ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।
୧- ମଣିଷ ଶରୀରରେ କେତୋଟି ହାଡ ରହିଛି ?
ଉତ୍ତର- ୨୦୬
୨- ମଣିଷ ଶରୀରରେ କେତୋଟି ବୃକକ ଥାଏ ?
ଉତ୍ତର- ୨ଟି
୩- ମଣିଷ ଶରୀରର କାନର ହାଡ ସଂଖ୍ୟା କେତୋଟି ?
ଉତ୍ତର- ୬ଟି
୪- ମଣିଷ ଛାତିର ହାଡ ସଂଖ୍ୟା କେତୋଟି ?
ଉତ୍ତର- ୨୫ଟି
୫- ମଣିଷ ଶରୀରରେ ଥିବା ବୃହତ୍ତମ ଗ୍ରନ୍ଥି କଣ ?
ଉତ୍ତର- ଯକୃତ
୬- ମଣିଷର ପ୍ରତି ମିନିଟରେ କେତେ ଥର ହୃତସ୍ପନ୍ଦନ ହୁଏ ?
ଉତ୍ତର- ୭୨ଥର
୭- ମଣିଷ ଶରୀରରେ କେତୋଟି ଫୁସଫୁସ ଥାଏ ?
ଉତ୍ତର- ୨ଟି
୮- ମଣିଷ ଶରୀରରେ ଥିବା ଯକୃତ ସଂଖ୍ୟା କେତେ ?
ଉତ୍ତର- ୧ଟି
୯- ମଣିଷ ମୁହଁର ହାଡ ସ୍ନାକ୍ଷ କେତେ ?
ଉତ୍ତର- ୧୪ଟି
୧୦- ମଣିଷର ସାଧାରଣ ରକ୍ତଚାପ କେତେ ମିମୀ ?
ଉତ୍ତର- ୧୨୦/୮୦ମିମୀ
୧୧- ଜଣେ ବ୍ୟକ୍ତି କେତେ ଘଣ୍ଟା ଶୋଇବା ଦରକାର ?
ଉତ୍ତର- ୬ରୁ ୮ ଘଣ୍ଟା
୧୨- ଜନ୍ମ ସମୟରେ ଶିଶୁର ହାଡର ସଂଖ୍ୟା କେତେ ଥାଏ ?
ଉତ୍ତର- ୩୦୦ଟି
୧୩- ମଣିଷ ଦେହରେ ଥିବା ଲୁଣରେ ଜଣେ କେତେ ଦିନ ଚାଲିପାରିବ ?
ଉତ୍ତର- ୭୫ଦିନ
୧୪- ପାକସ୍ଥଳିରେ ଖାଦ୍ୟ ହଜମ ହେବାକୁ କେତେ ସମୟ ନେଇଥାଏ ?
ଉତ୍ତର- ୩ରୁ ୬ ଘଣ୍ଟା
୧୫- ମଣିଷର ଜୀବନ କେଉଁଠି ଥାଏ ?
ଉତ୍ତର- ରକ୍ତରେ
୧୬- ଖାଦ୍ୟନଳୀର ଲମ୍ବ କେତେ ଫୁଟ ?
ଉତ୍ତର- ୨ଫୁଟ
୧୭- ପାକସ୍ଥଳୀର ଲମ୍ବ କେତେ ଫୁଟ ?
ଉତ୍ତର- ୧ଫୁଟ
୧୮- ମଣିଷର କ୍ଷୁଦ୍ରାନ୍ତର ଲମ୍ବ କେତେ ଫୁଟ ?
ଉତ୍ତର- ୨୩ଫୁଟ
୧୯- ମହିଳାଙ୍କ ମସ୍ତିସ୍କର ଓଜନ କେତେ ?
ଉତ୍ତର- ୯୦୦ଗ୍ରାମ
୨୦- ପୁରୁଷଙ୍କର ମସ୍ତିସ୍କର ଓଜନ କେତେ ?
ଉତ୍ତର- ୧.୪ କିଲୋଗ୍ରାମ
୨୧- ମଣିଷ ଦେହର ଲୌହରୁ କେତେ ବଡ କଣ୍ଟା ହେବ ?
ଉତ୍ତର- ୩ଇଞ୍ଚ
୨୨- କାହା ଦ୍ଵାରା ରକ୍ତ ଜୀବନ୍ତ ହୁଏ ?
ଉତ୍ତର- ହିମୋଗ୍ଲୋବିନ
୨୩- କେଉଁ ଗ୍ରୁପ ରକ୍ତ ସବୁଠାରେ ମିସିଥାଏ ?
ଉତ୍ତର- O ଗ୍ରୁପ
୨୪- କାହା ଅଭାବରେ ରକ୍ତହୀନତା ହୁଏ ?
ଉତ୍ତର- ଲୌହ
୨୫- ଥରକୁ ହୃତପିଣ୍ଡ କେରେ ରକ୍ତ ପମ୍ପ କରେ ?
ଉତ୍ତର- ୭୦ଗ୍ରାମ
୨୬- ମଣିଷ ଦେହରେ ଥିବା ଫୁସଫୁସରେ କେତୋଟି ଦିଆସିଲି ସମ୍ଭବ ?
ଉତ୍ତର-୬ଟି
୨୭- ହାଡର ପ୍ରଧାନ ଉପାଦାନ କଣ ?
ଉତ୍ତର- କ୍ୟାଲସିୟମ
୨୮- ମଣିଷ ଶରୀରର କେତେ ତାପମାତ୍ରା ଶରୀର ପାଇଁ ଭଲ ?
ଉତ୍ତର- ୩୧ଡିଗ୍ରୀ ସେଲିସିୟସ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।