ଏହି ଛୋଟ ପିଲା ମାନଙ୍କର Ollywood ହିରୋ ମାନଙ୍କ ସହିତ କଣ ସମ୍ପର୍କ, ଜାଣନ୍ତୁ

ବନ୍ଧୁଗଣ ଓଡିଆ ଇ-ଣ୍ଡ-ଷ୍ଟ୍ରୀ ରେ ଅନେକ କଳାକାର ମାନ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟରେ ଘର କରି ବସିଛନ୍ତି । ଆମ୍ଭେ କିଛି ପ୍ରସିଦ୍ଧ କଳାକାର ଙ୍କ ସ-ମ୍ବ-ନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ ଛୋଟ ପିଲା ଙ୍କୁ ବହୁତ ଭଲ ପାଆନ୍ତି ।

ଏଠି ମଧ୍ୟରୁ କିଛି ନିଜ ପୁଅ ଝିଅ ଙ୍କୁ ଜୀବନ ରୁ ଅଧିକ ଭଲ ପାଉଥିବା ବେଳେ କିଛି ନିଜ ପରିବାର ସଦସ୍ୟ ଙ୍କ ପିଲା ଙ୍କୁ ବହୁତ ଭଲ ପାଉଥିବାର ନଜର ଆସିଛନ୍ତି । ଆସନ୍ତୁ ତେବେ ଜାଣିବା ସେହି ପ୍ରସିଦ୍ଧ କଳାକାର ମାନଙ୍କ ସ-ମ୍ବ-ନ୍ଧରେ କିଛି ବିଶେଷ କଥା । ୧- “ଅନୁଭବ ମହାନ୍ତି”;- ଓଲିଉଡ ର କି-ଙ୍ଗ ଭାବରେ ପରିଚିତ ଏହି ଅଭିନେତା ନିଜର ଚମତ୍କାରୀ ଅଭିନୟ ଫଳରେ ଲକ୍ଷାଧିକ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରି ବସିଛନ୍ତି ।

ମାତ୍ର ସୋ-ସି-ଆ-ଲ ମି-ଡି-ଆ ରେ ସେ କିଛି ଦିନ ତଳେ ଏଭଳି ଫ-ଟୋ ଅ-ପ-ଲୋ-ଡ କରିଥିଲେ, ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଏଥିରେ ସେ ତାଙ୍କ ଭାଇଙ୍କ ଝିଅ ସାଙ୍ଗେ ମିଶି ଫୋଟୋ ସୁ-ଟ କରିଥିବାର ନଜର ଆସିଛନ୍ତି । ତାଙ୍କ ଭାଇ “ଅନୁପ୍ରାସ ମହାନ୍ତି” ଙ୍କର ଏକମାତ୍ର ଝିଅ ସାଙ୍ଗେ ମିଶି ଖେଳୁଥିବାର ନଜର ଆସିଥିଲେ ।

୨- “ଆକାଶ ଦାସ ନାୟକ”- ରାଜନୀତି ଜଗତରେ ଆକାଶ ବର୍ତ୍ତମାନ ପାଦ ଦେଇଥିବା ବେଳେ, ଅ-କ-ଟିଂ ଜଗତରେ ଆକାଶ ଖୁବ ଶାନ୍ତ ଶିଷ୍ଟ ଅଭିନେତା ଭାବରେ ପରିଚିତ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଅଛି । ସେ ତାଙ୍କ ପୁଅ ଙ୍କ ସହିତ ଫୋ-ଟୋ- ସୋ-ସି-ଆ-ଲ ମି-ଡି-ଆ ରେ ସେ-ୟା-ର କରିଥିବାର ନଜର ଆସିଛନ୍ତି ।

୩- “ଅରିନ୍ଦମ’- ଅଭିନୟ ହେଉ କିଅବା body ହେଉ ସବୁଥିରେ ବେସ ଚର୍ଚ୍ଚାରେ ଆସନ୍ତି ଅରିନ୍ଦମ । ସେ ତାଙ୍କ ଭାଇଙ୍କ ଝିଅ ଙ୍କ ସହିତ ଅନେକ ସମୟରେ ଫଟୋ ମାନ ସୋ-ସି-ଆ-ଲ ମି-ଡି-ଆ ରେ ସେ-ୟା-ର କରୁଥିବାର ନଜର କୁ ଆସିଛନ୍ତି । ମାତ୍ର କିଛି ଦିନ ପୂର୍ବେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଅଛି ।

୪- “ସମ୍ରାଟ ସିଂହ”- ଅଭିନୟ ଜଗତରୁ ବର୍ତ୍ତମାନ ଏହି ନାୟକ ଜଣକ ଦୂରରେ ଅଛନ୍ତି । ଆପଣ ମାନେ ଖ-ଳ-ନା-ୟ-କ ଚରିତ୍ର ରେ ଅନେକ ଚଳଚ୍ଚିତ୍ର ମାନଙ୍କରେ ସମ୍ରାଟ ଙ୍କୁ ଦେଖି ଆସିଥିବେ । ବର୍ତ୍ତମାନ ସେ ବେସ ଖୁସି ରେ ଅଛନ୍ତି । ସେ ତାଙ୍କ ପୁଅ ଙ୍କ ସହିତ ମିଶି ଅନେକ ଫଟୋ ସୋ-ସି-ଆ-ଲ ମି-ଡି-ଆ ରେ ସେ-ୟା-ର କରିଛନ୍ତି ।

୫- “ମନୋଜ”- ମନୋଜ ତାଙ୍କ ଏକମାତ୍ର ଅଲିଅଳି ଝିଅ ଙ୍କୁ ବେସ ଭଲ ପାଇ ଆସିଛନ୍ତି । ସେ ତାଙ୍କ ଝିଅ ଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି । ସେ ନିଜ ଇଂଷ୍ଟା ଏବଂ ଫେସବୁକ ଆକାଉଣ୍ଟ ରେ ଝିଅ ସହିତ ଅନେକ ଫଟୋ ଅ-ପ-ଲୋ-ଡ କରି ଆସିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *