“ଦିବ୍ୟ ଦ୍ରୁଷ୍ଟି” ସିରିୟଲ ରେ କାମ କରୁଥିବା ଏହି କଳାକାର ମାନେ ଦିନକୁ ଯେତିକି ନିଅନ୍ତି ଜାଣି ବିଶ୍ଵାସ ହେବନି

ବନ୍ଧୁଗଣ, ଓଡିଆ ଧାରାବାହିକ ସାଧାରଣତ ଓଡିଆ ମାନେ ପସନ୍ଦ କରିଥାନ୍ତି । ଦର୍ଶକ ମାନେ ନିଜ ନିଜ ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଧାରାବାହିକ “ଦିବ୍ୟଦ୍ରୁଷ୍ଟି” ସ-ମ୍ବ-ନ୍ଧରେ ଜାଣିଥିବେ ।

ଏହି ଧାରାବାହିକ ବର୍ତମାନ ଲୋକପ୍ରିୟ ହେବାକୁ ଲାଗିଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ “ଦିବ୍ୟଦ୍ରୁଷ୍ଟି” ସିରିୟଲ ରେ ଅଭିନୟ କରୁଥିବା କଳାକାରଙ୍କର ଦୈନିକ ଦରମା ସ-ମ୍ବ-ନ୍ଧରେ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ଏହି ଧାରାବାହିକ ରେ ଅଭିନୟ କରି ଫେମସ ହୋଇଥିବା କଳାକାରଙ୍କ ଆୟ ସ-ମ୍ବ-ନ୍ଧରେ ।

୧୦- ପ୍ରତିମା;- ବନ୍ଧୁଗଣ “ଦିବ୍ୟଦ୍ରୁଷ୍ଟି” ସିରିୟଲ ରେ ଦିବ୍ୟ ଙ୍କ ଖୁଡୀ ଭାବରେ ପ୍ରତିମା ଅଭିନୟ କରୁଛନ୍ତି । ବନ୍ଧୁଗଣ ତାଙ୍କୁ ଗୋଟିଏ ଦିନର ଅଭିନୟ ନିମନ୍ତେ ୨,୦୦୦ ଟଙ୍କା ମିଳିଥାଏ ।

୯- ତାପସ;- ବନ୍ଧୁଗଣ ଏହି ସିରିୟଲ ରେ ଦିବ୍ୟଙ୍କ ବାପା ଭାବରେ ଅଭିନୟ କରୁଛନ୍ତି ତାପସ । ବନ୍ଧୁଗଣ ତାଙ୍କୁ ଗୋଟିଏ ଦିନର କାମ ପାଇଁ ୧,୫୦୦ ଟଙ୍କା ମିଳିଥାଏ ।

୮- ଜେଜେମା;- ବନ୍ଧୁଗଣ ଏହି ସିରିୟଲ ଜେଜେମା ର ଭୂମିକା ନିଭାଉଥିବା କଳାକାରଙ୍କୁ ଗୋଟେ ଦିନ ଅଭିନୟ କରିବା ନିମନ୍ତେ ୩,୦୦୦ ଟଙ୍କା ମିଳିଥାଏ ।

୭- ଦୀପୁ;- ଏହି ସିରିୟଲରେ ଦିବ୍ୟ ଙ୍କ ଭାଇ ଭୂମିକା ରେ ଅଭିନୟ କରୁଛନ୍ତି । ତାଙ୍କୁ ଏକ ଦିନର ଅଭିନ ଆଯ କରିବା ନିମନ୍ତେ ୧,୫୦୦ ଟଙ୍କା ମିଳିଥାଏ ।

୬- ପିକୁ;- ଦିବ୍ୟଙ୍କ ଭାଇ ଭାବରେ ଏହି ସିରିୟଲରେ ଅଭିନୟ କରୁଛନ୍ତି । ତାଙ୍କୁ ଏକ ଦିନ ଅଭିନୟ କରିବା ପାଇଁ ୧,୫୦୦ ଟଙ୍କା ମିଳେ ।

୫- ଜସମୀନ;- ଏହି ସିରିୟଲ ରେ ଦିବ୍ୟ ଙ୍କ ଫିୟାନ୍ସି ର ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ଗୋଟିଏ ଦିନ ସାଲେରୀ ୧,୮୦୦ ଟଙ୍କା ଅଟେ ।

୪- ସୁନନ୍ଦା;- ବନ୍ଧୁଗଣ “ଦିବ୍ୟଦ୍ରୁଷ୍ଟି” ସିରିୟଲ ରେ ଦ୍ରୁଷ୍ଟି ଙ୍କ ଜା’ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କୁ ଗୋଟିଏ ଦିନ କାମ କରିବା ପାଇନ ୧,୫୦୦ ଟଙ୍କା ମିଳିଥାଏ ।

୩- ସଞ୍ଜୁକ୍ତା;- ଏହି ସିରିୟଲ ରେ ଦିବ୍ୟ ଙ୍କ ମା ଭାବରେ ରୋଲ କରୁଛନ୍ତି । ତାଙ୍କୁ ଗୋଟେ ଦିନର ଅଭିନୟ ପାଇଁ ୩,୫୦୦ ଟଙ୍କା ମିଳିଥାଏ ।

୨- ଦିବ୍ୟ;- ବନ୍ଧୁଗଣ “ଦିବ୍ୟଦ୍ରୁଷ୍ଟି” ସିରିୟଲ ରେ ମୁଖ୍ୟ ଭୂମିକା ର ଅଭିନୟ କରୁଛନ୍ତି ଦିବ୍ୟ । ତାଙ୍କୁ ଗୋଟେ ଦିନର ଅଭିନୟ କରିବା ପାଇଁ ୪,୦୦୦ ଟଙ୍କା ମିଳିଥାଏ ।

୧- ଦ୍ରୁଷ୍ଟି;- ବନ୍ଧୁଗଣ ଏହି ସିରିୟଲ ରେ ମୁଖ୍ୟ ଭୂମିକା ରୂପେ ଅଭିନୟ କରୁଥିବା ଦ୍ରୁଷ୍ଟି ଗୋଟେ ଦିନରେ ଅଭିନୟ କରିବା ପାଇଁ ୫,୦୦୦ ଟଙ୍କା ନେଇଥାନ୍ତି । ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *