ମଙ୍ଗଳବାର 05 April 2022, ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 3 ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ସ୍ୱାସ୍ଥ୍ୟ ଉପରେ ଧନ ଖର୍ଚ ହେବ । ଆପଣଙ୍କ ପଜେଟିଭ ବ୍ଯବହାର ଲୋକଙ୍କୁ ପ୍ରଭାବିତ କରିବ । କୃଷି କ୍ଷେତ୍ରରେ ଜଡିତ ଲୋକଙ୍କୁ ଧନ ଲାଭ ହେବ । ଆପଣଙ୍କ ଆଜୀବ ବ୍ୟବହାର ଲୋକଙ୍କୁ ଭ୍ରମିତ କରିବ । ଜୀବନ ସାଥି ଜୀବନରେ ଚେଞ୍ଜେସ ଆଣିବାକୁ ଚେଷ୍ଟା କରିବେ । ଭାଇ ଭଉଣୀଙ୍କ ସହିତ ସମୟ ବ୍ଯତୀତ ହେବ ।

ବୃଷ :- ଆଜି ଆପଣ ପ୍ରତି ସ୍ପର୍ଦ୍ଧା କ୍ଷେତ୍ରରେ ଆଗକୁ ବଢିବ । ରହିଯାଇଥିବା କାର୍ଯ୍ୟ ସମ୍ପର୍ଣ ହେବ । କିଏ ଆପଣଙ୍କ ଖିଲାପରେ ସାଜିସ କରିପାରେ । ଏହା ମଧ୍ୟ ସମୟ ଭିତରେ ଆପଣ ଜାଣିଯିବେ । କୌଣସି ଅପ୍ରିୟ ଘଟଣାକୁ ଶୁଣିକି ମନ ଦୁଃଖ ହୋଇପାରେ । ନିଜ ଲୋକଙ୍କ ସହିତ ମନ ମାଳିନ୍ୟ ହୋଇବ । କୌଣସି ନୂଆ ଉଦ୍ୟଗରେ ଜଡିତ ରୁହନ୍ତୁ ନହିଁ ଯେଉଁଥିରେ ବହୁତ ଭାଗୀଦାର ଅଛନ୍ତି । ନିଜ ପ୍ରିୟା ଲୋକଙ୍କ ସହିତ ପର୍ଯ୍ୟାପ୍ତ ସମୟ ବିତାଇବାର ସମ୍ଭାବନା ରହିଛି ।

ମିଥୁନ :- ଯାତ୍ରା କରିବା ପାଇଁ ଦିନ ଆପଣଙ୍କର ଭଲ ରହିବ । ହାସ୍ୟ କଳାକାରଙ୍କ ପାଇଁ ଦିନ ବହୁତ ଭଲ ରହିଛି । ଆପଣଙ୍କୁ ପରିଶ୍ରମ ଜାରି ରଖିବା ଉଚିତ । ପରିବାରରର ଦାୟିତ୍ଵ ବଢିପାରେ । କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ତରଫକୁ ହେବ । ପୁରୁଣା କାମ ଆପଣଙ୍କର ସମାପ୍ତ ହୋଇବ । ଲୋକଙ୍କ ଠାରୁ ଭଲ ସହାୟତା ମିଳିବ ।

କର୍କଟ :- ଆଜି କାହା ସହିତ ମଇତ୍ରିକ ସମ୍ପର୍କ ସ୍ଥାପିତ ହେବ । ଆଉ ଭବିଷ୍ୟତରେ ଆପଣଙ୍କୁ ଲାଭ ମିଳିବ । ଆପଣ ଜିନିଷକୁ ସାମାନ୍ଯ କରିବାକୁ ଚେଷ୍ଟା କରିବେ । କିନ୍ତୁ ଆପଣଙ୍କ ପିଲା ଆପଣଙ୍କ ଖିଲାପରେ ଯିବେ । ବାଣୀର ସୌମତ୍ୟ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି କରିବ । ସ୍ୱାସ୍ଥ୍ୟ ପ୍ରତି ସଚେଟ ରୁହନ୍ତୁ । ଖାଦ୍ଯ ପେୟରେ ସଂଯମତା ରକ୍ଷା କରନ୍ତୁ ।

ସିଂହ :- ଆଜି ଆପଣ ନିଜ ସାଥି ପାଇଁ କିଛି ଖାସ ପ୍ଳାନ କରିବେ । କୌଣସି ଅଲଗା ଲୋକ ଉପରେ କାମକୁ ଥୋପିବା ଦ୍ଵାରା ଆପଣଙ୍କୁ ବଞ୍ଚିତ ରୁହନ୍ତୁ । ନିଜ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ନିଜ କାମର କ୍ରେଡିଟ ମିଳିବ । ନିଜ ଚାକିରି ବଦଲାଇବାର ଏହା ବହୁତ ଭଲ ସମୟ ରହିଛି କାରଣ ଉତ୍କୃଷ୍ଟ ଅବସର ମିଳିବ ।

କନ୍ୟା :- ଆଜି ଆପଣ ନିଜ ସାଥି ସହିତ ବୁଲିବାକୁ ଯିବାର ପ୍ରୋଗ୍ରାମ ବନାଇବେ । ବାଣୀର ସୌମ୍ୟତା ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି କରାଇବା । ସ୍ୱାସ୍ଥ୍ୟ ପ୍ରତି ସଚେଟ ରୁହନ୍ତୁ । ଖାଦ୍ଯ ପେୟରେ ସାବଧାନ ରୁହନ୍ତୁ । ପ୍ରେମୀଙ୍କର ଖରାପ ମୁଡକୁ ଠିକ କରିବା ପାଇଁ ସଫଳ ରହିବାର ଆଶା ରହିଛି । ନିଜ ସମ୍ବନ୍ଧରେ ଆପଣଙ୍କୁ ମଜଭୁତ ଦେଖାଯିବ ।

ତୁଳା :- ଆଜି ଆପଣ କୌଣସି ଜରୁରୀ ପ୍ଲାନିଂ କରିବେ । ଯାତ୍ରା ସମୟରେ ସାବଧାନ ରୁହନ୍ତୁ । ଖାଦ୍ଯ ପେୟରେ ସଂଯମ ରୁହନ୍ତୁ । ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ରହିବ । ଘରେ କୌଣସି ନୂଆ ଦାୟିତ୍ଵ ମିଳିବାର ସମ୍ଭାବନା ରହିଛି । ଚାକିରି କରିଥିବା ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ ।

ବିଛା :- ଆର୍ଥିକ ମାମଲାରେ ସଫଳତା ମିଳିବ ଓ କୌଣସି ପ୍ରିୟଙ୍କ ସହିତ ଦେଖା ଆପଣଙ୍କ ଦିନ ସୁଖମୟ ବାଣୀ ବନିବ । ଆପଣଙ୍କ କ୍ଷମତା ଭରପୁର ରହିଛି ତାକୁ ଠିକ ଭାବରେ ବ୍ୟବାହାର କରନ୍ତୁ । ଅତିରିକ୍ତ ଆଯ ପାଇଁ ନିଜ ସୃଜନାତ୍ମକ ବିଚାରର ସାହାରା ନିଅନ୍ତୁ । ଅଫିସରେ ଆପଣଙ୍କ ସଫଳତା ଦ୍ଵାରା ସହଯୋଗୀ ଚିଡି ପାରନ୍ତି । ଆକର୍ଷକ ପରିଣାମ ଆପଣଙ୍କୁ ମିଳିବ ।

ଧନୁ :- ଆଜି ଆପଣଙ୍କୁ ଭଲ ସ୍ଵାସ୍ଥ୍ୟର ସୌଭାଗ୍ୟ ପ୍ରାପ୍ତ ହେବ । ଆପଣ ବହୁତ ଊର୍ଜାବାନ ଅନୁଭବ କରିବେ । ଆପଣ ବହୁତ ଊର୍ଜାବାନ ଅନୁଭବ କରିବେ । ଏହି ରାଶିର ମହିଳାଙ୍କୁ କୌଣସି ଖୁସି ଖବର ମିଳିବ । ଯଦି ଆଜି ଆପଣ ଯାତ୍ରା କରୁଛନ୍ତିତ ଆପଣଙ୍କୁ ନିଜ ଜିନିଷର ଅତିରିକ୍ତ ସୁରକ୍ଷା କରିବାର ଆବଶ୍ୟକତା ରହିଛି । ବିରୋଧୀ ବା ପ୍ରତି ଦ୍ଵନ୍ଦୀ ନରମ ପଡିବେ ।

ମକର :- ଧାର୍ମିକ ସ୍ଥଳରେ ଆଜି ଆପଣ ଦର୍ଶନ ପାଇଁ ଯାଇ ପାରନ୍ତି । ବ୍ୟବସାୟୀ ଯୋଜନା ଫଳୀଭୂତ ହେବ ଓ ଆପଣଙ୍କୁ ପରିଶ୍ରମ ଅନୁସାରେ ଲାଭ ମିଳିବ । ସାଙ୍ଗ ଓ ସମ୍ପର୍କୀୟଙ୍କ ସହଯୋଗ ଦ୍ଵାରା କୌଣସି ପୁରୁଣା କାମ ପୁରା ହେବ । କୌଣସି ମହିଳାକୁ କଡା କଥା ଚିନ୍ତିତ କରିବ । ନିରାଶ ଅନୁଭବ କରିବେ ।

କୁମ୍ଭ :- ଆଜି ମା ଙ୍କ ସହିତ ଅଳ୍ପ ସମୟ ବିତାଇବେ । ବିଦେଶୀ କାରୋବର ସହିତ ଜଡିତ ଲୋକ ଭଲ ଲାଭ ମିଳିବ । ସାମାଜିକ ସ୍ତରରେ ଆପଣଙ୍କ ସନମାନ ବଢିବ । ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ସଫଳତା ମିଳିବ । ଅଫିସରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ଏମିତି ଲୋକଙ୍କ ଠୁ ଦୂରରେ ରୁହନ୍ତୁ ଜର ଖରାପ ଅଭ୍ଯାସ ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇବ ।

ମୀନ :- ଆଜିର ଦିନର ଆରମ୍ଭ ଆନନ୍ଦ ପୂରକ ରହିବ । କୌଣସି ପ୍ରକାର ବିପରୀତ ଘଟଣା ଘଟିତ ହେବ । ରୋଜଗାର ଦିଗରେ ସଫଳତା ମିଳିବ । ଜାରି କରିଥିବା ପ୍ରୟାସ ସଫଳ ହେବ । ଶାରୀରିକ ଅଶ୍ଵସ୍ଥତା ଓ ମାନସିକ ବ୍ୟଗ୍ରତାର ଅନୁଭବ ହେବ । ଆଜି କାନୁନି ମାମଲାରେ ଦୂରରେ ରହିବା ଅଧିକ ଭଲ ହେବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *