ଦରମା ଟଙ୍କା ଘରକୁ ପଠାଇ କଞ୍ଚା ପିଆଜ ଓ ରସୁଣ ଲଗାଇ ଭାତ ଖାଉଛନ୍ତି ସିକ୍ୟୁରିଟି ଗାର୍ଡ

ଦୁନିଆରେ ଗରିବଠୁ ଆଉ କିଛି ନହିଁ, ଗରିବ ଜୀବନ ବହୁତ କଷ୍ଟକର ହୋଇଥାଏ । ଗରିବ ଜୀବନ ବହୁତ ତୁଛ ହୋଇଥାଏ, ଅଭାବ ଅନାଟନ ଓ ଗରିବୀ ଯୋଗୁ ଦେଶରେ ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ରହୁଛନ୍ତି । ଗରିବ ତୁଳନାରେ ମାଲେସିଆ ସମ୍ପନ୍ନ ଦେଶ । ସେଠାରେ ମଧ୍ୟ ବହୁତ ଗରିବ ଲୋକ ଅଛନ୍ତି ଯେଉଁମାନେ ବହୁତ ଅଭାବ ଅନାଟନାରେ ଜୀବନ ଜାପନ କରୁଛନ୍ତି । ଲୋକମାନେ ଦିନକୁ ଦୁଇ ମୁଠା ଖାଇବାକୁ ବି ପାଉ ନାହାନ୍ତି ।

ନିକଟରେ ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁ ଜୀବ । ଏହି ଭାଇରାଲ ବିଡିଓ ହେଉଛନ୍ତି ଜଣେ ସିକ୍ଯୁରିଟି ଗାର୍ଡ ନଜର ଆସିଛନ୍ତି । ସେ ଭାଇରାଲ ବିଡିଓରେ ସେ ପିଆଜ, ରସୁଣ ଓ ପଖାଳ ଖାଉଥିବାର ଦେଖାଯାଉଛନ୍ତି । ଭାରତରେ  ଲୁଣ ପିଆଜ କିମ୍ବା ଆଚାର ଲଗାଇ ଭାତ ଖାଇବା  ଏହା ଗୋଟେ ସାଧାରଣ କଥା ହୋଇଥାଏ । କିନ୍ତୁ ମାଲେସିଆ ଭଳି ଜାଗାରେ ଏହିଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ଏହା ସାମାନ୍ଯ କଥା ନୁହେଁ । ମାଲେସିଆରେ ମଧ୍ୟ ଏମିତି ଗୋଟେ ଘଟଣା ଦେଖିବାକୁ ମିଳିଛି ।

ଏହି ଭାଇରାଲ ଭିଡିଓରେ ସିକ୍ଯୁରିଟି ଗାର୍ଡଙ୍କ ଭିଡିଓ ତାଙ୍କର ଜଣେ ସାଙ୍ଗ ଏପିଡ଼ ଲିଡ ଫେସ ବୂକରେ ପୋଷ୍ଟ କରିଥିଲେ । ସଙ୍ଗେ ସଙ୍ଗେ ଏହି ବିଡିଓ ଭାଇରାଲ ହୋଇଯାଇଥିଲା । ତାଙ୍କର ଜଣେ ସାଙ୍ଗ କହିଛନ୍ତି ସେ ବହୁତ ବଡ ପରିଶ୍ରମୀ ଲୋକ ଅଟନ୍ତି । ସେ ତାଙ୍କ ଦରମାରେ ଅଧିକ ଅଂଶ ନିଜ ପରିବାରକୁ ପଠାଇ ଦେଉଥିଲେ । ତାଙ୍କ ପାଖରେ ଯାହା ଦରମା ସେ କେବଳ ଭାତ ପାଇଁ ହିଁ ଖର୍ଚ କରୁଥିଲେ । ସେ କହିଛନ୍ତି କି ତାଙ୍କ ସାଙ୍ଗ ସେତିକି ଦରମା  ଯେତିକି ତାଙ୍କ ସାଙ୍ଗ ମାନେ ପାଆନ୍ତି   କିନ୍ତୁ ସେ ଭାତ ପିଆଜ ଓ ରସୁଣ ଲଗାଇ ଭାତ ଖାଇ ଥାନ୍ତି କେବଳ ନିଜ ପରିବାର ପାଇଁ ସେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି ।

ନିଜ ଦରମାର ବଡ ଅଂଶ ନିଜ ପରିବାରକୁ ପଠାଇ ଦେଉଥିଲେ । ଆଉ ଏହିଭଳି ଭାବରେ ଜୀବନ ବିତାଇ ଥାନ୍ତି । ସେ ତାଙ୍କ ସାଙ୍ଗ ପାଇଁ ଏହି ଭିଡିଓ ସେୟାର କରି କହିଛନ୍ତିକି ଦିନେ ସବୁ କିଛି ଠିକ ହୋଇବ ବୋଲି ଆଶା କରିଛନ୍ତି । ଏହି ଭିଡିଓ ପୋଷ୍ଟ କରିବା ପରେ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି, ବହୁତ ଲୋକ ଏହି ଭିଡିଓରେ ନିଜ ପ୍ରତିକ୍ରିୟା ରଖିଛନ୍ତି । 6 ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ସେୟାର କରିଛନ୍ତି ଭିଡିଓ କେଉଁ  ଜାଗାର ତାହା ସ୍ପଷ୍ଟ ହୋଇନହିଁ କିନ୍ତୁ କୁହାଯାଉଚିକି ଏହା ମାଲେସିଆର ବୋ

Leave a Reply

Your email address will not be published. Required fields are marked *