ମଣିଷ ନୁହେଁ ସାପ ସହିତ କଲେ ବିବାହ, ଏଭଳି ଆଶ୍ଚର୍ଯ୍ୟ କର ବିବାହ ପଛର ରହସ୍ୟ ଜାଣି ଚକିତ ରହିଯିବେ ଆପଣ

ପୁରୁଷ ଓ ନାରୀ ମଧ୍ୟରେ ବିବାହ ହୋଇଥାଏ ବୋଲି ଏହା ଆପଣମାନେ ସମସ୍ତେ ଜାଣିଛନ୍ତି । କିନ୍ତୁ କେବେ ଶୁଣିଛନ୍ତି କି ଗୋଟିଏ ଝିଅ ଗୋଟିଏ ସାପକୁ ବିବାହ କରିଛି । ଏତିକି ନୁହେଁ ସାପକୁ ବିବାହ କରିବା ସହ ତାହା ସହ ସୁଖୀ ଜୀବନ ଜାପାନ ମଧ୍ୟ କରୁଛି । ଏହା ଶୁଣିବାକୁ ଅଜବ ଲାଗିବ କିନ୍ତୁ ଏହା ସତ ଅଟେ । କହିବାକୁ ଗଲେ ଓଡିଶାରେ ଏହିଭଳି ଘଟଣା ଘଟିଛି ।

ଏହି ଝିଅର ନାଁ ବିମଳା ଅଟେ । ଯିଏକି ଗୋଟିଏ ସାପକୁ ବାହା ହୋଇଛି ଓ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହା ପ୍ରେମ ବିବାହ ନୁହେଁ, ଏହା ଆରେଞ୍ଜ ମ୍ୟାରେଜ ଅଟେ । କହିବାକୁ ଗଲେ କିଛି ଦିନ ତଳେ ତାଙ୍କ ଘରୁ ଗୋଟିଏ ସାପ ବାହାରିଥିଲା । ଯାହାକୁ ସେ ଘରୁ ବାହାର ନ କରି ଦେଇ ତାକୁ ନିଜ ପାଖରେ ରଖିଲେ । ଏହା ପରେ ଧୀରେ ଧୀରେ ସେହି ସାପ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଲା ।

ଶେଷରେ ସେ ନିଷ୍ପତି ନେଲେ କି ସେ ଏହି ସାପକୁ ହିଁ ବିବାହ କରିବେ । ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ କି ସମସ୍ତେ ବିଭିନ୍ନ ପ୍ରକାରର ପଶୁ ଓ ପକ୍ଷୀକୁ ଘରେ ପାଳିଥାନ୍ତି । କିନ୍ତୁ ଏଠି ମାମଲା ଟିକେ ଭିନ୍ନ ଅଛି । ଅର୍ଥାତ ଏହି ମହିଳା ଜଣକ ସାପକୁ ନିଜର ସ୍ଵାମୀ ରୂପରେ ଗ୍ରହଣ କରିଛନ୍ତି । ଆଉ ଏକ ଅଜବ କଥା ହେଉଛି କି ସାପ ମଧ୍ୟ ଏହି ମହିଳାର ପ୍ରେମ ଓ ଭାବନାକୁ ବୋଧେ ହୁଏ ବୁଝି ପାରିଛି ।

କାରଣ ସାପ ମହିଳାକୁ କୌଣସି ବି ପ୍ରକାରର ଆଘାତ କରୁ ନାହିଁ । କହିବାକୁ ଗଲେ ମହିଳାର ଜୀବନରେ ସବୁକିଛି ଠିକ ଅଛି ତଥାପି ତାଙ୍କର ଏହିଭଳି ନିଷ୍ପତି ବିଷୟରେ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏତିକି ନୁହେଁ ଯେମିତି ହିନ୍ଦୁ ପରମ୍ପରାରେ ବିବାହ କରାଯାଏ ଠିକ ସେହିଭଳି ମହିଳା ଜଣକ ବ୍ରାହ୍ମଣ ରୀତିନୀତିରେ ଓ ସମସ୍ତ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି ।

ଏତିକି ନୁହେଁ ବିବାହ ମଣ୍ଡପରେ ସାତ ଥର ଫେରା ବି ନେଇଛନ୍ତି ଏହି ମହିଳା ଓ ସାପ । ଥରେ ଚିନ୍ତା କରି ଦେଖନ୍ତୁ ଯେତେବେଳେ ବିବାହ ମଣ୍ଡପରେ ସାପ ଓ ମହିଳା ଜଣକ ସାତ ଫେରା ନେଉଥିବେ । ତେବେ ସେହି ଦୃଶ୍ୟ କେତେ ହାସ୍ୟକାର ହୋଇଥିବ । ବିବାହ ତ ହୋଇଗଲା କିନ୍ତୁ ବର୍ତ୍ତମାନ ଘର ଚଳାଇବା ପାଇଁ ଟଙ୍କା ରୋଜଗାର କିଏ କରିବ ।

କିଏ ବାହାରକୁ ଯାଇ ସମସ୍ତ ଜିନିଷ ପତ୍ର କିଣି ଆଣିବ । ଯଦି କେବେ ସାପ ଅନ୍ୟ କେଉଁ ସ୍ଥାନକୁ ଚାଲିଯିବ ତେବେ ଝିଅ ଜଣକ କଣ କରିବେ । ଏହିଭଳି ବହୁତ କିଛି ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ । କିନ୍ତୁ ବର୍ତ୍ତମାନ ଏହି ଝିଅ ଓ ସାପ ହିଁ ଜାଣିଛି କି ସେମାନେ ନିଜର ଜୀବନକୁ କେମିତି ବିତାଇବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *