Top 7 ଧନୀ ସିରିଏଲ ହିରୋଇନ କିଏ?

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଓଡିଆ ସିରିଏଲ ଦୁନିଆ ଦର୍ଶକ ମାନଙ୍କ ମନ ବେସ ଭଲ ଭାବରେ କିଣିଥାଏ । ଆଜିକା ସମୟରେ ମଧ୍ୟ ଲୋକ ଚଳଚିତ୍ର ଦେଖୁ ନାହାନ୍ତି କିନ୍ତୁ ସିରିଏଲ ସମୟ ହେଲେ ମା ଭଉଣୀ ମାନେ କାହାକୁ ଦେଖୁ ନାହାନ୍ତି କିଏ କଣ କହୁଛି । ତେବେ ଆଜି ଆମେ ଆପଣଙ୍କୁ ଏହି ସିରିଏଲ ଅଭିନେତ୍ରୀ ମାନଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ କଣ ଆପଣ ଜାଣିଛନ୍ତି ଏହି ଅଭିନେତ୍ରୀ ମାନଙ୍କ ମୂଳ ସମ୍ପତି କେତେ ଅଟେ । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ।

ସିମ୍ରନ :

ସେ ନିଜ ସିରିଏଲରେ ବହୁତ ଭଲ ଅଭିନୟ କରିଥିଲେ ତାଙ୍କ କଳା ଆଉ ସୁନ୍ଦରତା ଦର୍ଶକ ମାନଙ୍କ ମନ କିଣି ନେଇଥିଲା ତାଙ୍କ ପୁରା ସମ୍ପତ୍ତି ର ମୂଲ୍ୟ ୫୦ ଲକ୍ଷ୍ୟ ଅଟେ ।

ଶୁଭଶ୍ରୀ :

ଆପଣ ମାନେ ଶୁଭଶ୍ରୀଙ୍କୁ ” ସାବିତ୍ରୀ ” ସିରିଏଲରେ ମୁଖ୍ୟ ନାଇକା ଭାବରେ କାମ କରୁଥିବାର ନିଶ୍ଚିନ୍ତ ଦେଖିଥିବେ ତେବେ ତାଙ୍କ ପୁରା ସମ୍ପତ୍ତି ମୂଲ୍ୟ ୬୫ ଲକ୍ଷ୍ୟ ଟଙ୍କା ଅଟେ ।

ସୁପ୍ରଭାବ :

ଆପଣ ମାନେ ” କୁଆଁରୀ କନ୍ୟା ” ସିରିଏଲରେ ସୁପ୍ରଭାଙ୍କୁ ଦେଖିବାକୁ ପାଇଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆଉ ସେ ବହୁତ ଛାଗଳାମି ମଧ୍ୟ କରନ୍ତି ତାଙ୍କ ପୁରା ସମ୍ପତ୍ତି ୭୦ ଲକ୍ଷ୍ୟ ଟଙ୍କା ଅଟେ ।

ରଞ୍ଜିତା :

ରଞ୍ଜିତା ରଜ କ୍ଵିନ ମାଧ୍ୟମରେ ଚଳଚିତ୍ର ଦୁନିଆକୁ ଆସିଥିଲେ ଆଉ ବର୍ତମାନ ତାରା ତାରିଣୀ ସିରିଏଲରେ ସାଇଡ ହିରୋଇନ ଭାବରେ କାମ କରୁଛନ୍ତି ତାଙ୍କ ସମ୍ପତ୍ତି ମୂଲ୍ୟ ୮୦ ଲକ୍ଷ୍ୟ ଟଙ୍କା ଅଟେ ।

ପ୍ରିୟାଙ୍କା ରଥ :

ଆପଣ ମାନେ ପ୍ରିୟଙ୍କାଙ୍କୁ କୁଆଁରୀ ବହୁ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ନିଶ୍ଚିନ୍ତ ଦେଖିଥିବେ ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ପୁରା ସମ୍ପତ୍ତି କେତେ ଯଦି ଜାଣି ନାହାନ୍ତି ତେବେ ସୂନୀ ରଖନ୍ତୁ ତାଙ୍କ ପୁରା ସମ୍ପତ୍ତି ୨ କୋଟି ୩୦ ଲକ୍ଷ୍ୟ ଟଙ୍କା ଅଟେ ।

ଲୋପା ମୁଦ୍ରା :

ଆପଣ ମାନେ ଲୋପା ମୁଦ୍ରାଙ୍କୁ ନୂଆ ବହୁ ସିରିଏଲରେ ବହୁତ ଭଲ ଅଭିନୟ କରୁଥିବାର ଦେଖିଥିବେ ସେ ବହୁତ ଭଲ ମଜା କରନ୍ତି । ତେବେ ତାଙ୍କ ପୁରା ସମ୍ପତ୍ତି ମୂଲ୍ୟ ୨ କୋଟି ୫୦ ଲକ୍ଷ୍ୟ ଟଙ୍କା ଅଟେ ।

ଅର୍ପିତା :

ଅର୍ପିତାଙ୍କୁ ଆପଣ ମାନେ ଦୂର୍ଗା ସିରିଏଲରେ ମୁଖ୍ୟ ନାଇକା ଭାବେ କାମ କରୁଥିବାର ଦେଖିଥିବେ ଏହା ଛଡା ତାଙ୍କ ସ୍ବାମୀଙ୍କ ଜିମ ସେଣ୍ଟର ଅଛି ଯାହା ଦ୍ଵାରା ତାଙ୍କୁ ବହୁତ ଭଲ ଇନ୍କମ ହୁଏ ତେବେ କଣ ଆପଣ ଜାଣିଛନ୍ତି ଅର୍ପିତାଙ୍କ ୪ କୋଟି ୫୦ଲକ୍ଷ୍ୟ ଟଙ୍କାର ସମ୍ପତ୍ତି ଅଛି ।

Leave a Reply

Your email address will not be published. Required fields are marked *