ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ମୁଁ କିଏ ? ଏହା ସହ ଆହୁରି Interesting GK Questions

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ଏହି ସବୁ ପ୍ରଶ୍ନ ଓ ଉତ୍ତର ଆପଣଙ୍କର ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ପରୀକ୍ଷା ରେ ସହାୟକ ହୋଇ ପାରିବ । ତେବେ ଯେଉଁ ମାନେ ଆଇଏସ ବା ୟୁପିଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ଏହି ସବୁ ପ୍ରାଣ ଓ ଉତ୍ତର ବିଷୟରେ ଜ୍ଞାନ ଆହରଣ କରି ପାରିବେ । ହୋଇପାରେ ତାଙ୍କର ପରୀକ୍ଷା କ୍ଷେତ୍ର ରେ ଏହି ସବୁ ପ୍ରଶ୍ନ ମଧ୍ୟରୁ କିଛି ପ୍ରଶ୍ନ କାମରେ ଆସିପାରେ । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧- ମୁଁ ବାୟୁ ଠାରୁ ହାଲୁକା କିନ୍ତୁ ଶହେ ଲୋକ ମୋତେ ସାବଧାନରେ ଉଠନ୍ତି ମୁଁ କିଏ ?

ଉତ୍ତର- ବେଲୁନ ।

୨- ଆହତ ରୁ ତା ହାତ ହୁଏ ସେ ବହୁତ ଜା ହାତରେ ରହିଲା ସିଏ ମଜବୁତ ?

ଉତ୍ତର- ଟଙ୍କା ।

୩- ଆମେରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାହାର ଦାନ୍ତ ର ରଙ୍ଗ କଣ ହୋଇଥିବା ?

ଉତ୍ତର- ଜନ୍ମ ହେବା ମାତ୍ରେ ଦାନ୍ତ ଉଠି ନ ଥାଏ ।

୪- ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟ ର ଅଧିକ ବ୍ୟବହାର କରିଥାଉ ?

ଉତ୍ତର- ନାମ ।

୫- ମମତା ଦେବୀଉଙ୍କର ୫ ଜଣ ପୁଅ ସମସ୍ତଙ୍କର ଜଣେ ଲେଖାଏଁ ଭଉଣୀ ମମତା ଦେବୀଙ୍କର ସମୁଦାୟ କେତେ ଜଣ ସନ୍ତାନ ହେଲେ ?

ଉତ୍ତର- ୬ ଜଣ ।

୬- ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ଵ ବାସୀ ଙ୍କୁ କିଏ ପ୍ରଥମେ ଅବଗତ କରାଇ ଥିଲେ ?

ଉତ୍ତର- ସାର ଆଇଜାକ ନିଉଟନ ।

୭- ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ମୁଁ କିଏ ?

ଉତ୍ତର- chiweenie dog ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସାଧାରଣ ଜ୍ଞାନ ବିଷୟ ବସ୍ତୁ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ଏହି ସବୁ ସାଙ୍ଗ ସାଥି ମାନଙ୍କ ସହ ସେୟାର କରି ପାରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଆପଣ ମାନଙ୍କ ପାଇଁ ଏଭଳି ବିଷୟ ବସ୍ତୁ ନିଶ୍ଚୟ ନେଇ କରି ଆସିବୁ ।

Leave a Reply

Your email address will not be published. Required fields are marked *