ମାଂସ କିଣିବାକୁ ଆସିଥିବା ଗ୍ରାହକଙ୍କୁ ଦେଖି ମାଲିକଙ୍କୁ କୁଣ୍ଢାଇ ଭୋ ଭୋ ହେଇ କାନ୍ଦିଲା ଛେଳି, Video ଦେଖି ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଗୋଟେ ଛେଳି କିଭଳି କାନ୍ଦଣା କାନ୍ଦୁଛି ଯାହା ଆପଣ ମାନେ କେବେ ଆଗରୁ ଦେଖି ନ ଥିବେ । ଆଜି ମାଲିକ କୁ ଜାବୁଡି ଧରି କାନ୍ଦୁଛି ଛେଳି । କେଉଁ ଭଳି ବି ପରିସ୍ଥିତି ରେ ଅଲଗା ହେବାକୁ ଚାହୁଁ ନାହି ଛେଳି ଟି ନିଜ ମାଲିକ ପାଖରୁ । ବର୍ତ୍ତମାନ ସମୟରେ ଏହି ଭିଡିଓ ରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ବର୍ତ୍ତମାନ ସମସ୍ତଙ୍କୁ ଇମୋସନାଲ ମଧ୍ୟ କରି ଦେଇଛି । କାରଣ ଛେଳି ଟି ଯେଉଁ ଭଳି ଭାବେ କାନ୍ଦୁଛି ମାଲିକ ଆଗରେ ତାହା ହୁଏ ତ ସାଧାରଣ ଲୋକେ ବି ହଜମ କରି ପାରିବ ନାହି ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ପାଖରେ ସମସ୍ତେ ଅଛନ୍ତି । ଆଉ ଦଲାଲ ଏହି ଛେଳି କୁ କିଣି ନେବ । ଆଉ ମାଲିକ ବି ତା ସହ ଡିଲ କରି ସାରିଛି । କିନ୍ତୁ ଦେଖନ୍ତୁ ନାଁ ଛେଳି ହୋଇ ମଧ୍ୟ କେମିତି ନା କେମିତି ଏହି କଥା କୁ ଅନୁଭବ କରି ନେଲା । ଆଉ ତା ପରେ ମାଲିକ କୁ କିଭଳି ଜାବୁଡି ଧରି କାନ୍ଦୁଛି ଛେଳି ଟି । ଯେମିତି ଛେଳି ଆଜି କହୁଛି ମୁଁ ପଶୁ ତୁମେ ମଣିଷ ମୋ କଥା କଣ ବୁଝି ପାରୁନ ?

ଏତେ ଦିନ ଭଲ ପାଇବା ଦେଲୁ ସ୍ନେହ ଶ୍ରଦ୍ଧା ରେ ରଖିଲୁ ଆଉ ଆଜି କିଛି ଟଙ୍କା ପାଇଁ ମୋତେ ତୁ ବିକି ଦେଉଛି ? ବାସ୍ତବରେ ଏହି ଛେଳି ର କାନ୍ଦଣା ଦେଖି ଏହି ଭଳି କିଛି ମାନେ ହେଉଛି । ଶେଷରେ ମାଲିକ ଜଣକ ବି ଇମୋସନାଲ ହୋଇ ଯାଇଛନ୍ତି । ଆଉ ଛେଳି କୁ ଧରି ମାଲିକ ମଧ୍ୟ କାନ୍ଦୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି ।

ଏବେ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ପଶୁ ହେଲେ କଣ ହେଲା ଅନେକ ସମୟରେ ସେମାନଙ୍କର ଇମୋଶନ ମଣିଷ ଙ୍କ ଠାରୁ ଅଧିକ ଥାଏ । ସେମାନେ ତାଙ୍କ ମାଲିକ ଙ୍କୁ କେବେ ବି ଭୁଲି ପାରନ୍ତି ନାହି । ମାଲିକ କିନ୍ତୁ ଅଳ୍ପ ପଇସା ପାଇଁ କିଛି ବି କରି ପାରନ୍ତି ।

ଅନେକ ସମୟରେ ମାଲିକ ମାନେ ପାଳିତ ପଶୁ ପକ୍ଷୀ ଙ୍କୁ ବିକ୍ରି କରି ଦିଅନ୍ତି । କିନ୍ତୁ ସେହି ପଶୁ ମାଲିକକୁ ଏତେ ଭଲ ପାଇଥାଏ ଯେ କ୍ଷଣକ ପାଇଁ ଛାଡି ବଞ୍ଚି ପାରିବ ନାହି । ଆଜି ଏହି ଦୃଶ୍ୟ ଦେଖିଲେ ସେୟା ହିଁ ମାନେ ହେଉଛି । ସତରେ ଏହି ଦୃଶ୍ୟ ଦେଖିବା ପରେ ଯାହାର ବି ଆଖିରୁ ଲୁହ ଝରିଯିବ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେଇଛି ।

ବନ୍ଧୁଗଣ ଆପଣ ମାନଙ୍କର ନିରୀହ ପ୍ରାଣୀର ଇମୋଶନ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *