ମୋ ପୁଅକୁ ବଞ୍ଚାଇଦିଅ, ମୋ ଧନକୁ ଆଣି ଦିଅ! ଦେଖନ୍ତୁ Video କେମିତି କାନ୍ଦି କାନ୍ଦି ମା କରୁଛି ଗୁହାରି… ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଆମ ଆଖପାଖରେ ଘଟୁଛି । କିଛି ଘ-ଟ-ଣା ଲୋକ ମାନଙ୍କ ଜାଣତରେ ଘଟୁଛି ଟ ଆଉ କିଛି ଅଜାଣତରେ ଘଟୁଛି । ଏହି ଭି-ଡି-ଓ ରେ ଜଣେ ଦୁଖୀନୀ ମା ତା ପୁଅକୁ ଫେରାଇ ଦେବାକୁ ଅନୁରୋଧ କରୁଛି ।

ଆସନ୍ତୁ ଜାଣିବା ପୁରା ଘ-ଟ-ଣା ର ସତ୍ୟତା କଣ ରହିଛି । ଗତ କିଛି ଦିନ ତଳେ ଖାନନଗର ରେଲୱେ ବ୍ରିଜ ରେ ଏପରି ଏକ ଦୁ-ର୍ଘ-ଟ-ଣା ଘଟିଛି ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହି । ଜଣେ ଯୁବକ ରେଲୱେ ଟ୍ରାକରେ କାନରେ ଇୟର ଫୋନ ଲଗାଇ ଯାଉଥିବା ସମୟରେ ଟ୍ରେନ ଧକ୍କାରେ ତାର ମୃ-ତ୍ୟୁ ଘଟିଛି । ସେ ତା ସାଙ୍ଗ ମାନଙ୍କ ସହ ବ୍ରିଜ ଉପରେ ଯାଇଥିଲା । ତା ସାଙ୍ଗ ମାନେ ପଛରେ ରହିଥିଲେ ମଧ୍ୟ ସେ ବହୁତ ଆଗକୁ ଚାଲି ଯାଇଥିଲା ।

କାନରେ ଇୟର ଫୋନ ଦେଇ ଥିବାରୁ ଟ୍ରେନ ଆସିବାର ଶବ୍ଦ ସେ ଶୁଣି ପାରି ନ ଥିଲା । ଏମିତିକି ତା ସାଙ୍ଗ ମାନେ ମଧ୍ୟ ତାକୁ ପଛରୁ ଡ଼ାକିଥିଲେ କିନ୍ତୁ ସେ ଜଣାଇ ପାରି ନ ଥିଲା । ହଟାତ ଟ୍ରେନ ଆସି ଧ-କ୍କା ଦେବାରୁ ସେ କାଠଜୋଡି ନଦୀରେ ପଡି ଯାଇ ତାର ମୃ-ତ୍ୟୁ ଘଟିଛି । ଅଗ୍ନିଶମ ବିଭାଗ ଯୁବକର ମୃ-ତ ଶରୀରକୁ ଉଧାର କରିବା ପରେ ଜଣା ପଡିଥିଲା ଯେ ତାର ମୁଣ୍ଡର ୫୦% ଏତେ ଜୋରରେ ଆଘାତ ଲାଗିଛି ଯାହା ଦ୍ଵାରା ତାର ମୃ-ତ୍ୟୁ ଘଟିଛି ।

ବର୍ତ୍ତମାନ ନିଜ ପୁଅର ମୃ-ତ୍ୟୁ ଖବର ଶୁଣିବା ପରେ ତାର ମା ନିଜକୁ ସମ୍ଭାଳି ପାରୁ ନାହାନ୍ତି । ସେହି ଯୁବକର ଦୁଖୀନୀ ମା ଜଣକ ତାଙ୍କ ପୁଅ କୁ ଫେରେଇ ଦେବାକୁ କାକୁତି ମିନତୀ ହୋଇ ପୋ-ଲି-ସ ଆଗରେ କହୁଥିବାର ଏହି ଭି-ଡି-ଓ ରେ ସ୍ପଷ୍ଟ ହେଉଛି । ନିଜ ପୁଅ କୁ ହ-ରା-ଇ ମା ଜଣକ ନିଜର ମା-ନ-ସି-କ ସ-ନ୍ତୁ-ଳ-ନ ହ-ରା-ଇ-ଛ-ନ୍ତି । ସେହି ଦୁଖୀନୀ ମା ଜଣକ କହୁଛନ୍ତି ଯେ “ମୋ ଧନକୁ ମୋ ପାଖକୁ ଫେରେଇ ଆଣ” ।

ସେ ତାଙ୍କ ପୁଅକୁ ଦେଖିବା ପାଇଁ ପୋ-ଲି-ସ ମାନଙ୍କୁ ଖୋଜିବାକୁ ନିବେଦନ କରୁଥିବାର ଏହି ଭି-ଡି-ଓ ରେ ଜଣା ପଡୁଛି । ଯେଉଁ ଯୁବକର ମୃ-ତ୍ୟୁ ଘଟିଛି ତାର ଜଣେ ସାଙ୍ଗ ନିଜ ରାଏ ରେ କହିଛି ଯେ ସେମାନେ ୩ଜଣ ସାଙ୍ଗ ଥିଲେ । ଯୁବକକୁ ଆଗକୁ ନ ଯିବା ପାଇଁ ସମସ୍ତେ ମନା କରିଥିଲେ ମଧ୍ୟ ସେ କାହା କଥା ନ ଶୁଣି ବହୁତ ଆଗକୁ ଯାଇଥିଲେ । କାନରେ ଇୟର ଫୋନ ଦେଇ ଗୀତ ଶୁଣୁଥିବାରୁ ଟ୍ରେନ ଆସିବାର ଜାଣି ପାରିଲା ନାହି ଯାହା ଫଳରେ ଟ୍ରେନ ଧକ୍କା ହେବା ଫଳରେ ସେ ନଈ ଭିତରକୁ ପଡିଗଲା ।

ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ଜଣେ ମା ତା ପୁଅକୁ ହ-ରା-ଇ କିପରି ବି-କ-ଳ ହେଉଛନ୍ତି ଯାହା ଅତି ହୃଦୟ ବିଦାରକ ଦୃଶ୍ୟ ଅଟେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

https://fb.watch/6PyS3P-tyO/

Leave a Reply

Your email address will not be published. Required fields are marked *