ବନ୍ଧୁଗଣ ମାର୍ଗଶିର ମାସର ଆରମ୍ଭ ହୋଇ ସାରିଛି । ମାଗଶିରା ମାସର ପ୍ରଥମ ଗୁରୁବାର ଠାରୁ କିଛି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଏହି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ନିଜେ ମା ଲକ୍ଷ୍ମୀ କରିବେ ଧନ ଓ ମାନ ସମାନ ପ୍ରଦାନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ଅଛି । ଏହି ରାଶିଙ୍କର ଅଲଗା ଅଲଗା ମହତ୍ଵ ରହିଥାଏ । ସବୁ ରାଶି ପ୍ରତେକ ବ୍ୟକ୍ତିଙ୍କର ଅଲଗା ହେବା ସହ ସେମାନଙ୍କର ସ୍ଵଭାବ ମଧ୍ୟ ଅଲଗା ହେବାର ଦେଖାଯାଇଥାଏ ।
ଗ୍ରହ ନକ୍ଷତ୍ରର ପରିବର୍ତ୍ତନ ହେଲେ ଏହାର ପ୍ରଭାବ ରାଶି ଉପରେ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ମାଣବସା ଗୁରୁବାରରେ କେଉଁ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ମାର୍ଗଶିର ମାସର ପ୍ରଥମ ଗୁରୁବାର ଅନେକ ଭଲ ପ୍ରଭାବ ନେଇ କରି ଆସୁଛି । ବ୍ୟାପାରୀ ଙ୍କ ପାଇଁ ବହୁତ ଖୁସି ଖବର ଆସିବାର ଅଛି । ମାର୍ଗଶିର ମାସ ପ୍ରଥମ ଗୁରୁବାର ଠାରୁ ଆପଣଙ୍କର ବ୍ୟାପାର ଅନେକ ଗୁଣରେ ବଢିବ । ପୁରୁଣା ଉଧାର ନେଇଥିବା ଟଙ୍କା ଚିନ୍ତାରେ ପକାଇପାରେ । ଆପଣଙ୍କୁ ବହୁତ ଜଲ୍ଦି ଧନ, ମାନ ସମାନ ପ୍ରାପ୍ତି ହେବ ।
ବୃଷ ରାଶି : ମା ଲକ୍ଷ୍ମୀ ଆପଣଙ୍କ ପାଇଁ ଅନେକ ଖୁସି ଖବର ନେଇକି ଆସିଛନ୍ତି । ଆପଣଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ କୃପା କରିବେ । ଭାବିଥିବା କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ । ଅଚାନକ ବହବରେ ଧନ ଲାଭ ହେବ । ଚିନ୍ତାଧାରାରେ ପରିବର୍ତ୍ତନ ହେବ । ସନ୍ତାନକ ଠାରୁ ହୁସି ଖବର ପ୍ରାପ୍ତ ହେବ । ପରିଶ୍ରମ ପୂର୍ବକ କାର୍ଯ୍ୟରେ ବହୁତ ଜଲ୍ଦି ସଫଳତା ପାଇବେ । ମିତ୍ର ଓ ଭାଇଙ୍କ ଠାରୁ ସହଯୋଗ ମିଳିବ ।
ସିଂହ ରାଶି : ମାର୍ଗଶିର ମାସ ଗୁରୁବାର ଠାରୁ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଗୃହରେ ଧନର ଆଗମନ ହେବ । ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତି ହେବ । ଅଟକି ଥିବା ଧନ ମିଳିବ । ମହତ୍ବପୂର୍ଣ୍ଣ କାମ ପୂରଣ ହେବ । ସବୁ କାମରେ ସଫଳତା ପାଇବେ ।
ତୁଳା ରାଶି : ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବାକୁ ଯାଉଛି । ଆତ୍ମବିଶ୍ବାସରେ ବୃଦ୍ଧି ହେବ । ମା ଲକ୍ଷ୍ମୀ ସବୁ କାର୍ଯ୍ୟରେ ସଫଳ କରିବେ । ଚିନ୍ତାଧାରା ଲୋକଙ୍କୁ ପସନ୍ଦ ହେବ । ଗୁପ୍ତ ଧନ ପ୍ରାପ୍ତି ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ ।
କୁମ୍ଭ ରାଶି : ମା ଲକ୍ଷ୍ମୀ ଅନେକ ରାସ୍ତା ଆପଣଙ୍କ ପାଇଁ ଖୋଲିକି ରଖିଛନ୍ତି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ । ଧନର ମାର୍ଗ ଖୋଲିବାକୁ ଯାଉଛି । ଯେଉଁ ମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଦୁଇ ଗୁଣା ଲାଭ ଦେଖିବାକୁ ମିଳିବ । ସମାଜରେ ମାନ ସମାନ ପ୍ରାପ୍ତି ହେବ । ପରିବାରରେ ହସ ଖୁଶିର ବାତାବରଣ ରହିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।