ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଏହି ସପ୍ତାହରେ ଘରେ କାମକାର୍ଯ୍ୟ ଅଧିକ ରହିବ ଓ ମାହୋଲବି ବୋଝିଲା ହୋଇପାରେ । କୌଣସି ଧାର୍ମିକ ବ ରାଜନୈତିକ ମୁଖିଆ ପ୍ରତି ଆକର୍ଷଣ ବଢିବ । ପରିବାର ଲୋକଙ୍କଠୁ ସହଯୋଗ ମିଳିବ । ମନ ଶାନ୍ତ କରିବା ପାଇଁ ଯୋଗ କରିପାରନ୍ତି । ଭଲ ବ୍ଯବହାର କାରଣରୁ କିଛି ଲୋକ ଆପଣଙ୍କୁ ସାହାର୍ଯ୍ୟ କରିବେ । ନିଜ ଜୀବନସାଥି ସହିତ ରୋମାଣ୍ଟିକ ସମୟ ବିତାଇବା ପାଇଁ ପୁରା ଚେଷ୍ଟା କରନ୍ତୁ । ତେବେ ଯାଇ ଆପଣଙ୍କ ପ୍ରେମ ଜୀବନ ସଫଳ ହେବ । ସ୍ୱାସ୍ଥ୍ୟ ସାମାନ୍ଯ ରହିବ ।
ବୃଷ :- ଅନାବଶ୍ୟକ ଖବର ଆଦାନ ପ୍ରଦାନରୁ ବଞ୍ଚନ୍ତୁ । ଅଲଗା ଲୋକଙ୍କର ଆଲୋଚନା କରନ୍ତୁ ନହିଁ, ଖାଲି ଚାଲବାଜ ଲୋକଙ୍କଠୁ ସତର୍କ ରୁହନ୍ତୁ । ନୂଆ କାମର ଆରମ୍ଭ ଏବେ କରିପାରିବେ କାରଣ ଏବେ ସମୟ ବହୁତ ଭଲ ଅଛି । କାମ କାର୍ଯ୍ୟରେ ସଫଳତାର ଯୋଗ ବନୁଛି । ଏହି ସମୟରେ ବହୁତ ସାରା କାମ ଆପଣ କରିପାରିବେ । ଉଚ ଅଧିକାରୀ ଆପଣଙ୍କ ଉପରେ ରାଗି ପାରନ୍ତି । ରୋମାନ୍ସ କରିବାର ଆନନ୍ଦ ମିଳିବ । ଜୀବନସାଥି ସହିତ ସମ୍ପର୍କରେ ନିବିଡତା ବଢିବ ।
ମିଥୁନ :- କିନାକିଣି ଏହା ଭଲ ସପ୍ତାହ ରହିବ । ଦାର୍ଶନିକ ବା ଆଧ୍ୟାତ୍ମିକ ବିଚାର ସମ୍ଭାଳି ଦେବେ । ମା ବାପାଙ୍କ ନକରାତ୍ମକ କଥା ମନକୁ କଷ୍ଟ ଦେଇପାରେ । ଅନୁଭବି ବ୍ୟକ୍ତିଙ୍କ କଥା ଫଳପ୍ରଦ ହେବ । ଏହି ସପ୍ତାହରେ ଏମିତି କାମ ପୁରା ହେବ ଯାହା ଅପ୍ନା ବହୁତ ପୂର୍ବରୁ ଭାବୁଥିଲେ । ବହୁତ ଦିନର ଇଛା ଏବେ ପୁରା ହେବ । ଏହି ସପ୍ତାହରେ ଆପଣଙ୍କ ପ୍ରେମ ଜୀବନରେ ଖୁସି ଆସିବ । ବ୍ୟାପାରରେ ସୁଧାର ଆସିବ ।
କର୍କଟ :- ଆୟରେ ବୃଦ୍ଧି ହେବା ଦ୍ଵାରା ମନ ଖୁସି ରହିବ । ବଡ ନିସ୍ପତି ନେବା ପୂର୍ବରୁ ଭଲରେ ବିଚାର କରନ୍ତୁ । କୌଣସି ଅନୁଭବୀଙ୍କ ଠାରୁ ସଜେସନ ନିଅନ୍ତୁ । ନୂଆ ବ୍ୟବସାୟୀ ସମ୍ବନ୍ଧ ମଜଭୁତ ହେବ । ଭୌତିକ ଏଇଶ୍ଵର୍ଜ୍ୟ ସାଧନାରେ ବୃଦ୍ଧି ହେବ । କଳା ସାହିତ୍ଯ କ୍ଷେତ୍ରରେ ଇଛା ବଢିବ । ଆପଣଙ୍କ ବୈବାହିକ ଜୀବନରେ ପ୍ରେମ ଓ ରୋମାନ୍ସ ବଢିବ । ରଚନାତ୍ମକ କାମରେ ଲୋକଙ୍କୁ ବଡ ସଫଳତା ମିଳିବ ।
ସିଂହ :- ଏହି ସପ୍ତାହ ଉତ୍ତମ ଓ ମଙ୍ଗଳକାରୀ ରହିବ । ଆପଣଙ୍କୁ କୌଣସି ନୂଆ ଜାଗାରେ ଅଥବା ନୂଆ ତରିକାରେ ପଢା କରିବାର ଅବସର ମିଳିବ । ରୋମାନ୍ସ ଆନନ୍ଦଦାୟୀ ଓ ରୋମାଞ୍ଚକ ରହିବ । କୌଣସି ବିବାଦରେ ବୁଝାମଣା ହୋଇବ । ପଇସା କ୍ଷେତ୍ରରେ ପ୍ରଗତି ହେବ । କୌଣସି ନୂଆ ଜିନିଷ କିଣିବେ । କୌଣସି ଅଟକି ଥିବା କାମ ଆଜି ପୁରା ହେବ ।
କନ୍ୟା :- ଆଜିର ଦିନ ବହୁତ ପରିଶ୍ରମ କରିବାକୁ ପଡିବ ଓ କାମକୁ ମଧ୍ୟ ଅଧିକ ଧ୍ୟାନ ଦେବାକୁ ହେବ । ଆପଣଙ୍କୁ ସର୍ବତମ ନିର୍ନୟ ନେବାର ସମ୍ଭାବନା ରହିଛି । ଆପଣ ସୁସ୍ଥ ଓ ଉଶ୍ଚାହିତ ଅନୁଭବ କରିବେ । ବିବାହିତା ଲୋକଙ୍କ ଜୀବନ ବହୁତ ଭଲ ରହିବ ଓ ଆଜିର ଦିନ ବହୁତ ଖୁସି ରହିବ । ବ୍ୟବସାୟରେ ନୂଆ ସଫଳତା ମିଳିବ । ପରିବାର ଲୋକଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ ।
ତୁଳା :- ଆଜି କୌଣସି ପୁରୁଣା ସାଙ୍ଗ ସହିତ ଦେଖା ହୋଇପାରେ । ଆପଣ ନିଜର ବଢୁଥିବା ଖର୍ଚକୁ ନେଇ ଚିନ୍ତିତ ରହିବେ । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆପଣ ବିରକ୍ତ ହୋଇପାରନ୍ତି ଓ ନକରାତ୍ମକ ଭାବନା ଆସିପାରେ । କିଛି ଲୋକଙ୍କ ଜୀବନରେ କାହାର ଦସ୍ତକ ଆସିପାରେ । କିନ୍ତୁ ଅଧିକ ଭାବୁକ ହେବାରୁ ବଞ୍ଚନ୍ତୁ । ନିଜ କାମରେ ସନ୍ତୁଷ୍ଟ ନୁହେଁ । ଅଧିକାରୀଙ୍କ ସହିତ ବିବାଦ ହୋଇପାରେ । ଧାର୍ମିକ କାର୍ଯ୍ୟରେ ସହଯୋଗିତା କରିବେ ।
ବିଛା :- ପ୍ରେମ ଜୀବନ ଜୀଉଁ ଥିବା ଲୋକଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଆଜି ଆପଣାଙ୍କ ସାମନାକୁ ଆଯର ନୂଆ ସ୍ରୋତ ଆସିବ । ଅଫିସ କାମ ପ୍ରତିଦିନ ତୁଳନାରେ ଆଜି ବହୁତ ଭଲ ଭାବରେ ପୁରା ହେବ । ପରିବାରର ମହୋଲ ଅଶାନ୍ତ ରହିବ ଯେଉଁଥିରେ ଲୋକଙ୍କ ଭିତରେ ତାଳମେଳ ନରହି ପାରେ ।
ଧନୁ :- ବ୍ୟାପାରୀ ବର୍ଗ ପଇସା ଦେବାନେବା ପ୍ରତି ସତର୍କ ରୁହନ୍ତୁ । ଆଉ ଦୂର ଯାତ୍ରା କରନ୍ତୁ ନହିଁ । କୌଣସି ସଜେସନ ଦ୍ଵାରା ତାରିଫ ମିଳିବ । ମନକୁ ଏକାଗ୍ର କରି କାମ ଉପରେ ଫୋକସ କରନ୍ତୁ, ପରିଣାମ ସୁଖଦ ହେବ । ସାଙ୍ଗ ମାନଙ୍କ ସାହାର୍ଯ୍ୟ ଦ୍ଵାରା କାମ ସଫଳ ହେବ । ରାଜକୀୟ କାର୍ଯ୍ୟରେ ଆପଣଙ୍କର ଜିତ ହେବ । ରହିଯାଇଥିବା ଧାନ ପ୍ରାପ୍ତ ହେବ । ପ୍ରେମ ଜୀବନ ପାଇଁ ବହୁତ ଭଲ ସମୟ ଅଟେ । ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ।
ମକର :- ଏହି ସପ୍ତାହରେ ଆଯ ଭଲ ହେବ । ଖର୍ଚରେ ବୃଦ୍ଧି ହେବ । ଆପଣଙ୍କ ଘର ଲୋକ ଆପଣଙ୍କୁ ସହଯୋଗ କରିବେ ଆଉ ଆପଣଙ୍କୁ ଖୁସି ଦେବେ । ତାଙ୍କ ସହ ଦେଖା କରିବା ଦ୍ଵାରା ଆତ୍ମ ବଳ ବଢିବ । ଆପଣ ଅଧିକ ସଂବେଦନ ଶିଳର ଅନୁଭବ କରିବେ । ସାଥି ଏହି ସପ୍ତାହରେ ଆପଣଙ୍କର ବହୁତ ଦେଖାଶୁଣା କରିବେ । କାରିୟର ପାଇଁ ସମୟ ବହୁତ ଭଲ ରହିବ ।
କୁମ୍ଭ :- ଆଜି ଘରକୁ ଅତିଥି ମାନଙ୍କର ଆଗମନ ହୋଇପାରେ । ସମ୍ବାଦରେ ଉଗ୍ର ଭାସାର ପ୍ରୟୋଗ କରନ୍ତୁ ନହିଁ । ଆପଣଙ୍କର ବୁଦ୍ଧିମତା ଆପଣଙ୍କୁ ଆପଣଙ୍କ ସାଥିଙ୍କ ସହିତ ଭୁଲ ବୁଝାମଣାକୁ ଦୂର କରିବାରେ ସହାୟକ ହେବ । କୌଣସି ପୁରୁଣା ସମସ୍ୟାକୁ ନେଇ ଅସୁବିଧା ହୋଇପାରେ । ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିପାରିବେ । ଆମଦାନୀରେ ମନ ବାଞ୍ଛିତ ସୁଧାର ହେବାର ସମ୍ଭାବନା ରହିଛି ।
ମୀନ :- ସ୍ଵାସ୍ଥ୍ୟରେ ଲାଭ ହେବ । ସବୁ କାର୍ଯ୍ୟ ମନ ବଳରେ କରିବେ । ଆପଣଙ୍କ ନିଜ ପ୍ରୟାସ ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଭାଗ୍ୟ ଚମକିବ ଓ ବୁଲିବାକୀ ଯିବାର ସୁଯୋଗ ମିଳିବ । ଆଇ ପରିଶ୍ରମ କିଛି ଅଧିକ କରିବାକୁ ହେବ । ଉତ୍ତମ ବୈବାହିକ ଜୀବନର ପ୍ରାପ୍ତି ହେବ । ମନ ଖୁସି ରହିବ ଓ ନୂଆ ଊର୍ଜା ସହିତ ଆଜି ଦିନତି ବିତାଇବେ । କିନ୍ତୁ ଲୋକଙ୍କ କଥା ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ଉପୁଯାଇପାରେ ।