Bollywood ର ପ୍ରସିଦ୍ଧ ଅଭିନେତ୍ରୀ Mahima Choudhryଙ୍କ ଝିଅ ଦେଖିବାକୁ ତାଙ୍କଠୁ ଅଧିକ ସୁନ୍ଦର, ଥରେ ଦେଖିବେ ତ ଦିବାନା ହୋଇଯିବେ

ବନ୍ଧୁଗଣ, ୯୦ ଦଶକ ର ପ୍ରସିଦ୍ଧ ଅଭିନେତ୍ରୀ “ମହିମା ଚୌଧୁରୀ” ଙ୍କୁ କିଏବା ନ ଜାଣେ ? ମହିମା ନିଜର ଆକର୍ଷଣୀୟ ସୁନ୍ଦରତା ଏବଂ ନିଜ ଭାବଢଙ୍ଗୀ ନିମନ୍ତେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିଜର ପ୍ରଥମ ଚଳଚ୍ଚିତ୍ର ଦ୍ଵାରା ସେ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟକୁ ଜିତି ପାରିଥିଲେ ।

ଆଜି ଆମ୍ଭେ ଆପଣଙ୍କୁ ମାହିମା ଚୌଧୁରୀ ଙ୍କ ମା’ ଙ୍କ ସହିତ ସାକ୍ଷାତ କରାଇବାକୁ ଯାଉଅଛୁ ଯେ କି ସୁନ୍ଦରତା ମାମଲାରେ ନିଜ ମା’ “ମହିମା ଚୌଧୁରୀ” ଙ୍କ ଠାରୁ କମ ନୁହନ୍ତି । “ମହିମା ଚୌଧୁରୀ” ଙ୍କ ଜନ୍ମ ୧୯୭୩ ମସିହା ଡାର୍ଜଲିଙ୍ଗ ରେ ହୋଇଥିଲା । ମହିମା ଙ୍କୁ ୨୪ ବର୍ଷ ବୟସ ହୋଇଥିଲା ବେଳେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ପାଦ ରଖିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ୧୯୯୭ ମସିହାରେ ରିଲିଜ ହୋଇଥିଲା । ଯାହାର ନାମ “ପର୍ଦେଶ” ଥିଲା । ଏଥିରେ ଅଭିନେତା “ସାରୁଖ ଖାନ” ହିରୋ ଭୂମିକା ରେ ରୋଲ କରିଥିଲେ ।

ଏହି ଚଳଚ୍ଚିତ୍ର ଟି ବହୁତ ହିଟ ମଧ୍ୟ ହୋଇଥିଲା । ଏହାପରେ “ମହିମା ଚୌଧୁରୀ” ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଲେ । “ମହିମା ଚୌଧୁରୀ” ଙ୍କ ବିବାହ ୨୦୦୬ ମସିହାରେ ହୋଇଥିଲା । ତାଙ୍କ ସ୍ଵାମୀ ଙ୍କ ନାମ “ବବି ମୁଖାର୍ଜୀ” ସହିତ ହୋଇଥିଲା ।

ମାତ୍ର ୭ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ଥିଲା । ଝିଅଙ୍କ ନାମ “ଅରିୟାନା ଚୌଧୁରୀ” ଅଟେ । ଅରିୟାନା ନିଜ ମା’ ଙ୍କ ଭଳି ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି । ସୁନ୍ଦର ହେବା ସହିତ ସେ ବହୁତ ଷ୍ଟାଇଲିସ ମଧ୍ୟ ଅଟନ୍ତି । କିଛି ଦିନ ପୂର୍ବେ “ଅରିୟାନା ଚୌଧୁରୀ” ଙ୍କ ଫଟୋଚିତ୍ର ଏବଂ ଭି-ଡି-ଓ ଖୁବ ଭା-ଇ-ରା-ଲ ହୋଇଥିଲା ।

ମହିମା ଙ୍କ ଫ୍ୟାନ୍ସ ମାନେ ବହୁତ କମେଣ୍ଟ ମଧ୍ୟ କରିଥିଲେ । ଜଣେ ଫ୍ୟାନ୍ସ କମେଣ୍ଟ ରେ ଲେଖିଥିଲେ ଯେ, ମା’ ଙ୍କ କାର୍ବନ କପି ଅଟନ୍ତି ଆପଣ । ଆପଣ ବହୁତ ସୁନ୍ଦର ଅଟନ୍ତି । ଏହିଭଳି ଅନେକ ଫ୍ୟାନ୍ସ କମେଣ୍ଟ କରିଥିଲେ । “ମହିମା ଚୌଧୁରୀ” ଏବଂ ତାଙ୍କ ଝିଅ “ଅରିୟାନା ଚୌଧୁରୀ” ଉଭୟ ମା ଝିଅ ଙ୍କ ଯୋଡି ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ମହିମା ଏବଂ ତାଙ୍କ ସ୍ଵାମୀ ଙ୍କ ଛାଡପତ୍ର ହୋଇ ନାହିଁ ।

ମାତ୍ର ଉଭୟ ଅଲଗା ଅଲଗା ରହୁଛନ୍ତି । କୋର୍ଟ ତାଙ୍କ ଝିଅଙ୍କ କଷ୍ଟଡି ମହିମା ଙ୍କୁ ଦେଇଛନ୍ତି । “ଅରିୟାନା ଚୌଧୁରୀ” ନିଜ ମାଉସୀ ପୁଅ “ରାୟନ” ଙ୍କ ସହିତ ବହୁତ ଭଲ ବନ୍ଧୁତା ଥିବା ସହିତ ଉଭୟଙ୍କ ମଧ୍ୟରେ ଦୃଢ ସମ୍ପର୍କ ମଧ୍ୟ ରହିଅଛି । ଉଭୟ ଭାଇ-ଭଉଣୀ ନିଜ ମଧ୍ୟରେ ଖୁସି ରେ ସମୟ ବିତାଇ ଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *