ସ୍ୱାମୀ ଓ ସ୍ତ୍ରୀଙ୍କର ଏହି ଭୁଲ ପାଇଁ ସନ୍ତାନ ହୋଇଥାଏ ବିକଳାଙ୍ଗ, ସ୍ୱାମୀ ସ୍ତ୍ରୀ ଜାଣନ୍ତୁ ଏହି କଥା- Ajira Anuchinta

ଆଜିର ବିଷୟ ବସ୍ତୁରେ ଆମେ ଆଲୋଚନା କରିବାଯେ ଜନ୍ମ ସମୟରେ ସନ୍ତାନ କେଉଁ ଭୁଲ ପାଇଁ ବିକଳାଙ୍ଗ ହୋଇଥାଏ ଓ ତାର ଅକାଳରେ କାହିଁକି ଜୀବନ ଚାଲିଯାଏ । ଏଥିସହ ଗୋଟେ ଶିଶୁକୁ କିପରି ସୁସ୍ଥ ଓ ସୁନ୍ଦର ଜୀବନ ସହ ଧର୍ମିକ ଓ ଧନଶାଳୀ ହେବାକୁ ପଡିବ ଏହାର ବହୁତ କିଛି ଜ୍ୟୋତିଷ ମତ ରହିଥାଏ । ଯଦି ଆପଣ ଜାଣିବାକୁ ଚାହାନ୍ତି ତାହେଲେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି ଯଦି କୌଣସି ନାରୀ ଗର୍ଭବତୀ ଥିବା ସମୟରେ ଭଗବାନ ଶିବଙ୍କ ର ଦର୍ଶନ କରିଥାଏ ତାହେଲେ ତାର ଶିଶୁ ବିକଳାଙ୍ଗ ହୋଇଥାଏ । ଏଥିସହ ବହୁତ କିଛି କାରଣ ମଧ୍ୟ ଅଛି ଯାହାଫଳରେ ମହିଳା ଓ ପୁରୁଷଙ୍କ ଭୁଲପାଇଁ ମଧ୍ୟ ସନ୍ତାନ ବିକଳାଙ୍ଗ ହୋଇଥାନ୍ତି । କିଛି ସନ୍ତାନ ଅଛନ୍ତି ଯିଏକି ଜନ୍ମର କିଛି ସମୟ ପରେ ଅକାଳରେ ପରଲୋକ ଗମନ କରନ୍ତି, କାରଣ ସ୍ୱାମୀ ଓ ସ୍ତ୍ରୀ ଯଦି ପୂର୍ଣ୍ଣମୀ କିମ୍ବା ଅମାବାସ୍ୟା ଦିନ ସମ୍ବନ୍ଧ ରଖୁଛନ୍ତି ତାହେଲେ ଏହିପରି ଘଟିଥାଏ ।

ନାରୀ ଋତୁମତି ହେବାର ତିନିଦିନ ମଧ୍ୟରେ ମିଳନ କଲେ ସନ୍ତାନଟି ବିକାଳଙ୍ଗ ହୋଇଥାଏ । ଚାରିଦିନରେ ମିଳନ କଲେ ସନ୍ତାନଟି ଦରିଦ୍ର ହୋଇଥାଏ ଓ କାଙ୍ଗାଳ ମଧ୍ୟ ହୋଇଥାଏ । ପାଞ୍ଚଦିନରେ ମିଳନ କଲେ ସନ୍ତାନଟି ବହୁତ ସୁନ୍ଦର ହୋଇଥାଏ । ଛଅ ଦିନରେ ମିଳନ କଲେ ସନ୍ତାନଟି ବଦଗୁଣ ସମ୍ପନ୍ନ ହୋଇଥାଏ ଓ ସାତଦିନରେ ମିଳନ ହେଲେ ସନ୍ତାନ ଟି ଅପୁତ୍ରିକ ହୋଇଥାଏ । ଆଠଦିନର ମିଳନ କଲେ ସନ୍ତାନଟି ଧନବାନ ସୁଖୀ ଓ ଧାର୍ମିକ ହୋଇଥାଏ ।

ନଅ ଦିନରେ ମିଳନ କଲେ ସନ୍ତାନଟି ସୁନ୍ଦର ହୋଇଥାଏ । ଦଶଦିନରେ ମିଳନ ହେଲେ ସନ୍ତାନ ସୁଖୀ ହୋଇଥାଏ । ଏଗାର ଦିନରେ ମିଳନ ହେଲେ ସନ୍ତାନଟି ଧର୍ମ ହୀନ ହୋଇଥାଏ । ବାର ଦିନରେ ମିଳନ ହେଲେ ସନ୍ତାନଟି ସୁସନ୍ତାନ ହୋଇଥାଏ । ତେର ଦିନରେ ମିଳନ ହେଲେ ସନ୍ତାନ ମହାପାପୀ ହୋଇଥାଏ । ଚଉଦ ଦିନରେ ସନ୍ତାନ ସୁସ୍ଥ ଓ ସୁନ୍ଦର ହୋଇଥାଏ । ପନ୍ଦର ଦିନରେ ସନ୍ତାନଟି ଧର୍ମ ପରାୟଣ ହୋଇଥାଏ ଓ କନ୍ୟା ହେଲେ ପତି ପରାୟଣ ହୋଇଥାଏ । ଷୋହଳ ଦିନରେ ମିଳନ ହେଲେ ସନ୍ତାନ ସୁଶୀଳ ହୋଇଥାଏ ଓ ଶାନ୍ତ ସରଳ ମଧ୍ୟ ।

ସେହିପରି ରାତ୍ରିର ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ସନ୍ତାନ ବିକଳାଙ୍ଗ ହେବାସହ ଅଧା ବୟସରେ ତାର ଜୀବନ ଯାଇଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ ଏହି ସମୟରର ସମ୍ବନ୍ଧ ରଖନ୍ତି ତାହେଲେ ତାଙ୍କୁ ଏହିସବୁ ସମସ୍ୟା ଭୋଗିବାକୁ ପଡିଥାଏ । ଆସନ୍ତୁ ଜାଣିବା ରାତ୍ରର କେଉଁ ସମୟରେ ସମ୍ପର୍କ ରଖିବା ଉଚିତ ଓ ଉଚିତ ନୁହେଁ ?

ଯଦି ସନ୍ଧ୍ୟା 6 ଟାରୁ ରାତି 9 ଟା ଭିତରେ ଆପଣ ସମ୍ବନ୍ଧ କରୁଥାନ୍ତି ତାହେଲେ ସନ୍ତାନ ଅଳ୍ପ ଆୟୁଷ ଗାମୀ ହୋଇଥାଏ । ଯଦି ଆପଣ ରାତ୍ର 9 ଟାରୁ 12 ଭିତରେ ସମ୍ପର୍କ କରୁଥାନ୍ତି ତାହେଲେ ସନ୍ତାନ ରୋଗିଣା ହୋଇଥାଏ । ଯଦି ଆପଣ ରାତ୍ର 12 ଟାରୁ 3 ଭିତରେ ସମ୍ପର୍କ କରୁଛନ୍ତି ତାହେଲେ ସନ୍ତାନ ମୂର୍ଖ ହେବା ସହ ଅଧାର୍ମିକ ହୋଇଥାଏ । ଯଦି ଆପଣ ରାତି 3 ଟାରୁ ସକାଳ 6 ଟା ଭିତରେ ସମ୍ପର୍କ କରୁଛନ୍ତି ତାହେଲେ ଆପଣ ଙ୍କ ସନ୍ତାନ ସର୍ବଗୁଣ ଅଧିକାରୀ ହେବାସହ ସୁନ୍ଦର ହୋଇଥାଏ ଓ ବହୁତ ଜ୍ଞାନୀ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *