ଦେଖନ୍ତୁ Video: ସାମ୍ବାଦିକ ପଚାରିଲେ ମାଡାମ ମାସ୍କ କାହିଁକି ପିନ୍ଧି ନାହାନ୍ତି? ତାପରେ ପୁଲିସ ମାଡାମ ଯାହା କଲେ, ଦେଖି ଆପଣଙ୍କ ରକ୍ତ ବି ଗରମ ହୋଇଯିବ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ ପୋ-ଲି-ସ ଓ ଜନତାଙ୍କୁ ନେଇ କିଛି ନ କିଛି ଘ-ଟ-ଣା ସାମନାକୁ ଆସୁଛି । ଆମ ଦେଶରେ ଏମିତି କିଛି ପୋ-ଲି-ସ ଅଛନ୍ତି ଯେଉଁ ମାନେ ନିଜର ଡ୍ଯୁଟି ନ କରି ଲୋକ ମାନଙ୍କ ଉପରେ ଅଯଥାରେ ରାଗ ସୁଝାଇ ଥାନ୍ତି ।

ଆଜିର ଆମର ଏହି ଲେଖାରେ ଏମିତ ଏକ ଘ-ଟ-ଣା ରହିଛି ଯେଉଁଠାରେ ପୋ-ଲି-ସ କନେଷ୍ଟବଳ ପିନୁ ମ୍ୟାଡମ ଜଣେ ସାମ୍ବାଦିକଙ୍କୁ ରାସ୍ତା ମଝିରେ ମା-ଡ ମା-ରି-ଛ-ନ୍ତି । ତେବେ ଆସନ୍ତୁ ଜଣାଇବା ପୁରା ଘ-ଟ-ଣା କଣ ରହିଛି ।

ସୂଚନା ଅନୁସାରେ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ଯାହାକୁ କେନ୍ଦ୍ରପଡାର ଜଣେ ସାମ୍ବାଦିକ କରିଥିଲେ । ଏହି ମହିଳା ରିଜର୍ଭ ପୋ-ଲି-ସ କନେଷ୍ଟବଳଙ୍କ ନାଁ ହେଉଛି ପିନି ନାୟକ ଯିଏ ଏହି ଭି-ଡି-ଓରେ ଦୃଶ୍ୟ ହେଉଥିବା ବ୍ୟକ୍ତିଙ୍କୁ ମା-ଡ ମା-ରି ଚାଲିଛନ୍ତି । ଏହି ବ୍ୟକ୍ତି ଜଣକ ପିନୁ ମ୍ୟାଡମଙ୍କ ନାଁ ରେ ଏକ ଭି-ଡି-ଓ ଭା-ଇ-ରା-ଲ କରିଥିଲେ ।

କେନ୍ଦ୍ରାପଡା ଏସପିଙ୍କ କାର୍ଜ୍ଯାଳୟ ସମୁଖରେ ବିଜେପି ଧାରଣା ସ୍ଥଳକୁ ସାମ୍ବାଦିକ ଭୀମସେନ ସେଠାରେ ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେହି ସମୟରେ ସେ ପିନି ମ୍ୟାଡମ ମାସ୍କ ପିନ୍ଧି ନାହାନ୍ତି ବୋଲି ଦେଖିଥିଲେ ସେହି ସମୟରେ ଭୀମସେନ ସାମ୍ବାଦିକ ଜଣକ ମ୍ୟାଡମଙ୍କର ଫୋଟୋ ଉଠାଇ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ କରିଥିଲେ ।

ଏହି କାରଣରୁ ପିନୁ ମ୍ୟାଡ଼ମ ସେହି ସାମ୍ବାଦିକଙ୍କ ଉପରେ ବହୁତ ରାଗି ଯାଇଥିଲେ । ଘ-ଟ-ଣା ସ୍ଥଳୀରେ ବିଜେପି ନେତା ମାନେ ପହଞ୍ଚି ପିନୁ ମ୍ୟାଡମଙ୍କୁ ଅଟକାବାକୁ ଚେଷ୍ଟା କରିଥିଲେ । ମହିଳା କନେଷ୍ଟବଳ ପିନୁ ନାୟକଙ୍କୁ ନିଲମ୍ବନ କରିବା ମଧ୍ୟ ବିଜେପି ନେତା ମାନେ ଦାବି କରିଛନ୍ତି । ପୋ-ଲି-ସ କନେଷ୍ଟବଳ ପିନୁ ମ୍ୟାଡ଼ମ ସାମ୍ବାଦିକଙ୍କୁ ମା-ଡ ମା-ରି-ବା ସହ ତାଙ୍କ ସହ ଅ-ଶ୍ଳୀ-ଳ ଭାଷାର ମଧ୍ୟ ପ୍ରୟୋଗ କରିଛନ୍ତି । ଯାହା ଏହି ଭି-ଡି-ଓ ରୁ ସ୍ପଷ୍ଟ ଜଣା ପଡୁଛି ।

ସାମ୍ବାଦିକ ଜଣକ ନିଜର ଆଇକାର୍ଡ ଦେଖାଇବାକୁ କହିବାକୁ ପିନୁ ମ୍ୟାଡ଼ମ ତାଙ୍କୁ ଆହୁରି ଅଧିକ ରାଗ ସୁଝାଇବାକୁ ଯାଇ ମା-ଡ ଉପରେ ମା-ଡ ମା-ରି-ବା-ର ଏହି ଭି-ଡି-ଓ ରୁ ଜଣା ପଡୁଛି । ତେବେ ଏହି ଘ-ଟ-ଣା ରୁ ଏତିକି କୁହା ଯାଇପାରେ ଯେ ଜଣେ ପୋ-ଲି-ସ ଅଫିସରଙ୍କର ଏପରି କାର୍ଜ୍ୟକଳାପ ଆମ ଦେଶ ଓ ସମାଜ ପାଇଁ ଲ-ଜ୍ୟା ଜ-ନ-କ ଓ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ । ଜଣେ ସାମ୍ବାଦିକଙ୍କୁ ଏପରି ବିଚ ରାସ୍ତାରେ ଅଟକାଇ ତାଙ୍କ ସହ ଏପରି ଆଚରଣ କରିବା ଠିକ ନୁହେ ।

ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *