ଭଗବାନ ଶ୍ରୀ କୃଷ୍ଣ ନାରୀଙ୍କ ବିଷୟରେ କହିଛନ୍ତି ଏହି 5ଟି କଥା, ଯାହା ଅଟେ ମହାସତ୍ୟ-Vastu Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଶାସ୍ତ୍ର ରେ ନାରୀ ମାନଙ୍କ ଵିଷୟ ରେ କିଛି ତଥ୍ୟ ଦେଇଛନ୍ତି । ଏହି ସବୁ କଥା ସମ୍ପୂର୍ଣ୍ଣ ସତ୍ୟ ମଧ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ସେହି ଵିଷୟରେ ସମ୍ପୂର୍ଣ୍ଣ କଥା । ଭଗବାନ ଶ୍ରୀକୃଷ୍ଣ ନାରୀ ମାନଙ୍କ ଵିଷୟ ରେ କିଛି ଖରାପ କଥା କହିଛନ୍ତି କିନ୍ତୁ ଆଜିର ସମାଜ ରେ ତାହା ସତରେ ହିଁ ହେଉଛି । ଯେଉଁ ନାରୀ ନିଜର ସ୍ୱାମୀ ବଞ୍ଚିଥିବା ସମୟ ରେ ଅନ୍ୟ କୌଣସି ପୁରୁଷ ସହିତ ସମ୍ପର୍କ ରଖିଥାଏ ସେହି ନାରୀ ସମାଜ ରେ ଅପବିତ୍ର ନାରୀ ବୋଲି କୁହାଯାଇଥାଏ ।

ସେହିପରି ନାରୀ ଙ୍କୁ ସମାଜ ରେ କେବେ ମଧ୍ୟ ଉଚ୍ଚ ସ୍ଥାନ ଦିଆଯାଇ ନ ଥାଏ । ଯେଉଁ ନାରୀ ନିଜ କଥା ବାର୍ତ୍ତା ରେ ସଂଯମତା ରକ୍ଷା କରି ପାରନ୍ତି ନାହିଁ । ସେମାନେ ଘର ପାଇଁ ଅଶୁଭ ଅଟନ୍ତି ଏବଂ ଅଶୁଭ ମହିଳା ଘରକୁ କେବେ ବି ସୁଖ ସମୃଦ୍ଧି ଆଣି ପାରନ୍ତି ନାହିଁ । ଯେଉଁ ମହିଳା ସମସ୍ତ ଙ୍କ ସହିତ ମଧୁର ବଚ୍ଚନ ରେ କଥା ହୁଏ ଓ ସମସ୍ତ ଙ୍କ ପ୍ରତି ଭଲ ଆଚରଣ କରିଥାଏ ସେହିପରି ନାରୀ ଘର କୁ ସ୍ୱର୍ଗ ବନାଇ ଦେଇଥାଏ । ବନ୍ଧୁଗଣ ରାବଣ ଜଣେ ରାକ୍ଷସ ହେଲେ ମଧ୍ୟ ସେ ଜଣେ ମହାନ ପଣ୍ଡିତ ଥିଲେ । ସେ ମଧ୍ୟ ଏହିପରି ନାରୀ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି ।

ବନ୍ଧୁଗଣ ରାବଣ କହିଛନ୍ତି ନାରୀ ମାନେ ବହୁତ ସ୍ୱାର୍ଥପର ଓ ଲୋଭୀ ସ୍ଵଭାଵ ର ହୋଇଥାନ୍ତି । ଏମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବହୁତ ତଳକୁ ଖସି ଯାଇପାରନ୍ତି । ଏମିତି କି ଆମେ ଅତି ନିଜର ଲୋକ କୁ ଧୋକା ମଧ୍ୟ ଦେଇପାରନ୍ତି । ନାରୀ ମାନେ ବହୁତ ଲୋଭି ହୋଇଥାନ୍ତି । ଏମାନେ ଯେଉଁ ଜିନିଷ ଉପରେ ଲୋଭ ପ୍ରକାଶ କରିଥାନ୍ତି ସେହି ଜିନିଷ କୁ ଯେ କୌଣସି ଉପାୟ ରେ ହାସଲ କରିଥାନ୍ତି । ରାବଣ ଆହୁରି ମଧ୍ୟ କହିଛନ୍ତି ଯେ ନାରୀ ମାନେ ଯେ କୌଣସି ମୁହୂର୍ତ୍ତରେ ନିଜ କଥା ରୁ ଓହରି ଯାଇଥାନ୍ତି ।

ଏପରିକି ନାରୀ ମାନେ କେବେ ମଧ୍ୟ ସତ୍ୟ କହି ନ ଥାନ୍ତି । ନାରୀ ମାନେ ଜଣଙ୍କ କଥା କୁ ନେଇ ଅନ୍ୟ ଜଣଙ୍କ ଆଗରେ କହିଦେଇଥାନ୍ତି । ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ଝଗଡା ଲାଗିଥାଏ । ତେଣୁ ରାବଣଙ୍କ କଥା ଅନୁସା ରେ କୌଣସି ନାରୀ ଙ୍କୁ ଅତି ସହଜ ରେ ବିଶ୍ୱାସ କରିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *