ଦୀର୍ଘ 600 ବର୍ଷ ପରେ ରାହୁ-କେତୁ ହେଲେ ଖୁସି, ଏହି 5ଟି ରାଶି ହେବେ ମାଲାମାଲ 

ବନ୍ଧୁଗଣ ମଣିଷ ଜୀବନରେ ଯାହା ବି ପରିବର୍ତ୍ତନ ହୋଇଥାଏ ତାହାର ମୁଖ୍ୟ କାରଣ ଗ୍ରହ ହୋଇଥାଏ । କାରଣ ଗ୍ରହର ଚାଳନ ଦ୍ଵାରା ଆମ ଜୀବନରେ ତାହାର ପ୍ରଭାବ ପଡିଥାଏ । ଏହି ପ୍ରକାରରେ ଏକ ସଂଯୋଗ ହେବାକୁ ଯାଉଛି ଯାହା ଫଳରେ କିଛି ରାଶିଙ୍କୁ ଲାଭ ମିଳିବାକୁ ଯାଉଛି । ଦୀର୍ଘ ୬୦୦ ବର୍ଷ ପରେ ରାହୁ-କେତୁ ଖୁସି ହୋଇଛନ୍ତି ଯାହା ଫଳରେ ୫ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଏହି ୨ଟି ଗ୍ରହଙ୍କର କିଛି ଅସ୍ତିତ୍ଵ ନାହି ଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ଯେଉଁ ମାନଙ୍କର ରାହୁ-କେତୁଙ୍କ ସଂଯୋଗ କାରଣରୁ ହେବାକୁ ଯାଉଛନ୍ତି ମାଲାମାଲ ।

ତୁଳା ରାଶି : ୨୦୨୩ ରେ ରାହୁ-କେତୁ ଏହି ରାଶି ମାନଙ୍କ ଉପରେ ସବୁଠାରୁ ଅଧିକ କୃପା ବର୍ଷୀବ । ଯାହା କାରଣରୁ ଆପଣଙ୍କ ଆତ୍ମବିଶ୍ଵାସ ଉଚ୍ଚ ଶିକ୍ଷାର ରେ ରହିବ । ପଜେଟିଭ ଊର୍ଜା ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ । ଆସୁଥିବା ସମୟ ବହୁତ ଭଲ ରହିବ । କିନ୍ତୁ ରାଗ କାରଣରୁ ଆପଣ ନିଜର କ୍ଷତି କରିପାରନ୍ତି । ତେଣୁ ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ । ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି ।

ବୃଷ ରାଶି : ଆପଣଙ୍କୁ କହି ରଖୁଛୁ ଆସୁଥିବା ସମୟ ଅଭୁତ ଭଲ ରହିବ । ରାହୁ-କେତୁ ଙ୍କ କୃପା ଆପଣଙ୍କ ଉପରେ ରହିବ । ପରିବାର ସହ ସମୟ ବ୍ଯତିତ କରିବାର ଅବସର ମିଳିବ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କୁ ଉନ୍ନତି ମିଳିବ । ପ୍ରତେକ ଜିନିଷ ଆପଣଙ୍କ ହକ ରେ ରହିବ । ଧନ ଆଗମନର ସମ୍ଭାବନା ରହିଛି । ଜୀବନର ସବୁ ସମସ୍ଯା ଦୂର ହେବ ।

କନ୍ୟା ରାଶି :  ଆପଣଙ୍କ ଉପରେ ରାହୁ-କେତୁ ମେହରବାନ ହେବାକୁ ଯାଉଛନ୍ତି । ଯାହା ଦ୍ଵାରା ଜୀବନର ସବୁ ସମସ୍ୟାରୁ ମୁକ୍ତି ପାଇବେ । ବ୍ୟାପାରରେ ତୀବ୍ର ଗତିରେ ଉନ୍ନତି କରିବେ । ଆପଣଙ୍କ ଉପରେ ରାହୁ-କେତୁଙ୍କ କୃପା ଦ୍ରୁଷ୍ଟି କାରଣରୁ କରିଥିବା ଚେଷ୍ଟାରେ ସଫଳ ହେବେ । ଜୀବନରେ ତୀବ୍ର ଗତିରେ ସଫଳ ହେବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରଗତି ହେବ । ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି ।

ମକର ରାଶି : ଆପଣଙ୍କ ଉପରେ ରାହୁ-କେତୁଙ୍କ କୃପା ଦ୍ରୁଷ୍ଟି ଲାଗତର ରହିବ । ଯେଉଁ କାରଣରୁ ଜୀବନରେ ସଫଳତା ହାସଲ କରିବେ । ପରିବାରର ସହଯୋଗ ପାଇବେ । ଘରେ ସୁଖ ସମୃଦ୍ଧି ବଜାୟ ରହିବ । ଆପଣଙ୍କ ଉପରେ ରାହୁ-କେତୁଙ୍କ କୃପା ଦ୍ରୁଷ୍ଟି କାରଣରୁ ବିଦେଶରେ କାମ କରୁଥିବା ଲୋକଙ୍କୁ ସଫଲାତ ମିଳିବ । ପରିବାରର ଆର୍ଥିକ ସ୍ଥିତି ମଜବୁତ ହେବ ।

କୁମ୍ଭ ରାଶି : ଧନ ଲାଭ ହେବା ସହ ନିବେଶ ପାଇଁ ସମୟ ଉତ୍ତମ ଅଟେ । ଘର ପରିବାରରେ ସୁଖ ଶାନ୍ତି ରହିବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ଜୀବନର ସବୁ ସମସ୍ଯା ଦୂର ହେବ । ପ୍ରତିଭା ଦେଖାଇବାର ସୁନହେରୀ ଅବସର ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *