Bollywood ଓ South ଇଣ୍ଡଷ୍ଟ୍ରି ର ଏହି 4 ଟି ଫେମସ ଯୋଡି 2021 ରେ କରିବେ ବିବାହ

ବଲୀଉଡ ଆଉ ସାଉଥ ଦୁନିଆ ବହୁତ ଅଭିନେତା ଆଉ ଅଭିନେତ୍ରୀ ମାନେ ବର୍ଷ ୨୦୨୦ରେ ବିବାହ କରିଛନ୍ତି, ତେବେ ବର୍ତମାନ ବହୁତ ଏମିତି ଯୋଡି ଅଛନ୍ତି ଯିଏ ୨୦୨୧ରେ ବିବାହ କରିବାକୁ ଯାଉଛନ୍ତି । ତେବେ ବିବାହ ବହୁତ ପବିତ୍ର ବନ୍ଧନ ଅଟେ ଆଉ କିଛି ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ଆଉ ଦର୍ଶକ ମାନେ ଏହି ଯୋଡିକୁ ଏକାଠି ହବା ପାଇଁ ଆଶୀର୍ବାଦ ମଧ୍ୟ ଦଉଛନ୍ତି ।

ତେବେ ଅଭିନୟ ଦୁନିଆରେ ସତ ଭଲ ପାଇବା ଖୋଜିବା ବହୁତ କଷ୍ଟ କିନ୍ତୁ କିଛି ଯୋଡି ଏକାଠି ବହୁତ ସୁନ୍ଦର ଲାଗୁଛନ୍ତି ଆଉ ଦର୍ଶକ ମାନେ ଏହି ଯୋଡି ମାନଙ୍କୁ ଏକାଠି ହବାର ଦେଖିବା ପାଇଁ ଅପେକ୍ଷା ମଧ୍ୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଡି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ବର୍ଷ ବିବାହ କରିବାକୁ ଯାଉଛନ୍ତି ।

୧. ରଣବିର କପୁର ଓ ଆଲିଆ ଭଟ :

ଆଲିଆ ଆଉ ରଣବିର କପୁରଙ୍କ ସମ୍ପର୍କ କଥା ସମସ୍ତେ ଜାଣିଛନ୍ତି ସେ ନିଜ ସମ୍ପର୍କ ବିଷୟରେ କାହାକୁ କିଛି ଲୁଚାଇ ନାହାନ୍ତି, ତେବେ ରିଷି କପୁରଙ୍କ ଦେହାନ୍ତ ସମୟରେ ମଧ୍ୟ ରଣବିର ଆଲିଆ ସହ ତାଙ୍କ ଘରେ ଥିଲେ ଆଉ ଦେହାନ୍ତ ଖବର ଶୁଣି ଦୁହେଁ ଏକାଠି ଆସିଥିଲେ । ତେବେ ଦୁହିଙ୍କ ପ୍ରେମ ବହୁତ ସମୟ ଧରି ଚାଲିଛି ଆଉ ଖବର ଅନୁଯାଇ ଏହି ବର୍ଷ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହବାକୁ ଯାଉଛନ୍ତି ।

୨. ସ୍ରୁତି ହସନ ଓ ମାଇକଲ :

ଆପଣ ମାନେ ସ୍ରୁତି ହସନଙ୍କୁ ଜାଣିଥିବେ ତାଙ୍କ ବାପା କମଲ ହସନ ଅଟନ୍ତି ଯିଏ ସାଉଥ ସିନେମା ଦୁନିଆ ବହୁତ ବଡ କଳାକାର ଅଟନ୍ତି । ସ୍ରୁତି ଓ ମାଇକଲ ବହୁତ ସମୟ ଧରି ଡେଟ କରୁଛନ୍ତି ଆଉ ଖବର ଅନୁଯାଇ ବହୁତ ଶୀଘ୍ର ଦୁହେଁ ନିଜ ଫ୍ୟାନ୍ସ ମାନଙ୍କୁ ବଡ ଖୁସି ଖବର ଦବାକୁ ଯାଉଛନ୍ତି ।

୩. ଟାଇଗର ସ୍ରଫ ଓ ଦିଶା ପଟାନୀ :

ବଲୀଉଡ ସାୟ ବୟ ଟାଇଗର ସ୍ରଫ ନିଜ ନିଜି ଜୀବନ ପାଇଁ ସୋଶିଅଲ ମିଡିଆ ଉପରେ ପ୍ରାୟତଃ ସମୟ ଚର୍ଚାରେ ରୁହନ୍ତି । ଗତ ୪ ବର୍ଷ ଧରି ସେ ଦିଶା ପଟାନୀଙ୍କୁ ଡେଟ ଅକ୍ରିୟ ଆସୁଛନ୍ତି ଆଉ ଖବର ଏହା ଆସିଛି ଯେ ୨୦୨୧ରେ ସେ ବିବାହ କରିବାକୁ ଯାଉଛନ୍ତି ।

୪. ପ୍ରଭାସ ଓ ଅନୁସକା :

ବାହୁବଲି ଅଭିନେତା ପ୍ରଭାସ ଆଉ ଅନୁସକା ବହୁତ ଭଲ ସାଙ୍ଗ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ଦୁହିଙ୍କ କେଅରିଙ୍ଗ ନେଚର ଦେଖି ତାଙ୍କ ମଝିର ସମ୍ପର୍କ ଜଣା ପଡିଥାଏ ଦୁହେଁ ବହୁତ ଭଲ ସାଙ୍ଗ ଅଟନ୍ତି କିନ୍ତୁ ବହୁତ ଶୀଘ୍ର ସ୍ଵାମୀ ସ୍ତ୍ରୀ ହବାକୁ ଯାଉଛନ୍ତି ଏହି ଭଳି ଖବର ଆସିଛି ।

Leave a Reply

Your email address will not be published. Required fields are marked *