ଜାଣନ୍ତୁ M ନାମର ବ୍ୟକ୍ତିଙ୍କ ସ୍ଵଭାବ, ବିବାହ, କ୍ଯାରିୟର, ଟଙ୍କା ପଇସା, ପ୍ରେମ, ଆପଣଙ୍କ ନାମ ଯଦି M ରୁ ଆରମ୍ଭ ହେଉଥାଏ ତେବେ ଏହାକୁ ନିଶ୍ଚୟ ଦେଖନ୍ତୁ

ସମସ୍ତେ ପରସ ପର ଠାରୁ ବହୁତ ଅଲଗା ହୋଇଥାନ୍ତି ସେମାନେ ନିଜ ଜୀବନରେ ନିଜ ମନ ଆଉ ବୁଦ୍ଧି ଅନୁଯାଇ କାର୍ଯ୍ୟ କରିବା ପସନ୍ଦ କରନ୍ତି । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ମଣିଷ ନାମର ପ୍ରଥମ ଅକ୍ଷର ଦ୍ଵାରା ତାଙ୍କ ବ୍ୟବହାର ବିଷୟରେ ବହୁତ କିଛି କଥା ଜଣା ପଡିଥାଏ । ଶାସ୍ତ୍ର ଅନୁଯାଇ କିଛି ନାମ ଲୋକଙ୍କୁ ସର୍ବ ଗୁଣ ସମ୍ପନ କୁହା ଯାଇଛି । ତେବେ ଆଜି ଆମେ ଆପଣଙ୍କୁ ଏମ ନାମ ବ୍ୟକ୍ତିଙ୍କ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ କେବେ ଜାଣି ନଥିବେ । ଯଦି ଆପଣ ସ୍ଵାମୀ ବା ସ୍ତ୍ରୀଙ୍କ ନାମ ଏମ ଠାରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ପାଇଁ ବହୁତ ଲାଭକାରୀ କଥା ଅଟେ ।

ଏମ ନାମ ବ୍ୟକ୍ତି ବହୁତ ମଜାଳିଆ ହୋଇଥାନ୍ତି, ଏହି ଭଳି ବ୍ୟକ୍ତି କାହାକୁ କଷ୍ଟରେ ଦେଖିଲେ ସାହି ପାରନ୍ତି ନାହିଁ । ଏହି ଭଳି ଲୋକଙ୍କୁ ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ସେ ସବୁ କଷ୍ଟ ସମ୍ଭାଳି ନିଅନ୍ତି ଆଉ ଅନ୍ୟ ମାନଙ୍କୁ ହଇରାଣ କରନ୍ତି ନାହିଁ ।

ଏହି ନାମ ବ୍ୟକ୍ତି ମାନଙ୍କୁ ପ୍ରେମ ହୋଇଥାଏ କିନ୍ତୁ ସଫଳ ହୁଏ ନାହିଁ, ଏହାର ମୁଖ୍ୟ କାରଣ ଏହି ନାମ ଲୋକ ସମାଜ ବିଷୟରେ ବହୁତ ଚିନ୍ତା କରନ୍ତି, କିଏ କଣ ଭାବିବା ତାଙ୍କ ପରିବାରକୁ କଣ କହିବ ଏହା ବିଷୟରେ ତାଙ୍କ ଅଧିକ ଧ୍ୟାନ ହୋଇଥାଏ ।

ଏମ ନାମ ଲୋକ ସମାଜ ଡରରେ ନିଜ ପ୍ରେମୀକୁ ଛାଡି ଦେଇଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ନାମ ବ୍ୟକ୍ତିଙ୍କ ପ୍ରେମ ବିବାହ ହେଲେ ମଧ୍ୟ ବହୁତ ଦିନ ଚାଲି ନଥାଏ । ଏମ ନାମ ବ୍ୟକ୍ତି ସମସ୍ତଙ୍କ ସହ ବହୁତ ଶୀଘ୍ର ମିଶି ଯାଇଥାନ୍ତି, ତେବେ ଏହି ନାମ ଲୋକଙ୍କ ବିନା ତାଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ଭଲ ଲାଗେ ନାହିଁ, ଏହି ନାମ ବ୍ୟକ୍ତି ସବୁବେଳେ ଅନ୍ୟ ବିଷୟରେ ଚିନ୍ତା କରିଥାନ୍ତି । ଏମ ନାମ ବ୍ୟକ୍ତି ଦେଖିବାକୁ ସୁନ୍ଦର ଆଉ ବହୁତ ଭଲ ବ୍ୟବହାର ବ୍ୟକ୍ତି ହୋଇଥାନ୍ତି, ସେ କାହାକୁ କିଛି କୁହନ୍ତି ନାହିଁ ।

ଏମ ନାମ ବ୍ୟକ୍ତି ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି ଆଉ ସବୁବେଳେ ତାଙ୍କ ସୁଖ ବିଷୟରେ ଚିନ୍ତା କରନ୍ତି, ତେବେ ଏମ ନାମ ବ୍ୟକ୍ତିଙ୍କୁ ଜୋରୁ କା ଗୁଲାମ କହିଲେ ମଧ୍ୟ ଭୁଲ ହବ ନାହିଁ କାହିଁକିନା ତାଙ୍କ ଇଛା ଥାଉ ବା ନାହିଁ କିନ୍ତୁ ବିବାହ ପରେ ସ୍ତ୍ରୀ ଯାହା କହିଥାନ୍ତି ଏହି ନାମ ବ୍ୟକ୍ତି ତାହା କରିଥାନ୍ତି । ତେବେ ଏହି ଭଳି ବ୍ୟକ୍ତି ନିଜ ପରିବାର ଆଉ ସ୍ତ୍ରୀ ପାଇଁ ନିଜକୁ ଭୁଲି ଯାଇଥାଏ ଏହି ନାମ ବ୍ୟକ୍ତିକୁ ବିବାହ କଲେ ଝିଅ ମାନେ ବହୁତ ଖୁସି ରୁହନ୍ତି ।

Leave a Reply

Your email address will not be published. Required fields are marked *