ସତ୍ୟ ଘଟଣା: ସ୍ଵାମୀ ମୃତ୍ୟୁର ଏମିତି ବଦଲା ନେଲେ ସ୍ତ୍ରୀ, ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜଣାଇ ଆପଣଙ୍କ ଛାତି ଥରିଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ମହିଳାଙ୍କର କାହାଣୀ ନେଇ ଆସିଛୁ ଯାହାକୁ ଶୁଣିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ଜଣେ ମହିଳା ନିଜ ସ୍ଵାମୀଙ୍କୁ ହ-ତ୍ୟା କରିଛନ୍ତି ବୋଲି ନିଜେ ସ୍ଵୀକାର କରିଛନ୍ତି । ତେବେ ଆସନ୍ତୁ ଜାଣିବା ଘ-ଟ-ଣା-ର ପୁରା ସ-ତ୍ୟ-ତା କଣ ରହିଛି ।

ଏହି ଘ-ଟ-ଣା ଟି ପା-କି-ସ୍ତା-ନ ତ-ବା-ହୀ ଅଞ୍ଚଳର ବାଜୋରରେ ରହୁଥିବା ମହିଳାଙ୍କୁ ପୋ-ଲି-ସ ଗି-ର-ଫ କରିଛି । ଏହା ପରେ ଅ-ଭି-ଯୁ-କ୍ତ ମହିଳାଙ୍କୁ ଚାକଡ଼ର ଜେ-ଲ ପଠା ଯାଇଛି । ଅ-ଭି-ଯୁ-କ୍ତ ମହିଳା ନିଜ ସ୍ଵାମୀଙ୍କର ମୃ-ତ୍ୟୁ-ର ପ୍ର-ତି-ଶୋ-ଧ ନେବା ପାଇଁ ଗତ ୩ ବର୍ଷ ହେଲା ଅପେକ୍ଷାରେ ଥିଲେ । ବାଜୋର ଜିଲ୍ଲାର ନୁଇଶିଙ୍ଘା ଥା-ନା-ର ପୋ-ଲି-ସ ଏଭଳି କେ-ସ ପ୍ରଥମ ଥର ଦେଖିଛନ୍ତି ବୋଲି ନିଜ ରାଏରେ କହିଛନ୍ତି । ଅ-ଭି-ଯୁ-କ୍ତ ମହିଳାଙ୍କର ପ୍ରଥମ ସ୍ଵାମୀଙ୍କର ଗତ ୩ ବର୍ଷ ତଳେ ମୃ-ତ୍ୟୁ ହୋଇଥିଲା ।

ତାଙ୍କ ସ୍ଵାମୀଙ୍କର ମୃ-ତ୍ୟୁ-ର କାରଣ କଣ ତାହା ଆଜି ଯାଏଁ ଜଣାପଡି ନାହି । ଅ-ଭି-ଯୁ-କ୍ତ ମହିଳା ନିଜ ରାଏରେ କହିଛନ୍ତି ଯେ ସେ ଯେବେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ଵାମୀଙ୍କୁ ତାଙ୍କର ବ-ନ୍ଧୁ ଗୁଲଷ୍ଟାନ ବି-ଷ ଇଂ-ଜେ-କ-ସନ ଦେଇ ମା-ରି-ଥି-ଲେ ସେବେ ଠାରୁ ସେ ତାଙ୍କୁ ମା-ରି-ବା ପାଇଁ ଶପଥ ନେଇଥିଲେ । ପୋ-ଲି-ସ ଗୁଲଷ୍ଟାନଙ୍କର ମୃ-ତ୍ୟୁ-ର ଯା-ଞ୍ଚ କରିବା ସମୟରେ ଅ-ଭି-ଯୁ-କ୍ତ ମହିଳା ଜଣକ ମିଛ କହିଥିଲେ । କିନ୍ତୁ ପରେ ସବୁ ସତ ମାନିଥିଲେ । ମହିଳା ଜଣକ ନିଜ ବ-ୟା-ନ-ରେ ଯାହା କହିଲେ ତାହା ବିଶ୍ଵାସ କରି ହେବେ ନାହି ।

ସେ କହିଲେ ଯେ ତାଙ୍କ ପ୍ରଥମ ସ୍ଵାମୀ ଗୁଲେଷ୍ଟାନ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଳାମିଶା କରନ୍ତି । ଦୁହେଁ ବହୁତ ଭଲ ବନ୍ଧୁ ଥିଲେ । ତାଙ୍କ ସ୍ଵାମୀ ଜଣେ ବ୍ୟବସାୟୀ ଅଟନ୍ତି । ସେ ଯାହା ରୋଜଗାର କରନ୍ତି ସବୁ ଟଙ୍କା ଗୁଲେଷ୍ଟାନଙ୍କୁ ପଠାଇ ଦିଅନ୍ତି । ଦୁହେଁ ଭଲ ବନ୍ଧୁ ଥିବାରୁ ତାଙ୍କ ସ୍ଵାମୀ ସବୁ ଟଙ୍କା ଗୁଲେଷ୍ଟାନଙ୍କ ପାଖରେ ରଖୁଥିଲେ । ମହିଳାଙ୍କ ସ୍ଵାମୀ ତାଙ୍କର ସ୍ୱାସ୍ଥ୍ୟ ଖ-ରା-ପ ଥିବାରୁ ଗୁଲେଷ୍ଟାନଙ୍କୁ ଟଙ୍କା ଫେରସ୍ତ କରିବାକୁ କହିବାରୁ ସେ ଟଙ୍କା ଦେବାକୁ ମନା କରି ଦେଇଥିଲା । ଏହା ପରେ ଗୁଲଷ୍ଟାନ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କର ଚିକିତ୍ସା କରିବା ପାଇଁ କହିଥିଲା ।

ଏହା ପରେ କିଛି ମେ-ଡ଼ି-ସି-ନ ଓ ଦୁଇଟି ଇଂ-ଜେ-କ-ସନ ମଧ୍ୟ ଆଣିଥିଲା । ପ୍ରଥମ ଇଂ-ଜେ-କ-ସନ ମହିଳାଙ୍କ ସ୍ଵାମୀ ନେବା ପରେ ତାଙ୍କର ଅବସ୍ଥା ଗୁ-ରୁ-ତ-ର ହୋଇ ପଡିଥିଲା । ଏହା ପରେ ହସପିଟାଲରେ ମହିଳାଙ୍କର ସ୍ଵାମୀଙ୍କର ମୃ-ତ୍ୟୁ ହୋଇଥିଲା । ପରେ ମହିଳା ଜାଣିବାକୁ ପାଇଲେ ଯେ ଗୁଲେଷ୍ଟାନ ଯେଉଁ ଇଂ-ଜେ-କ-ସନ ଦେଇଥିଲା ତାହା ବି-ଷ ଇଂ-ଜେ-କ-ସନ ଥିଲା ।

ଏହା ପରେ ମହିଳା ଗୁଲଷ୍ଟାନଙ୍କ ସହ ବନ୍ଧୁତା ବଢାଇ ତାଙ୍କୁ କାର ଗିଫ୍ଟ କରିବା ପରେ ତାଙ୍କ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ପରେ ଦୁହେଁ ୩ ବର୍ଷ ବନ୍ଧୁତା କରିବା ପରେ ବିବାହ କରିଥିଲେ । ଗୁଲେଷ୍ଟାନ ପ୍ରଥମରୁ ବିବାହିତ ଥିଲେ ଓ ତାଙ୍କର ଗୋଟେ ପୁଅ ମଧ୍ୟ ରହିଥିଲା । ଗୁଲେଷ୍ଟାନ ମହିଳାଙ୍କ ପାଖରେ କିଛି ଦିନ ରୁହନ୍ତି ତ ଆଉ କିଛି ଦିନ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ପାଖରେ ରୁହନ୍ତି ।

ଏହା ପରେ ମହିଳା ନିଜର ସୁ-ର-କ୍ଷା ପାଇଁ ଗୋଟେ ବ-ନ୍ଧୁ-କ ଆଣିବାକୁ ଗୁଲଷ୍ଟାନଙ୍କୁ କହିଥିଲେ । ଗୁଲେଷ୍ଟାନ ୧୫,୦୦୦ ଟଙ୍କା ଦେଇ ବ-ନ୍ଧୁ-କ ଆଣି ମହିଳାଙ୍କୁ ଦେବା ପରେ ସେହି ବ-ନ୍ଧୁ-କ-ରେ ମହିଳା ଶୋଇଥିବା ଅବସ୍ଥାରେ ଗୁଲଷ୍ଟାନଙ୍କୁ ହ-ତ୍ୟା କରି ନିଜ ସ୍ବାମୀଙ୍କର ମୃ-ତ୍ୟୁ-ର ପ୍ର-ତି-ଶୋ-ଧ ନେଇଥିଲେ ।

ବନ୍ଧୁଗଣ ଏହି ଘ-ଟ-ଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ଓ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *