ମଣିଷ ଜୀବନ ଦୁଇଟି ଚକା ଉପରେ ଚାଲିଥାଏ ତେବେ ଗୋଟେ ଚକ ଦୁଃଖ ର ହୋଇଥାଏ ଆଉ ଆର ଚକ ସୁଖ ର ହୋଇଥାଏ । ମଣିଷ ଜୀବନରେ ଦୁଃଖ ଆସିଲେ ସେ ନିଜ କର୍ମ ବିଷୟରେ ଚିନ୍ତା କରିଥାଏ ଆଉ ଏହା ବିଚାର କରିଥାଏ ଯେ କେଉଁ ଭୁଲ ପାଇଁ ତାକୁ ଏହି ଦଣ୍ଡ ମିଳିଛି କିନ୍ତୁ ଯେତେବେଳେ ସୁଖ ଆସିଥାଏ ସେତେବେଳେ କେହି ବିଚାର କରନ୍ତି ନାହିଁ ଯେ କେଉଁ କର୍ମ ପାଇଁ ତାଙ୍କୁ ଏହି ସୁଖ ମିଳିଛି । ତେବେ ଭଲ ସମୟ ହେଉ ବା ଖରାପ ସବୁ କେବେ ନା କେବେ ସମାପ୍ତ ହୋଇଥାଏ ଆଉ ତା ପରେ ତା ଓଲଟା ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଗୋପନୀୟ ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଭଗବାନ ନିଜେ ନିଜ ଭକ୍ତ ମାନଙ୍କୁ ଦେଇଥାନ୍ତି ।
୧. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଘରୁ ବାହାରିବା ସମୟରେ ବା ରାସ୍ତାରେ ଯଦି ଆପଣଙ୍କୁ ହସୁଥିବା ଛୁଆ ଦେଖା ଯାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର ସୁହଖ ପ୍ରାପ୍ତି ହବ ।
୨. ଯଦି ସକାଳେ ଉଠିବା ପରେ ଆପଣଙ୍କ ମନ ବହୁତ ଖୁସି ଅଛି ଆଉ ଆପଣ ତାହାର କାରଣ ଜାଣି ନାହାନ୍ତି ତଥାପି ଆପଣଙ୍କ ଜୀବନରେ ଏହି ଘଟି ଚାଲିଛି ଆଉ ଆପଣଙ୍କୁ ନିଜ ଚେହେରା ଆଗରୁ ବହୁତ ଭଲ ଲାଗୁଛି ତେବେ ଏହାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର ବହୁତ ବଡ ସଫଳତା ମିଳିବାକୁ ଯାଉଛି ।
୩. ଯଦି ହଟାତ ଆପଣଙ୍କ ଘର ଅନ୍ୟ ସଦସ୍ୟ ଆପଣଙ୍କୁ ଟଙ୍କା ଦେଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଅଟକିଥିବା କାର୍ଯ୍ୟ ବହୁତ ଶୀଘ୍ର ପୂର୍ଣ୍ଣ ହବ ଆଉ ଆପଣଙ୍କ ଆର୍ଥିକ ସମସ୍ଯା ଏବେ ଦୂର ହବାକୁ ଯାଉଛି ।
୪. ଯଦି ଆପଣ କିଛି କାମ ପାଇଁ ଘରୁ ବାହାରିଛନ୍ତି ଆଉ ରାସ୍ତାରେ ଆପଣଙ୍କୁ ମାଟି ହାଣ୍ଡି ପାଣି ବା କ୍ଷୀର ଦ୍ଵାରା ଫୁଲ ହୋଇଥିବାର ଦେଖା ଯାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ମିଳିବ ଆପଣ ଯାହା ଚାହୁଞ୍ଚନ୍ତି ତାହା ନିଶ୍ଚିନ୍ତ ହବ ।
୫. ଯଦି ନାପଣଙ୍କ ଘର ଆଖ ପାଖରେ ବିଲେଇ ବା ବିରାଡି ନିଜ ଛୁଆଙ୍କୁ ଜନ୍ମ ଦେଇଥାଏ ତେବେ ଏହା ବହୁତ ବଡ ଶୁଭ ସଂକେତ ହୋଇଥାଏ ଆପଣଙ୍କ ଜୀବନ ସବୁ ଦୁଃଖ ବହୁତ ଶୀଘ୍ର ସମାପ୍ତ ହବ ଆଉ ଆପଣଙ୍କୁ ନିଜ ଜୀବନରେ ତାହା ମିଳିବ ଯାହା ପାଇଁ ଆପଣ କଠିନ ପରିଶ୍ରମ କରୁଛନ୍ତି ।