ସ୍ତ୍ରୀକୁ ବାପା- ମା’ଠାରୁ ବି ଅଧିକ ଭଲ ପାଆନ୍ତି ଏହି 2 ନାମର ପୁରୁଷ- Jyotisha Shastra

ବନ୍ଧୁଗଣ, ପ୍ରତ୍ୟକ ଝିଅ ନିଜ ବୈବାହିକ ଜୀବନକୁ ନେଇ ଅନେକ ସ୍ଵୋପ୍ନ ଦେଖିଥାନ୍ତି । ନିଜ ମନ ପସନ୍ଦର ଜୀବନସାଥି ମିଳିଲେ ସେମାନଙ୍କ ଆନନ୍ଦର ଖୁସି ରହିନଥାଏ । ଝିଅମାନେ ସର୍ବଦା ମନରେ ଭବିଥାନ୍ତି ଯେ, ତାଙ୍କ ସ୍ଵାମୀ ତାଙ୍କର ସମସ୍ତ ପରିସ୍ଥିତି ରେ ପାଦରେ ପାଦ ମିଶାଇ ଚାଲିଥାଉ, ଏହା ସହିତ ସମସ୍ତ କଠିନ ରୁ କଠିନ ପରିସ୍ଥିତି ତଥା ସମସ୍ଯା ରେ ତାଙ୍କ ସ୍ଵାମୀ ତାଙ୍କ ସହିତ ଛିଡା ହୋଇ ସେହି ସମସ୍ଯା ରୁ ତାଙ୍କୁ ବାହାର କରି ଆଣନ୍ତୁ । ମାତ୍ର କେତେକ କ୍ଷେତ୍ରରେ ଆମେ ଯାହା ଚିନ୍ତା କରିଥାଉ ସେହିଭଳି ହୋଇନଥାଏ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ୨ ଟି ବିଶେଷ ନାମ ଥିବା ପୁରୁଷ ଙ୍କ ସମ୍ବନ୍ଧରେ ଜଣେଇବାକୁ ଯାଉଛୁ, ଯେଉଁମାନେ ନିଜ ପତ୍ନୀ ଙ୍କୁ ନିଜ ମାତା ପିତାଙ୍କ ଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି । ଆସନ୍ତୁ ଏବେ ଜାଣିବା ସେହି ୨ ଟି ବିଶେଷ ପୁରୁଷଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- “A” ;- ଏହି ନାମ ର ପୁରୁଷ ମାନେ ହୃଦୟରୁ ବହୁତ ଉତ୍ତମ ହୋଇଥାନ୍ତି । ଏହା ସହିତ ଏମାନେ ନିଜ ପତ୍ନୀଙ୍କର ନିଜଠାରୁ ଅଧିକ ଧ୍ୟାନ ରଖିଥାନ୍ତି । ଏମାନେ ନିଜ ପତ୍ନୀ ପାଇଁ ସଦା ସର୍ବଦା ତତତ୍ପର ହୋଇଥାନ୍ତି । ତାଙ୍କୁ କୌଣସି ପ୍ରକାରର ଅସୁବିଧା ର ସମୁଖୀନ ହେବାକୁ ଦିଅନ୍ତି ନାହିଁ । ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କ ଉପରେ ଅତ୍ୟଧିକ ବିଶ୍ଵାସ କରିଥାନ୍ତି । ବନ୍ଧୁଗଣ “A” ନାମର ପତ୍ନୀ ମଧ୍ୟ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ ।

ଏହି ନାମର ପୁରୁଷ ନିଜ ପତ୍ନୀ ଙ୍କୁ ନେଇ ବହୁତ ଇମାନ୍ଦାର ହୋଇଥାନ୍ତି । ଏହି କ୍ଷେତ୍ରରେ ଉଭୟଙ୍କ ସମ୍ପର୍କ ବହୁତ ନିବିଡ ହୋଇଥାଏ । ବନ୍ଧୁଗଣ ସମ୍ପର୍କ ଅତ୍ୟଧିକ ନିବିଡ ହେବା କାରଣରୁ ଉଭୟ ପତି-ପତ୍ନୀ କେବେ ଅଲଗା ହୋଇନଥାନ୍ତି । ବନ୍ଧୁଗଣ ଏହା ସତ୍ୟ ଅଟେ ଯେ, ଏମାନେ ନିଜ ମାତା-ପିତାଙ୍କ ଠାରୁ ନିଜ ପତ୍ନୀ ଙ୍କୁ ଅତ୍ୟଧିକ ପ୍ରେମ କରିଥାନ୍ତି ।

 

୨- “D” ;- ବନ୍ଧୁଗଣ ଏହି ନାମର ପୁରୁଷ ମାନେ, ମଧ୍ୟ ନିଜ ପତ୍ନୀ ଙ୍କର ସମସ୍ତ ଆବଶ୍ୟକ ର ଧ୍ୟାନ ରଖିଥାନ୍ତି । ଏମାନେ ନିଜ ପତନୀଙ୍କୁ ସବୁ ପ୍ରକାର ର ଖୁସି ଦେବା ପାଇଁ ପ୍ରୟାସ କରିଥାନ୍ତି । ଏହା ସହିତ ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ପତ୍ନୀ ଙ୍କୁ କୌଣସି କାର୍ଯ୍ୟ କରିବାକୁ ମନା କରିନଥାନ୍ତି । ବନ୍ଧୁଗଣ ଏହି ନାମର ପୁରୁଷ ମାନଙ୍କର ସ୍ଵୋଭାବ ବହୁତ ଶାନ୍ତ ଏବଂ ସରଳ ପ୍ରକୃତିର ହୋଇଥାଏ, ଏଥିପାଇଁ ଏମାନେ ଅତି ସହଜରେ ନିଜ ପତ୍ନୀଙ୍କର ସମସ୍ତ କଥା ଉପରେ ବିଶ୍ଵାସ କରିଥାନ୍ତି ।

ବନ୍ଧୁଗଣ ଏହା ସହିତ ଏମାନଙ୍କ ଘରେ ସୁଖ ସୁବିଧା ର କୌଣସି ଅଭାବ ହୋଇନଥାଏ । ତେଣୁ ଏମାନଙ୍କ ପତ୍ନୀ ତାଙ୍କ ଗୃହରେ ମହଲର ରାଣୀ ଭଳି ରାଜ କରିଥାନ୍ତି । ବନ୍ଧୁଗଣ ଏହାଥିଲା ୨ ଟି ଭାଗ୍ୟଶାଳୀ ଉତ୍ତମ ସ୍ଵୋଭାବର ପୁରୁଷ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଯେଉଁମାନେ କି ନିଜ ପତ୍ନୀଙ୍କୁ ଅତ୍ୟଧିକ ଭଲ ପାଇଥାନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି ପସନ୍ଦ ଆସିଥାଏ, ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *