି ବି-ପ-ଦ-ର ସସୃଷ୍ଟି କର୍ତା ଆମେ ନିଜେ ନୁହଁତ । ଆମେ ପ୍ରକୃତିକୁ ସନମାନ ଦେଉନେ ସେଥି ପାଇଁ ପ୍ରକୃତିକ ବିପର୍ଯ୍ୟୟ । ବାପା ମା ଙ୍କୁ ସନମାନ ଦେଉଣୁ ସେଥି ପାଇଁ ଜୀବନରେ ଦୁଃ-ଖ ଜୀବନରେ ଶାନ୍ତି ନାହିଁ । କୁହାଯାଏ ସମୟ ଏଭଳି ଭାବରେ ବଦଳି ଗଲାଣି ଆଉ ଯେଉଁ ସମୟ ଭିତରେ ଭାବୁଚେ ଆମେ ଯାହା କରୁଚେ ଠିକ କରୁଚେ । କିନ୍ତୁ କୁହାଯାଉଛି ” ବଦଳି ଗଲାଣି ଆମ ସମାଜଟା ବଦଳି ଗଲେଣି ଲୋକ, ପୁଅ ଖାଉଅଛି ମା-ଟି ହା-ଣ୍ଡି ମାଂ-ସ ଆଉ ବାପା ମ-ରୁ ଅଛି ଭୋକେ ।


ସମୟ ଏମିତି ହେଲାଣି ଆମେ ଯେଉଁ ଅ-ନ୍ୟା-ୟ ଅ-ତ୍ୟା-ଚା-ର କରି ଚାଲିଛୁ ଆମେ ଏବେ ତାକୁ ମ-ହା-ମା-ରୀ ସ୍ଵରୂପରେ ଭୋଗୁଚେ । ଏବେତ ବଦଳି ଯିବାର ସମୟ, ସତର୍କ ରହିବାର ସମୟ ଆଉ ଭଗବତ ଦିଗ ଆଡକୁ ବା ଚିନ୍ତନ କରିବାର ସମୟ ଆସିଛି । ଚେତାବନୀ ଦେଉଛି ଏହି ରୋ-ଗ ମାନବ ସମାଜକୁ ହସିକି ଟିକେ ଜୀବନ ବିତାଇବା ପାଇଁ, ଅନ୍ୟ ସହିତ କଥା ହେଲା ବେଳେ ଟିକେ ହସିକି ଖୁଶିର ସହିତ ଟିକେ ସମୟ ବିତା କାରଣ ଜଣା ନାହିଁ କେତେବେଳେ ସେସ ସମୟ ଆସିଯିବ । ଆଉ କେଉଁ ଦେଖାଟି ଜୀବନର ଶେଷ ସମୟ ହୋଇଥିବ ।


ମହାପୁରୁଷ କହିଥିଲେ କ-ଳି-ଯୁ-ଗ-ରେ ସବୁ ପଦ୍ଧତି ବଦଳି ଜୀବ ବୋଲି । ନିସାବ ପଦ୍ଧତି ମଧ୍ୟ ବଦଳି ଜୀବ ଗାଁ ଗାଁ ରେ ଝ-ଗ-ଡା ଝାଟି ହେଲେ ଯେଉଁ ନିଶାବ ହେବ ବା ନିରପେକ୍ଷ ଶାସନ ପଦ୍ଧତି । ନିରପେକ୍ଷ ଶାସନ ପଦ୍ଧତି ପୁରା ସ୍ଵତନ୍ତ୍ର ଭାବରେ ବଦଳି ଜୀବ । କାହିଁକି ନା ମହାପୁରୁଷ ଅଚ୍ୟୁତା ନନ୍ଦା ମାଳୀକାରେ କହିଥିଲେ ଘର ଭଙ୍ଗା ଲୋକ ମାନେ ମୁ-ରବି ହୋଇବେ, ସଭାରେ ବସିବେ ଦାମ୍ଭିକ ଆଉ ଗର୍ବୀ । ଯେଉଁ ମାନେ ପରଘର ଭା-ଙ୍ଗୁ-ଥିବେ ବା ଅ-ନ୍ୟା-ୟ କରୁଥିବା ଲୋକ ମୁ-ର-ବି ହେବେ ଆଉ ଲୋକ ମାନେ ତାଙ୍କୁ ବିଶ୍ବାସ କରିବେ ।

ଆଉ ଯେଉଁ ପଟେ ଧନ ଥିବ ସେଇ ପଟ ଲୋକଙ୍କର ନ୍ୟାୟ ହେବ । ଧନ ଯାହାର ନାହିଁ ତାଙ୍କୁ କେହି ଆଦର କରିବେ ନାହିଁ । ସଭାରେ ଯେଉଁ ଜନ ହା-ରି-ବେ ସଭାରେ ସେଇ ଜନ ଜିତିବ । ଆଉ ସେଥି ପାଇଁ ଯେଉଁ ଭଳି ଅ-ନ୍ୟା-ୟ ଅ-ତ୍ୟା-ଚା-ର ବଢି ଚାଲିଛି ଓ ଯ-ନ୍ତ୍ର-ଣା-ରେ ଛଟପଟ ହେଉଛୁ ସେଥି ପାଇଁ ମହାପୁରୁଷ କହିଥିଲେ ଟିକେ ବଦଳି ଯିବାର ସମୟ ଆସିଛି । ଆଉ ଆମେ ଏହାକୁ କେବେ ହାତ ଛଡା କରିବା ନାହିଁ । ପାଦ ପଦରେ ବି-ପ-ଦ ଆମେ କିଛି ଭୁଲ ବା ଅ-ନ୍ୟା-ୟ କରିବା ପୂର୍ବରୁ ସେଇ କଥାକୁ ସହେ ଥର ଭାବିବା ଉଚିତ ।

Leave a Reply

Your email address will not be published. Required fields are marked *