ମଥାର ରେଖାରୁ ଜାଣନ୍ତୁ ଆପଣଙ୍କ ଜୀବନର ରହସ୍ୟ- Forehead Lines Reading

ଜ୍ଯୋତିଷ ଶାସ୍ତ୍ର ଦ୍ଵାର କୌଣସି ମଣିଷର ଜୀବନ ତାର ଭବିଷ୍ୟ ଓ ତାର ସ୍ଵଭାବ ବିଷୟରେ ବହୁତ କିଛି ଜାଣି ହୋଇଥାଏ । ଜ୍ଯୋତିଷ ଶାସ୍ତ୍ରରେ କୌଣସି ମଣିଷର ମସ୍ତକର ଗାରକୁ ପଢି ବହୁତ କିଛି କୁହାଯାଇପାରେ । ଯେଉଁ ଲୋକଙ୍କର ମତରେ ସଫା, ଗାଢ, ପୂର୍ଣ, ତଥା ସ୍ପଷ୍ଟ ରେଖା ହୋଇଥାଏ ଏମିତି ଲୋକ ଦୀର୍ଘାୟୁ ବା ସୁଖୀ ହୋଇଥାନ୍ତି । ମଥାର ଗୋଟିଏ ଶିରାରୁ ଆଉ ଗୋଟିଏ ସିରା ପର୍ଯ୍ୟନ୍ତ ଯାଇଥିବା ରେଖା ୨୦ ବର୍ଷ ଆୟୁ ଦର୍ଶାଇ ଥାଏ । ଅର୍ଥାତ ବ୍ୟକ୍ତିର ମଥାରେ ଯେତେଟା ରେଖା ରହିବ ତାର ଆୟୁରେ ସେତିକି ବୃଦ୍ଧି ହୋଇଥାଏ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ଯକ୍ତିର ମସ୍ତିସ୍କରେ ତିନୋଟି ରେଖା ହୋଇଥାଏତ କୁହାଯାଏକି ତାର ବୟସ କମସେ କମ ୭୫ ବର୍ଷ ହୋଇଥାଏ । ଯେଉଁ ଲୋକଙ୍କର ମତରେ ଦୁଇଟି ରେଖା ପୁରା ହୋଇଥାଏ ସେ ୭୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ଓ ତାଙ୍କୁ ଧନର କମି କେବେବି ହୋଇନଥାଏ । ଯେଉଁ ଲୋକଙ୍କ ମସ୍ତକରେ ଚାନ୍ଦ ବନିଥାଏ ସେହି ଲୋକଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏମିତି ଲୋକ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ସବୁବେଳେ ରହିଥାଏ । ଏହି ଲୋକ ତାଙ୍କ ଜୀବନରେ ମହାନ ସନ୍ଥ, ଉପଦେଶ ଓ ଯୋଗୀ ହୋଇଥାନ୍ତି ।

ଜ୍ଯୋତିଷ ଶାସ୍ତ୍ରରେ କୁହାଯାଇଚିକି ଯେଉଁ ବ୍ୟକ୍ତିର ମଥାରେ ଯେତେ ରେଖା ହୋଇଥାଏ ତାର ସେତିକି ଭାଇ ଭଉଣୀ ହୋଇଥାଏ । ମଥାର ମୋଟା ରେଖା ଭାଇ  ଓ ପତଳା ରେଖା ଭାଇ ଭଉଣୀର ସଂଖ୍ୟା ଦର୍ଶାଇ ଥାଏ । ଯେଉଁ ଲୋକଙ୍କ ମଥାର ଉପରି ଭାଗ ଓଭାଲ ସେପ ହୋଇଥାଏ ଓ ଏହା ସହିତ ତଳ ଝୁକିକି ରହିଥାଏ ଏମିତି ଲୋକ ତାଙ୍କ ଜୀବନରେ କୌଣସି ଉଚ ସ୍ଥାନ ପ୍ରାପ୍ତ କରିଥାଏ ।

ଏମିତି ଲୋକଙ୍କୁ ସବୁବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଯେଉଁ ଲୋକଙ୍କ ମଥାରେ କୌଣସି ରେଖା ନଥାଏ ସେଇ ବ୍ୟକ୍ତି ବହୁତ ଧନବାନ ଓ ଦୀର୍ଘାୟୁ ପ୍ରାପ୍ତ କରିଥାନ୍ତି । ଆଉ ସେ ବହୁତ ଭାଗ୍ଯବାନ ମଧ୍ୟ ହୋଇଥାନ୍ତି । ଯଦି ଆମ୍ର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଛି ତାହେଲେ ଲାଇକ ଆଉ ଶେୟର କରନ୍ତୁ । ଆହୁରି ଏମିତି ଲେଖା ପଢିବା ପାଇଁ ଆମ ସହିତ ଯୋଡି ହୋଇ ରହିଥାନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *