ମଙ୍ଗଳବାର 06 ଏପ୍ରିଲ 2021- ବଜରଙ୍ଗବଲୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି  ଆପଣଙ୍କୁ ନିଜର ପ୍ରତିଭାର ଲାଭ ମିଳିବ ଓ ଆପଣଙ୍କ ପରିଚୟ ବନିବ । ଆପଣଙ୍କ ଆର୍ଥିକ ସ୍ଥିତି ଅନୁକୂଳ ରହିବ, ଆପଣ ଅତ୍ୟଧିକ ପରିଶ୍ରମୀ ଓ ଆପଣଙ୍କୁ ଆପଣଙ୍କ ପରିଶ୍ରମର ପୁରା ଫଳ ପ୍ରାପ୍ତ ହେବ । ଆଜି ଘରେ ରୋଷେଇର ମଜା ନିଅନ୍ତୁ । ଆଜି କୌଣସି ବଡ ନିସ୍ପତି ଭାବିଛିନ୍ତି ନିଅନ୍ତୁ । ମନୋରଞ୍ଜନ କାର୍ଯ୍ୟ ଉପରେ ଖର୍ଚ ହେବ । ନୂଆ ଯୋଜନା ଲାଭ ହେବ ।

ବୃଷ :- ବିଦେଶୀ ସମ୍ପର୍କ ଦ୍ଵାରା ଲାଭ ସମ୍ଭବ ହୋଇବ । ପରିଜନଙ୍କ ଠାରୁ ଶୁଭ ସମ୍ବାଦ ମିଳିବ । ଆତ୍ମ ସନମାନ ବଢିବ, ଶତ୍ରୁ ପରାସ୍ତ ହେବେ । ଆପଣଙ୍କ ନ୍ଯାଯ ଲୋକ ଆପଣଙ୍କ ବିରୁଦ୍ଧରେ ଷଡଜନ୍ତ୍ର ରଚିବେ । କାର୍ଯ୍ୟକୁ ନେଇକି ଆପଣଙ୍କ ଦାୟିତ୍ଵ ବଢିବ, ଯାହାକୁ ନେଇ ପ୍ରସ୍ତୁତ ରହିବାକୁ ହେବ । ଶିକ୍ଷା କ୍ଷେତ୍ରରେ ଜଡିତ ଲୋକଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ବିବାଦରୁ ଦୂରେଇ ରୁହନ୍ତୁ ।

ମିଥୁନ :- ଯଦି କୌଣସି ନୂଆ କାର୍ଯ୍ୟ ବା ରୋଜଗାର ଆଦି ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ଆବଶ୍ଯ କରନ୍ତୁ । ଆଧ୍ୟାତ୍ମିକ ସୁଖ ଏବଂ ଶାନ୍ତିର ବାତାବରଣ ବନିବ । ପିଲାଙ୍କ ବିବାହର ଚିନ୍ତା ରହିବ । ଆପଣଙ୍କ ହାତରେ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ହେବ । ସ୍ନେହୀ ଓ ମିତ୍ରଙ୍କୁ ମିଳିବା ଦ୍ଵାରା ଆନନ୍ଦିତ ହେବେ । ପ୍ରେମ ଜୀବନରେ କିଛି ଅସୁବିଧା ଆସିପାରେ । କାମ ପାଇଁ କିଛି ଦିନ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ ।

କର୍କଟ :- ଆପଣ ନିଜ ସ୍ଵପଙ୍କୁ ସାକାର କରିବା ପାଇଁ ତାଙ୍କୁ ଉଶ୍ଚାହିତ କରିବାର ଆବଶ୍ୟକ ରହିଛି । ଆପଣ ନିଜର ଭାବନା ଉପରେ ଟିକେ କାବୁ ରଖିବାର ଆବଶ୍ୟକ ରହିଛି । ଏହା ସହିତ ଅନାବଶ୍ୟକ ଜିନିଷ ଉପରେ ଖର୍ଚ କରନ୍ତୁ ନହିଁ । ଏଥିରେ ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ରହିବ । ବେସୀ ଭାବିଲେ ଆପଣ କ୍ଷତିରେ ପଡ଼ିପାରନ୍ତି । ରହିଥିବା ବଡ କାମ ପୁରା ହେବାର ଯୋଗ ରହିଛି ।

ସିଂହ :- ଭାଗ୍ୟ ସିଂହ ରାଶିର ଲୋକଙ୍କ ଉପରେ ବହୁତ ଦୟା କରିବ । ନିଜ ବ୍ୟବହାର ଦ୍ଵାରା ସବୁ ଅଧିକାରୀଙ୍କ ହୃଦୟ ଜିତିବେ । ଜୀବନ ସାଥିର ଚିନ୍ତା ରହିବ । ଯେଉଁ ଲୋକ ନୂଆ ଚାକିରି ପାଇଁ ପ୍ରୟାସ ରତ ଅଛନ୍ତି ତାଙ୍କୁ ନିଜର ନେଟୱର୍କ ଠିକ ରଖିବାର ଆବଶ୍ୟକ ରହିଛି । ବେରୋଜଗାରି ଠିକ ହୋଇପାରିବ ଚେଷ୍ଟା କରନ୍ତୁ । ସନ୍ତାନର ଧ୍ୟାନ ରଖନ୍ତୁ । କୌଣସି ଅପରିଚିତ ବ୍ୟକ୍ତି ଉପରେ ଅଧିକ ଭରସା କରନ୍ତୁ ନହିଁ । ଭରସା କରିବା ଦ୍ଵାରା କ୍ଷତି ହୋଇପାରେ ।

କନ୍ୟା :- ଆଜି ଆପଣଙ୍କୁ ବ୍ୟବସାୟ ସଫଳତା ମିଳିବ । ଭାଗ୍ୟ କମଜୋର ହେବା ଦ୍ଵାରା କିଛି ମହତ୍ଵ ପୂର୍ଣ କାମ ଅଟକି ପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ କିନ୍ତୁ ପ୍ରେମ ଜୀବନ ବଞ୍ଚୁଥିବା ଲୋକ ମାନଙ୍କ ପାଇଁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ସକାରାତ୍ମକ ଚିନ୍ତା ଧାରା ଦ୍ଵାରା ସମସ୍ୟାରୁ ନିଯାତ ମିଳିପାରେ ।

ତୁଳା :- ଘର ପରିବାର ଲୋକଙ୍କ ସହିତ କୌଣସି ଛୋଟ ଯାତ୍ରାରେ ଯାଇପାରନ୍ତି । କିଛି ଲୋକଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ । ହଠାତ ଧନ ଲାଭର ଯୋଗ ବନୁଛି । କୌଣସି ଗୁରୁତ୍ବପୂର୍ଣ କାମ କରିବାକୁ ଭୁଲିପାରନ୍ତି । ସମ୍ପତିରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ନୂଆ ସମ୍ପତିକୁ ନେଇ ନିବେଶ କରିପାରନ୍ତି ।

ବିଛା :- ବ୍ୟାପାର କ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା କାରଣରୁ ମାନସିକ ଚିନ୍ତା ଆସିପାରେ । ଆୟ ଓ ସମ୍ପତି ପାଇଁ ଶୁଭ ଦିନ ଅଟେ । ବ୍ୟାପାରୀ ମାନଙ୍କୁ ରହିଯାଇଥିବା ପଇସା ମିଳିବ । ପିତା ତଥା ପୁରୁଷ ବର୍ଗଙ୍କ ଠୁ ଲାଭ ମିଳିବ । ପୁରୁଣା ସାଙ୍ଗଙ୍କଠୁ ଲାଭ ମିଳିବ । ଆର୍ଥିକ ଲାଭ ଓ ପରିବାରରେ ଆନନ୍ଦ ରହିବ । ପତି ପତ୍ନୀ ଭିତରେ ମଧୁର ସମ୍ବନ୍ଧ ସ୍ଥାପିତ ହେବ । ଆପଣଙ୍କ କାମର ତାରିଫ ହେବ ।

ଧନୁ :- ଆଜି ଆପଣ କାନୁନି ମାମଲାରେ ଫସିକି ରହିବେ । ଆପଣଙ୍କ ପରିବାର ପାଇଁ ଆପଣ ସବୁକିଛି କରିବେ ସାରଦିନ ନିଜ ପରିବାର ପାଇଁ ବିତାଇବେ । ଏହା ଦ୍ଵାରା ଆପଣଙ୍କ ପରିବାର ବହୁତ ଖୁସି ହେବ । କିଛି କାମରେ ଆତ୍ମ ବିଶ୍ବାସର କମି ରହିବ । ଦାମ୍ପତ୍ୟ ଜୀବନ ପାଇଁ ଦିନ ସାମାନ୍ଯ ରହିବ । ବ୍ୟବସାୟ କରିବା ଲୋକ ନୂଆ ବିଜନେସ କରିବା ପାଇଁ ଯୋଜନା କରିପାରନ୍ତି ।

ମକର:- ଆଜି ବ୍ୟସ୍ତତାରେ କ୍ଷତି ହୋଇପାରେ । ପାରିବାରିକ ଦୁଃଖ ହୋଇପାରେ । ସୁରକ୍ଷିତ ଭବିଷ୍ୟ ପାଇଁ ଆପଣଙ୍କୁ ନିଜ ବଜେଟକୁ ବୁଦ୍ଧି ଦ୍ଵାରା ପ୍ରବନ୍ଧିତ  କରିବାର ଆବଶ୍ୟକତା  ରହିଛି  । ଦୁଃଖ ସମାଚାର ମିଳିପାରେ । ଅପେକ୍ଷା କୃତ କାର୍ଯ୍ୟରେ ବିଳମ୍ବ ହେବାରୁ ଚିନ୍ତା ହୋଇବ । ହଠାତ କୌଣସି ବଡ ଖର୍ଚ ହୋଇପାରେ । ବୈବାହିକ ଜୀବନକୁ ନେଇ ସ୍ଥିତି ସାମାନ୍ଯ ରହିବ ।

କୁମ୍ଭ :- ଚାକିରି କରିଥିବା ଲୋକଙ୍କ ପାଇଁ ଏହି ଦିନ ସାମାନ୍ଯ ରହିବ । ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ । ଆପଣ ନିଜ ସଫଳତା ପାଇଁ କୌଣସି ନୂଆ ଉପାୟ ଖୋଲିବାର ଦେଖା ଦେବ । ଯାତ୍ରା ମନୋରଞ୍ଜକ ରହିବ । ମନପସନ୍ଦ ଭୋଜନର ଆନନ୍ଦ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ବର୍ଗ ସଫଳତା ପ୍ରାପ୍ତ କରିବେ । ଏହି ରାଶିର ଛାତ୍ରଙ୍କ ପାଇଁ ଦିନ ବହୁତ ଭଲ ଅଟେ । ଆପଣଙ୍କୁ କ୍ଯାରିଅରରେ ଆଗକୁ ବଢିବାର ସୁଯୋଗ ମିଳିବ ।

ମୀନ :- ଆଜି ଆପଣଙ୍କ ମନରେ ହତାସ ଭାବନା ଆସିବା ଦ୍ଵାରା ମନ ଅସ୍ଵସ୍ଥ ରହିବ । ଆପଣ ପିଲାମାନଙ୍କ ସହିତ ବହୁତ ଭଲ ସମୟ ବ୍ଯତୀତ କରିବେ, ସେଥିଲାଗି ଆପଣଙ୍କୁ ବହୁତ ଭଲ ଅନୁଭବ ହେବ । ସାବଧାନ ରୁହନ୍ତୁ । ବେରୋଜଗାର ଦୂର କରିବାରେ ସଫଳ ରହିବେ । କିଛି ନୂଆ ପଢିବାର ମନେ କରିବ, କୌଣସି ପୁରୁଣା ବହି ଉଠାଇ ପଢା ଆରମ୍ଭ କରିବେ । ଦାମ୍ପତ୍ୟ ଜୀବନ ପାଇ ଆଜିର ଦିନ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *