ମଣିଷ ମୁହଁର ହାଡ ସଂଖ୍ୟା କେତେ ? କଣ ଆପଣ ଜାଣିଛନ୍ତି ମଣିଷ ଶରୀରକୁ ନେଇ ଏହି ସବୁ ପ୍ରଶ୍ନର ଉତ୍ତର… ଦେଖନ୍ତୁ 25+GK Quiz About Human Body

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ମଣିଷ ଶରୀରରେ କେତୋଟି ହାଡ ରହିଛି ?

ଉତ୍ତର- ୨୦୬

୨- ମଣିଷ ଶରୀରରେ କେତୋଟି ବୃକକ ଥାଏ ?

ଉତ୍ତର- ୨ଟି

୩- ମଣିଷ ଶରୀରର କାନର ହାଡ ସଂଖ୍ୟା କେତୋଟି ?

ଉତ୍ତର- ୬ଟି

୪- ମଣିଷ ଛାତିର ହାଡ ସଂଖ୍ୟା କେତୋଟି ?

ଉତ୍ତର- ୨୫ଟି

୫- ମଣିଷ ଶରୀରରେ ଥିବା ବୃହତ୍ତମ ଗ୍ରନ୍ଥି କଣ ?

ଉତ୍ତର- ଯକୃତ

୬- ମଣିଷର ପ୍ରତି ମିନିଟରେ କେତେ ଥର ହୃତସ୍ପନ୍ଦନ ହୁଏ ?

ଉତ୍ତର- ୭୨ଥର

୭- ମଣିଷ ଶରୀରରେ କେତୋଟି ଫୁସଫୁସ ଥାଏ ?

ଉତ୍ତର- ୨ଟି

୮- ମଣିଷ ଶରୀରରେ ଥିବା ଯକୃତ ସଂଖ୍ୟା କେତେ ?

ଉତ୍ତର- ୧ଟି

୯- ମଣିଷ ମୁହଁର ହାଡ ସ୍ନାକ୍ଷ କେତେ ?

ଉତ୍ତର- ୧୪ଟି

୧୦- ମଣିଷର ସାଧାରଣ ରକ୍ତଚାପ କେତେ ମିମୀ ?

ଉତ୍ତର- ୧୨୦/୮୦ମିମୀ

୧୧- ଜଣେ ବ୍ୟକ୍ତି କେତେ ଘଣ୍ଟା ଶୋଇବା ଦରକାର ?

ଉତ୍ତର- ୬ରୁ ୮ ଘଣ୍ଟା

୧୨- ଜନ୍ମ ସମୟରେ ଶିଶୁର ହାଡର ସଂଖ୍ୟା କେତେ ଥାଏ ?

ଉତ୍ତର- ୩୦୦ଟି

୧୩- ମଣିଷ ଦେହରେ ଥିବା ଲୁଣରେ ଜଣେ କେତେ ଦିନ ଚାଲିପାରିବ ?

ଉତ୍ତର- ୭୫ଦିନ

୧୪- ପାକସ୍ଥଳିରେ ଖାଦ୍ୟ ହଜମ ହେବାକୁ କେତେ ସମୟ ନେଇଥାଏ ?

ଉତ୍ତର- ୩ରୁ ୬ ଘଣ୍ଟା

୧୫- ମଣିଷର ଜୀବନ କେଉଁଠି ଥାଏ ?

ଉତ୍ତର- ରକ୍ତରେ

୧୬- ଖାଦ୍ୟନଳୀର ଲମ୍ବ କେତେ ଫୁଟ ?

ଉତ୍ତର- ୨ଫୁଟ

୧୭- ପାକସ୍ଥଳୀର ଲମ୍ବ କେତେ ଫୁଟ ?

ଉତ୍ତର- ୧ଫୁଟ

୧୮- ମଣିଷର କ୍ଷୁଦ୍ରାନ୍ତର ଲମ୍ବ କେତେ ଫୁଟ ?

ଉତ୍ତର- ୨୩ଫୁଟ

୧୯- ମହିଳାଙ୍କ ମସ୍ତିସ୍କର ଓଜନ କେତେ ?

ଉତ୍ତର- ୯୦୦ଗ୍ରାମ

୨୦- ପୁରୁଷଙ୍କର ମସ୍ତିସ୍କର ଓଜନ କେତେ ?

ଉତ୍ତର- ୧.୪ କିଲୋଗ୍ରାମ

୨୧- ମଣିଷ ଦେହର ଲୌହରୁ କେତେ ବଡ କଣ୍ଟା ହେବ ?

ଉତ୍ତର- ୩ଇଞ୍ଚ

୨୨- କାହା ଦ୍ଵାରା ରକ୍ତ ଜୀବନ୍ତ ହୁଏ ?

ଉତ୍ତର- ହିମୋଗ୍ଲୋବିନ

୨୩- କେଉଁ ଗ୍ରୁପ ରକ୍ତ ସବୁଠାରେ ମିସିଥାଏ ?

ଉତ୍ତର- O ଗ୍ରୁପ

୨୪- କାହା ଅଭାବରେ ରକ୍ତହୀନତା ହୁଏ ?

ଉତ୍ତର- ଲୌହ

୨୫- ଥରକୁ ହୃତପିଣ୍ଡ କେରେ ରକ୍ତ ପମ୍ପ କରେ ?

ଉତ୍ତର- ୭୦ଗ୍ରାମ

୨୬- ମଣିଷ ଦେହରେ ଥିବା ଫୁସଫୁସରେ କେତୋଟି ଦିଆସିଲି ସମ୍ଭବ ?

ଉତ୍ତର-୬ଟି

୨୭- ହାଡର ପ୍ରଧାନ ଉପାଦାନ କଣ ?

ଉତ୍ତର- କ୍ୟାଲସିୟମ

୨୮- ମଣିଷ ଶରୀରର କେତେ ତାପମାତ୍ରା ଶରୀର ପାଇଁ  ଭଲ ?

ଉତ୍ତର- ୩୧ଡିଗ୍ରୀ ସେଲିସିୟସ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *