‘ବାବା ଏସା ବର ଢୁଣ୍ଡୋ’ ସିରିଏଲରେ କାମ କରିକି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ Juhi Aslam ଆଜି ଦେଖାଯାଉଛନ୍ତି ଏମିତି

ଆପଣ ଏହି ସିରିଏଲତ ଦେଖିଥିବେ ଏହି କାହାଣୀ ଭାରତୀ ନାମରେ ଆଧାରିତ ତ୍ଜିଲା ଯିଏ ଉଚତାରେ ଛୋଟ ଥିଲା । ତାର ବିବାହରେ ବହୁତ ଅସୁବିଧା ହେଉଥିଲା  । ତାର ଉଚତା ଛୋଟ ଥିଲା କିନ୍ତୁ ତାର ସ୍ଵପ୍ନ ବହୁତ ବଡ ଥିଲା । ସେ ଏଠାରେ ପରମାଣିତ କରିଛି ବ୍ଯକ୍ତିର ଉଚତା କୌଣସି ମାଇନେ ରଖିନଥାଏ ତାର କାବିଲିୟତ ଗୁରୁତ୍ଵ ପୂର୍ଣ ହୋଇଥାଏ । ଏହି ଚରିତ୍ରକୁ ଯେଉଁ ଭାରତୀ ନିଭାଇଛି । ସେ ତାଙ୍କ ଚରିତ୍ରକୁ ବହୁତ ଭଲ ଭାବରେ ପରଦାରେ ନିଭାଇ ବହୁତ ପ୍ରସିଦ୍ଧ ହୋଇଥିଲେ । ଲୋକ ତାଙ୍କର ଅସଲି ନାମ ଭୁଲିକି ଭାରତୀ ନାମରେ ଜାଣିଥିଲେ ।


ଭାରତୀ ଚରିତ୍ରରେ ନିଭାଇଥିବା ଏହି ଅଭିନେତ୍ରୀ କଣ କରୁଛି କେଉଁଠି ଅଛନ୍ତି ଆଉ କେମିତି ଦେଖାଯାଉଛନ୍ତି । ବାବା ଏସା ବର ଢୁଣ୍ଡୋ’ ର ଭାରତୀଙ୍କ ଅସଲି ନାମ ଜୁହୀ ଅସଲମ ଅଟେ । ତାଙ୍କର ଜନ୍ମ ୮ ଅକ୍ଟୋବର ୧୯୯୦ ରେ ଉତ୍ତର ପ୍ରଦେଶରେ ହୋଇଥିଲା । ତାଙ୍କର ପାଠ ପଢା ଗୋଟେ ସରକାରୀ ସ୍କୁଲରେ ହୋଇଥିଲା । ୟୁପି ବ୍ଯାଚଲର ଡିଗ୍ରୀ ହାସଲ କରିଥିଲେ । ଯଦି ଆମେ ତାଙ୍କର ଷ୍ଟ୍ରଗଲ କ୍ଯାରିଅରର ଆରମ୍ଭରୁ ସେ ମାତ୍ର ସାଢେ ତିନି ଫୁଟ । ଏହା ଭିତରେ ପାଖ ପଡୋଶୀ ଲୋକ ତାଙ୍କର ବହୁତ ମଜାକ ଉଡାଉଥିଲେ ।


ସେଠିପିନ ସେହି ଲୋକଙ୍କୁ ଦେଖାଇବା ପାଇଁ ସେ ଡାକ୍ତର ହେବାକୁ ଚାହୁଁ ଥିଲେ । ଶେଠୀ ପାଇଁ ସେ ବିଏ ସି ପଢୁଥିଲେ କିନ୍ତୁ ଭାଗ୍ୟରେ ଅଲଗା କିଛି ଥିଲା । ଏହି ସିରିଏଲର କାଷ୍ଟିଙ୍ଗ କୋଡିନେଟର କଲେଜ ବାହାରେ ଦେଖିଥିଲେ ଆଉ ତାଙ୍କ ପାଖକୁ ଯାଇଥିଲେ । ସେ ତାଙ୍କୁ ନିଜ ସୋରେ ଅଭିନୟ କରିବା କଥା ପଚାରିଥିଲେ, କିନ୍ତୁ ପ୍ରଥମେ ତାଙ୍କୁ ମଜାକ ଲାଗିଥିଲା କାରଣ ଏହା ପୂର୍ବରୁ ବହୁତ ଲୋକ ତାଙ୍କର ମଜାକ ବନାଇ ସାରିଥିଲେ । ଯେତେବେଳେ ଏହି ସିରିଏଲର କଷ୍ଟିଙ୍ଗ କୋଡିନେଟର ତାଙ୍କ ଘର ପର୍ଯ୍ୟନ୍ତ ଯାଇ ଘର ଲୋକଙ୍କ ସହିତ କଥା ହୋଇଥିଲେ ଆଉ ତାଙ୍କୁ ବିଶ୍ଵାସ ଦେଇଥିଲେ ସେ ତାଙ୍କ ସହିତ ମଜାକ କରୁ ନାହାନ୍ତି ।


ସେ କହିଥିଲେ ଆମେ ଗୋଟେ ସିରିଏଲ କରୁଛୁ’ ବାବା ଏସା ବର ଢୁଣ୍ଡୋ ‘ ଆମେ ଯେମିତି ଝିଅ ଖୋଜୁଥିଲୁ ଆପଣ ପୁରା ସେମିତି । ଏହା ସୂନୀ ସେ ଆଉ ତାଙ୍କ ଘରର ଲୋକ ପୁରା ମାନିଯାଇଥିଲେ । ଯେବେ ଏହି ସୋର ଶୁଟିଙ୍ଗ ହୋଇଥିଲା, କିଛି ଏପିସୋଦ ଟିଭିରେ ଟେଲିକାଷ୍ଟ କରଯାଇଥିଲାତ  ଦର୍ଶକ ମାନେ ଏହି ସିରିଏଲକୁ ବହୁତ ପସନ୍ଦ କରିଥିଲେ । ସେ ତାଙ୍କ ଭାରତୀ ନାମ ଚରିତ୍ର ପାଇଁ ବହୁତ ପ୍ରସିଦ୍ଧ  ହୋଇଥିଲେ । ସେ ଏହି ସିରିଏଲରେ ଅଭିନେତା ବିକ୍ରାନ୍ତ ମେଷୀଙ୍କ ସହ କାମ କରିଥିଲେ । ଆଉ ଦର୍ଶକ ମାନେ ତାଙ୍କର ଏହି ଯୋଡିକି ବହୁତ ପସନ୍ଦ କରିଥିଲେ । ତାଙ୍କର ଲୋକପ୍ରିୟତାକୁ ଦେଖି ଆହୁରି ବହୁତ ଅଫର ମଧ୍ୟ ତାଙ୍କୁ ମିଳିଥିଲା ।


ସେ ବହୁତ ସିରିଏଲରେ ମଧ୍ୟ କାମ କରିଛନ୍ତି ଯେମିତିକି ”କୁବୁଲ ହେ ”, ଯୋଦ୍ଧା ଆକବର, ଆଉ ‘ୱାରିଅର ହାଇ’ ଏମଟିଭି ଜଣେ ଛାତ୍ର ଭୂମିକାରେ ମଧ୍ୟ କାମ କରିଛନ୍ତି । ଠିକ ଚରିତ୍ର ନମିଳିବାରୁ ସେ ଟିଭି ଇଣ୍ଡଷ୍ଟ୍ରିକୁ ଛାଡିବା ପାଇଁ ନିସ୍ପତି ନେଇଥିଲେ । ୨୦୧୮ ରେ ଗୋଟେ ସୋ ‘ବଡି ବୋହୁ’ ରେ ଅଭିନୟ କରିଥିବା ଦେଖାଦେଇଥିଲେ । ତାପରେ ସେ ଛାଡି ଦେଇଥିଲେ ଆଉ ତାଙ୍କର ପିଲା ଦିନର ସାଙ୍ଗ କରିମ ସହିତ ବିବାହ କରିଥିଲେ ।ତାଙ୍କର ଗୋଟେ ପୁଅ ମଧ୍ୟ ହୋଇଛି ।  ଆଜି ସେ ବହୁତ ବଦଳି ଯାଇଛନ୍ତି ତାଙ୍କର ବୟସ ଏବେ ୩୨ ବର୍ଷ ଅଟେ । ପୂର୍ବରୁ ଅଧିକ ସୁନ୍ଦର ଦେଖାଯାଉଛନ୍ତି ।

Leave a Reply

Your email address will not be published. Required fields are marked *