ଦେଖନ୍ତୁ Video: ମିଡିଆ ସାମ୍ନାରେ Varsha ଙ୍କ ବିଷୟରେ କିଛି ଏମିତି କହିଲେ Anubhab, ଯାହା ହେଉଛି ଏବେ ଭାଇରାଲ

ବନ୍ଧୁଗଣ, ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା “ଅନୁଭବ” ଏବଂ ବର୍ଷା ଙ୍କ ବି-ବା-ଦ ସ-ମ୍ବ-ନ୍ଧରେ ଆପଣ ମାନେ ବେଶ ଭଲ ଭାବରେ ପରିଚିତ । ବର୍ତ୍ତମାନ ଉଭୟ ମି-ଡି-ଆ ରେ ବହୁତ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କେଉଁ ବି-ବା-ଦ କୁ ନେଇ ଚର୍ଚ୍ଚା । ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ଯେଉଁ ବି-ବା-ଦ ଥିଲା ତାହା ବର୍ତ୍ତମାନ ନୂଆ ମୋଡ ନେଇଅଛି ।

ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସ-ମ୍ବ-ନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂପର୍କ ରଖୁ ନଥିଲେ ଏହା ଛଡା ସେ ଅନୁଭ ଙ୍କୁ ମାନସିକ ନି-ର୍ଯା-ତ-ନା ଦେଉଥିଲେ ।

କୋର୍ଟ ରେ ପହଞ୍ଚିବା ପରେ ମି-ଡି-ଆ ଭାଇ ମାନେ ସାଂସଦ ତଥା ଅଭିନେତା “ଅନୁଭବ ମହାନ୍ତି” ଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ । ମାତ୍ର ଅନୁଭବ ମହାନ୍ତି ତାହା ଦେଖି କହିଲେ,- “ଥାଉ ଥାଉ କଣ କହିବି ? ପର୍ଶନାଲ ମ୍ୟାଟର ଆଜ୍ଞା କଣ କହିବି ? ମି-ଡି-ଆ ଭାଇ ମାନେ ପଚାରିଥିଲେ ଆଜି ବାରବାଟୀ ଷ୍ଟାଡିୟମ ଯାଇ ନାହାନ୍ତି ? ଅନୁଭବ କହିଲେ ଯେ, ଆଜି ମୁଁ ବାରବାଟୀ ଷ୍ଟାଡିୟମ ଯାଇ ନାହିଁ । ଆପଣ ମାନଙ୍କୁ ଦେଖା କରିବାକୁ ଏଠିକୁ ଆସିଆଛି । ପୁନର୍ବାର ତାଙ୍କୁ ପଚରା ହେଲା ଆଜି କାଉନ୍ସଲେସନ ଥିଲା କଣ ହେଲା ?

ତେବେ ତାଙ୍କ ଓକିଲ ଙ୍କ ଅନୁସାରେ ଆଜି ଯେତେବେଳେ କାଉନ୍ସିଲିଂ ରିପୋର୍ଟ ରେ ହସ୍ତାକ୍ଷର କରିବା ପାଇଁ ଯେତେବେଳେ ବର୍ଷା ଙ୍କୁ କୁହାଗଲା ସେତେବେଳେ ସେ ସିଧାସଳଖ ମନା କରି ଦେଇଥିଲେ ଏବଂ ତାଙ୍କର କାଉନ୍ସିଲିଂ ଉପରେ କୌଣସି ବିଶ୍ୱାସ ନାହିଁ ବୋଲି ଅଭଦ୍ର ଭାବରେ କହିଥିଲେ ତେଣୁ ସେମାନେ ଏହି କାଉନ୍ସିଲିଂ ପ୍ରୋସେସ କୁ ବନ୍ଦ କରିବା ପାଇଁ ଏକ ମେମୋ ମଧ୍ୟ ଫାଇଲ କରିଛନ୍ତି ।

ତେବେ କାଉନସିଲର ମୁଖ୍ୟ ଙ୍କ ଅନୁସାରେ ସେମାନେ ୯ ତାରିଖରେ ଦୁହେଁ ଆସିଥିଲେ ଏବଂ ଅଧା କାଉନ୍ସିଲିଂ ହୋଇଥିଲା ଏବଂ ଆଜି ଆସିବା ପାଇଁ ନିର୍ଦେଶ ଦିଆ ଯାଇଥିଲା ତେବେ ଦୁହେଁ ଆଜି ମଧ୍ୟ ଆସିଛନ୍ତି ।

ଦୁହିଁଙ୍କ ଭିତରେ କିପରି ସମସ୍ତ ଝ-ଗ-ଡା ଏବଂ ବାଦ ବି-ବା-ଦ କୁ ଏଡାଇ କିପରି ଦୁହେଁ ଭଲ ଭାବରେ ରହିବେ ଏବଂ ନୂତନ ଜୀଵନ ର ଆରମ୍ଭ କରିବେ ତାହା ହେଉଛି କାଉନ୍ସିଲିଂ ର କାର୍ଯ୍ୟ ଏବଂ ଦୁହିଁଙ୍କ ଭିତରେ ଅନେକ ଆଲୋଚନା ମିମାଂସା ମଧ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *